ଥଣ୍ଡା, କାଶ, ଜ୍ୱର ପାଇଁ ରାମବାଣ ଘରୋଇ ଉପଚାର, ବାସ ଥରକରେ ହୋଇଯିବ ଭଲ- Health Tips

ବନ୍ଧୁଗଣ, ଥଣ୍ଡା କାଶ ଏବଂ ଜ୍ୱର ଇତ୍ୟାଦି ଅଧିକାଂଶ ସମୟ ସମସ୍ତଙ୍କୁ ହୋଇଥାଏ । ବନ୍ଧୁଗଣ ଋତୁ ପରିବର୍ତ୍ତନ ଅଥବା ଭୁଲ ଜୀବନ ଶୈଳୀ କାରଣରୁ ଏହିଭଳି ସମସ୍ୟା ର ମୁଖପାତ୍ର ହେବାକୁ ପଡିଥାଏ । ବନ୍ଧୁଗଣ ଏହାକୁ ଆମ୍ଭେ ଭାଇରାଲ ଇନଫେକସନ ମଧ୍ୟ କହିଥାଉ ।

ମାତ୍ର ଆଜିଭଳି ଦିନରେ ଏହି ସାଧାରଣ ଥଣ୍ଡା କାଶ ଯଦି ହେଉଅଛି ତେବେ ମାନି ନେଉଛନ୍ତି ଯେ, ଏହା କୋରୋନା ର ଲକ୍ଷଣ ଅଥବା ଆମ୍ଭକୁ କୋରୋନା ହୋଇଯାଇଛି । ବନ୍ଧୁଗଣ ଆପଣ ମାନେ ଧ୍ୟାନ ରଖନ୍ତୁ ଯେ, ସମସ୍ତ ପ୍ରକାରର ଥଣ୍ଡା କାଶ ଏବଂ କଫ ର ସମସ୍ୟା କୋରୋନା ସଂକ୍ରମଣ ହୋଇନଥାଏ । ଆଜି ଆମ୍ଭେ ଆପଣଙ୍କୁ ଏହି ଥଣ୍ଡା ଜ୍ୱର ରୁ ନିଜକୁ ବଞ୍ଚାଇବା ପାଇଁ ଏକ ଘରୋଇ ଉପାୟ କହିବାକୁ ଯାଉଅଛୁ ଯାହାକୁ ପ୍ରୟୋଗ କରି ଆପଣ ଏଥିରୁ ଆରମ ପାଇ ପାରିବେ ।

ବନ୍ଧୁଗଣ ଏହି ବିଶେଷ ଉପାୟ ଟିକୁ ବହୁ ପୁରାତନ କାଳରୁ ଆମର ପୂର୍ବପୁରୂଷ ମାନେ ଆପଣାଉଥିଲେ । ବନ୍ଧୁଗଣ ଆପଣ ଏକ ପାତ୍ର ଗ୍ୟାସ ରେ ବଶାନ୍ତୁ । ଏହାପରେ ସେଥିରେ ୨ ଗ୍ଳାସ ପାଣି ଢାଳନ୍ତୁ । ବନ୍ଧୁଗଣ ଏହାପରେ ପ୍ରଥମ ସାମଗ୍ରୀ ଜୀରା ର ଆବଶ୍ୟକ ପଡିବ । ବନ୍ଧୁଗଣ ଜିରା ଆପଣଙ୍କ ଥଣ୍ଡା, କାଶ, ଏବଂ ଜ୍ୱୋର କୁ ଭଲ କରିବା ନିମନ୍ତେ ଏକ ପ୍ରାକୃତିକ ଘରୋଇ ଉପଚାର ଅଟେ ।

ବନ୍ଧୁଗଣ ୧ ଚାମଚ ଜିରା ଗ୍ୟାସ ରେ ବସାଇଥିବା ୨ ଗ୍ଳାସ ପାଣିରେ ପକାନ୍ତୁ । ବନ୍ଧୁଗଣ ଏଠାପରେ ୨ ୟ ସାମଗ୍ରୀ ଅଦା କୁ ଛେଚି ଏହି ପାଣିରେ ପକାନ୍ତୁ । ବନ୍ଧୁଗଣ ଅଦା ଆଣ୍ଟି ଆକ୍ସିଡେଣ୍ଟ ପ୍ରୋପୋଟିଜ ରେ ଭରପୁର ହୋଇ ରହିଥାଏ । ବନ୍ଧୁଗଣ ଅଦା ର ପ୍ରୟୋଗ ଥଣ୍ଡା କାଶ କୁ ରୋକିବା ପାଇଁ ବହୁ ପୁରାତନ କାଳରୁ ହୋଇ ଆସୁଛି । ବନ୍ଧୁଗଣ ଏହାପରେ ୩ ୟ ସାମଗ୍ରୀ ହେଉଛି ତୁଳସୀପତ୍ର ।

ବନ୍ଧୁଗଣ ତୁଳସୀ ପତ୍ର ପ୍ରାକୃତିକ ଗୁଣରେ ଭରପୁର ଅଟେ ଏହା ଆପଣ ଭଲ ଭାବରେ ଜାଣିଛନ୍ତି । ବନ୍ଧୁଗଣ ତୁଳସୀ ପତ୍ର ରେ ଏଭଳି ଭିଟାମିନ ଏବଂ ପୋଷକ ତତ୍ଵ ରହିଅଛି ଯାହା ଆପଣଙ୍କ ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଆପଣ ୧୦/୧୨ ଟି ତୁଳସୀ ପତ୍ର ଏହି ପାଣିରେ ପକାଇ ଦିଅନ୍ତୁ । ବନ୍ଧୁଗଣ ଏହାକୁ ଆପଣ ଭଲ ଭାବରେ ଫୁଟାନ୍ତୁ । ଯେତେବେଳେ ୨ ଗ୍ଳାସ ପାଣି ଫୁଟି ଫୁଟି ୧ ଗ୍ଳାସ ନ ହୋଇଯିବ, ସେ ପର୍ଯ୍ୟନ୍ତ ଆପଣ ଏହି ପାଣି କୁ ଫୁଟାନ୍ତୁ । ବନ୍ଧୁଗଣ ଆପଣ ଏହାର ଏକ କାଢା ପ୍ରସ୍ତୁତ କରନ୍ତୁ ।

ବନ୍ଧୁଗଣ ଏହା ଆପଣଙ୍କ ଶରୀରର ଥଣ୍ଡା, କାଶ, କଫକୁ ଭଲ କରିବା ସହିତ ଶରୀରର ଇୟୁମୁନିଟି ପାୱାର କୁ ମଧ୍ୟ ବଢାଇ ଥାଏ । ବନ୍ଧୁଗଣ ଭାଇରାଲ ସଂକ୍ରମଣ ସମସ୍ତଙ୍କୁ ହୋଇଥାଏ । ଆପଣ ଏହି ଘରୋଇ ଉପଚାର ଟିକୁ ପ୍ରୟୋଗ କରନ୍ତୁ ନିଶ୍ଚିତ ରୂପେ ଆରମ ମିଳିବ । ବନ୍ଧୁଗଣ ଆପଣଙ୍କୁ ଏହି ବିଷୟବସ୍ତୁ ଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *