ଆମ ଜୀବନରେ ଏମିତି କିଛି ଆଶ୍ଚର୍ଯ୍ୟ କର ଘଟଣା ଘଟିଥାଏ ଯାହା ଆମେ କେବେ କଳ୍ପନା କରି ନ ଥାଉ । ଆମ ଜୀବନରେ ଏମିତି କିଛି ହରକତ ହୋଇଥାଏ ଯାହା ଦେଖିଲେ ଆମେ ସ୍ତବ୍ଧ ହୋଇଯାଉ । ଏହା ଯୋଗୁ ଆମେ କେବେ ହସିବା ମଧ୍ୟ ଭୁଲି ଯାଇଥାଉ । କେବେ କୋରୋନା ମହାମାରୀ ପାଇଁ ତ କେବେ ପ୍ରେମ ସମ୍ପର୍କକୁ ନେଇ ତ କେବେ ରୋଜଗରକୁ ନେଇ ସମସ୍ଯା ଲାଗି ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ମଜାଦାର ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଦେଖି ଆପଣ ମାନେ ନ ହସି ରହି ପାରିବେ ନାହି ।

ଇଂଷ୍ଟାଗ୍ରାମରେ ଏମିତି ମେକ ଭିଡିଓ ଭାଇରାଲ ହୋଇଥିଲା ଯାହାକୁ ଦେଖି ୟୁଜର୍ସ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଭିଡିଓ ରେ ଛାତ୍ରୀ ଟି ଏତେ ଯୋଡ଼ାରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଯାହା ଦେଖିଲେ ଆଲଗୁଛି ତାଙ୍କ ଭିତରେ କେତେ କନଫିଡେନ୍ସ ଭାରି ରହିଛି । କିନ୍ତୁ ଛାତ୍ରୀ ଜଣକ ଏମିତି କିଛି ହରକତ କରୁଛନ୍ତି ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବା ସହ ନ ହସି ରହି ପାରିବେ ନାହି ।
ଅନ୍ୟ ଏକ ଭିଡିଓ ରେ ଛାତ୍ରୀ ଜଣକ ଆମିଵେ ବନ୍ଟାଇର ଟୁ ଗୀତରେ ଡ୍ୟାନ୍ସ କରିବା ସମୟରେ ଅଚାନକ ଷ୍ଟେସନରେ ଲୋକ ମାନଙ୍କର ଗହଳିରେ ତଳେ ପଡି ଯାଇଥିଲେ । ବାସ୍ତବରେ ଏହି ଭିଡିଓ ଟି ମଜାଦାର ହୋଇଛି । ଆଜିକାଲି ପିଲା ମାନେ ମୋବାଇଲ ଦେଖିବା ଏକ ଖରାପ ନିଶା ହୋଇ ଗଲାଣି । ଯାହା ପାଇଁ ସେମାନକ ମାନସିକ ସ୍ତରରେ ଖରାପ ପ୍ରଭାବ ପଡୁଛି ।

ଏଭଳି ଏକ ଭିଡିଓ ଦେଖିବାକୁ ମିଳିଛି ସାଉଦ ଆଫ୍ରିକାରେ । ଯେଉଁ ଠାରେ ଜଣେ ଶିକ୍ଷକ ପିଲା ମାନଙ୍କର ପରୀକ୍ଷା ଚାଲିଥିବା ସମୟରେ କେଉଁ ପିଲା ନକଲ କରୁଛି ତାକୁ ଧରିବା ପାଇଁ ସେ ତୁରନ୍ତ ଲାଇଟ ଅଫ କରି ଦେଲେ । ଯାହା ଫଳରେ ଅନ କରି ବସିଥିବା ଛାତ୍ରଟି କପି କରିବା ସମୟରେ ଧରା ପଡିଗଲା । ସତରେ ଏହି ଦୃଶ୍ୟ ଟି ବହୁତ ମଜାଦାର ହୋଇଛି ।
ଅନ୍ୟ ଏକ ଭିଡିଓ ରେ ଜଣେ ଶିକୁରୀଟି ଗେଟ ବନ୍ଦ କରିବା ସମୟରେ ଏମିତି କିଛି ଘଟାଣ ଘଟିଲା ଯାହା ଦେଖିଲେ ନ ହସି ରହି ହେବ ନାହି । ଏହି ଭିଡିଓ ରେ ଗାର୍ଡ ଜଣକ ଜେଟର ଗୋଟିଏ ପାଖ ବନ୍ଦ କରିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ପାଖ ତୀବ୍ର ପବନ ଯୋଗୁ ଖୋଲି ଯାଉଥିଲା । ଗାଡ ଜଣକ ଯେତେ ଚେଷ୍ଟା କରିଲେ ମଧ୍ୟ ଜେଟକୁ ଭଲ ଭାବେ ବନ୍ଦ କରି ପାରିଲେ ନାହି ।
ଶେଷରେ ଗାର୍ଡ ଜଣକ ଏମିତି ପୋଜ ଦେଉଛନ୍ତି ଯାହା ଦେଖିଲେ ଅଭିନେତା ରୀତିକ ରୋସନଙ୍କ ଇଧର ଚଲା ମେ ଉଧାର ଚାଲ ଗୀତରେ ଡ୍ୟାନ୍ସ କରିଲା ଭଳି ମାନେ ହେଉଛି । ସତରେ ଏହି ଭିଡିଓ ଟି ବହୁତ ମଜାଦାର ହୋଇଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
