ଏହି ଚୋରମାନଙ୍କ ବୋକାମୀ ଦେଖି ଆପଣ ନ ହସି ରହିପାରିବେନି, ଥରେ ଦେଖନ୍ତୁ ଏହି Video…. ଆପଣଙ୍କ ଦିନ ବନିଯିବ

ଆପଣ ମାନେ ଜାଣିଥିବେ ଚୋ-ରୀ କରିବା ପାଇଁ ସା-ର୍ପ ବୁଦ୍ଧି ଓ କୌଶଳତା ର ଦରକାର ପଡିଥାଏ ଜାହା କିଛି ବ୍ୟକ୍ତି ଙ୍କ ଠାରେ ରହିଥାଏ । ଏହା ସହ ପ୍ର-ପ-ର ପ୍ଲା-ନି-ଙ୍ଗ ସହ ଚାଲାକ ଚୋ-ର ମାନେ ଚୋ-ରୀ କରିବା କାମ କୁ ଆଗକୁ ବଢାଇ ଥାନ୍ତି । କିନ୍ତୁ କିଛି ଚୋ-ର ଏମିତି ଅଛନ୍ତି ଯେଉଁ ମାନେ କିଛି ଭୁଲ କରିଥାନ୍ତି ଯାହାକୁ ଦେଖିବା ପରେ ହସିବାକୁ ମନ ହେବ । ଆଜି ଆମେ ଆପଣ ମାନଙ୍କୁ ପାଇଁ ଏମିତି କିଛି ମୂର୍ଖ ଚୋ-ର ମାନଙ୍କର କାହାଣୀ ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହି ।

ଆଜିର ଆମର ଏହି ଲେଖା ରେ ଏମିତି ଏକ କାହାଣୀ ରହିଛି ଯେଉଁ ଠାରେ ସରଳ ନିରୀହ ଦେଖା ଯାଉଥିବା ଜଣେ ମହିଳା ଚୋ-ରୀ କରିବା ସମୟରେ ଧରା ପଡି ଯାଇଛି ।

ଏହି ଭି-ଡି-ଓ ରେ ଜଣେ ମହିଳା ଯିଏ ଦେଖିବାକୁ ବହୁତ ସିମ୍ପଲ ଲାଗୁଛି ସେ ଗହଣା ଦୋକାନ ଆରେ ଯାଇ ସେଠାରେ ଗହଣା ପିନ୍ଧି ଅଦଳ ବଦଳ କରିବାରେ ଲାଗିଲା । ସେହି ମହିଳା ଜଣକ ନକଲି ଗହଣା କୁ ଦୋକାନ ରେ ରଖି ଅସଲି ଗହଣା ନେବା ପାଇଁ ଚେଷ୍ଟା କରୁଥିଲା । ମହିଳା ଟି ଗହଣା ପିନ୍ଧିବାର ବାହାନ କରି ଏତେ ଚତୁରତାର ସହ ଚୋ-ରୀ କରୁଥିଲା ଠିକ ସେହି ସମୟରେ ଗହଣା ଦୋକାନୀ ତାକୁ ଧରି ପକାଇଲେ ।

ଯେତେବେଳେ ମହିଳା ଟି ଧାରା ପଡିଗଲା ସେହି ସମୟରେ ନିଜ ସ-ଫେ-ଇ ରେ କହିଲା ଯେ ତା ବାପା ଙ୍କ ସ୍ୱାସ୍ଥ୍ୟ ଖ-ରା-ପ ଅଛି । ଅ-ପ-ରେ-ସ-ନ ପାଇଁ ଟଙ୍କା ଦରକାର ଥିବାରୁ ସେ ଚୋ-ରୀ କରୁଥିଲା । ହାତ ଯୋଡି ମହିଳା ଟି ଦୋକାନ ମାଲିକ କୁ ବିନତି କରୁଥିବାର ଦୃଶ୍ୟ ଏହି ଭି-ଡି-ଓ ରେ ଜଣା ପଡୁଛି । ଯେତେବଳେ ଚୋ-ରୀ କରିବା ସମୟରେ ମହିଳା ଟି ଧରା ପଡିଲା ସେତେବେଳେ ଏପରି ମିଛ ବାହନ କରି ନିଜକୁ ସତ ସା-ବ୍ୟ-ସ୍ତ କରିବା ଚେଷ୍ଟା କରିଲା । ଗହଣା ଦୋକାନ ମାଲିକ ମହିଳା ଟି ଗହଣା ଅଦଳ ବଦଳ କରିବା ସମୟରେ ଦେଖି ଦେଇ ଥିବାରୁ ନିଜ ଦୋକାନ ରେ ହେବାକୁ ଯାଉଥିବା ଏତେ ବଡ ଚୋ-ରୀ ରୁ ରକ୍ଷା ପାଇଲେ ।

ତେବେ ଏଭଳି ନିରୀହ ଦେଖା ଯାଉଥିବା ମଣିଷ ସବୁବେଳେ ସବୁ ସମୟରେ ଠିକ ଥିବ ତାହା କହିବା ସମ୍ଭବ ନୁହେଁ । ଏହି ଘଟଣା ରୁ ଏତିକି କୁହାଯାଇ ପାରେ ଯେ ଏଭଳି କାମ କରି ଧରା ପଡିବା ପରେ ସମସ୍ତେ ନିଜକୁ ଭଲ ଓ କିଛି ମଜବୁରି ରହିଛି କହି ଖସିବାକୁ ଚେଷ୍ଟା କରିଥାନ୍ତି । ଯେପରି ଏହି ଭି-ଡି-ଓ ରେ ମହିଳା ଜଣକ କରୁଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *