କେବଳ 1 ମିନିଟ ପାଇଁ ଦେଖନ୍ତୁ ଏହି Video, ଆପଣ ବି କରିବେ ବାଃ ବାଃ…

ଆମେ ଦେଶରେ ପୋ-ଲି-ସ ଆମକୁ ସୁରକ୍ଷା ପ୍ରଦାନ କରିବା ପାଇଁ ନିଯୁକ୍ତି ପାଇ ଥାନ୍ତି କିନ୍ତୁ କହିବା ପାଇଁ ଗଲେ କିଛି ଅଭେଲ୍ଟ ଅଫିସର ମାନଙ୍କ ପାଇଁ ସାରା ପୋ-ଲି-ସ ଅଧିକାରୀ ମାନେ ନିଜ ସମ୍ମାନ ହରାଉଛନ୍ତି । ଯଦି ଆମେ ଦେଖିବା ତ ଜାଣି ପାରିବା କିଛି ଅଧିକାରୀ ଏଭଳି କାମ କରୁଛନ୍ତି ମାତ୍ର ସବୁ ଅଧିକାରୀ ନୁହଁନ୍ତି ।

ଯଦି ଆମେ ଦେଖିବା ଅନେକ ଲୋକମାନେ ଯେଉଁ ମାନେ ନିଜ କ୍କାମକୁ ନେଇକି ଖୁବ ବ୍ୟସ୍ତ । ସେମାନେ ନିଜ କାମକୁ ଅଧିକ ମହତ୍ଵ ଦେଇଥାନ୍ତି ସେମାନେ କେବେ ଭି ଛୁଟି ନେଇ ନଥାନ୍ତି । ୮୦ ଭାଗ ପୋ-ଲି-ସ ଅଧିକାରୀ ମାନେ ନିଜର ପରିଶ୍ରମ କରୀ ଦିନ ରାତି ଏକ କରୁଛନ୍ତି । ସେମାନଙ୍କ ପିଲା ମାନେ ଆଜି ଭି ନିଜର ସ୍କୁଲ ର କିଛି ଭି ଉସ୍ଛବରେ ସାମିଲ ହେବା ପାଇଁ ତାଙ୍କ ବାପା କିମ୍ବା ମା ଙ୍କୁ ଅପେକ୍ଷା କରି ଥାନ୍ତି ।

କିଛି ପୋ-ଲି-ସ ଅଧିକାରୀ ମାନେ ଦିନରୁ ରାତି ଯାଏ ପରିଶ୍ରମ କରି ବା ପରେ ଶାନ୍ତିରେ ଘରେ ସୋଇ ଭି ପାରି ନଥାନ୍ତି । ଆମ ମାନଙ୍କ ମାଧୟରୁ କିଛି ଜଣ ଏହି ପୋଷ୍ଟ ରେ ଥିବା ସବୁ ପ୍ରକାର ଅଧିକାରୀ ମାନଙ୍କର ଥଟା ଉଡେଇ ଥାନ୍ତି ସେମାନଙ୍କୁ ମୋଟା କିମ୍ବା ଅଳସୁଆ ବୋଲି କହିଥାନ୍ତି ମାତ୍ର ଏହା କିଛି ପୋ-ଲି-ସ ବାଲାଙ୍କ କାମ ହୋଇ ଥାଏ ସବୁ ପୋ-ଲି-ସ ମାନେ ଏଭଳି ହୋଇ ନଥାନ୍ତି ।

ସେମାନେ ସବୁ ବେଳେ କିଛି ନା କିଛି କାମରେ ବ୍ୟସ୍ତ ଥାନ୍ତି ଏଭଳିକି ଗଣତନ୍ତ୍ର ଦିବସ ହେଉକି ସ୍ଵାଧୀନତା ଦିବସ ସେମାନେ ନିଶ୍ଚିତ ଭାବେ ସକାଳଉ ନିଜ ନିତ୍ୟ କର୍ମ ସାରି ସବୁ ଅନ୍ୟ ଅପେକ୍ଷା ସେହି ଦିନ ସବୁ ଠାରୁ ଆଗରେ ଯାଇ ଥାନ୍ତି । ଯେଉଁ ଦିନ ଆମେ ପର୍ବ ପର୍ବାଣି ମନାଇ ଥାଉ ସେହି ଦୀନ ମଧ୍ୟ ସେମାନେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିଶ୍ଚିତ ଭାବେ ନିଜ କର୍ତ୍ତବ୍ଯ ପାଳନ କରି ଥାନ୍ତି ।

କେଉଁ ଠି ଗ-ଣ୍ଡୋ-ଗ-ଳ ହେଉ କିମ୍ବା କେଉଁ ଜାଗାରେ କିଛି ଅସୁବିଧା ହେଉ ସେମାନେ ସବୁ ବେଳେ ଆଗରେ ଥାନ୍ତି । ଏହି ଭଳି କିଛି ପୋ-ଲି-ସ ଅଫିସର ମଧ୍ୟ ଅଛନ୍ତି ଯେଉଁ ମାନେ ନିଜ ପିଲାର ଫିସ ଭରିବା ପାଇଁ ମଧ୍ୟ ଟାଇମ ପାନ୍ତି ନି ।

ଆଉ କିଛି ଭି ଅଫିସର ଅଛନ୍ତି ଯେଉଁ ମାନେ ନିଜ ପୋଷାକ ତଳେ ପିନ୍ଧିଥିବା ଗେଞ୍ଜି ଭି ଫଟା ହୋଇ ଥାଏ । ସେମାନେ କେବଳ ଜଣେ ସରକାରୀ କର୍ମଚାରୀ । ଆଇନ ଅନୁସାରେ ଦେଖିବା ପାଇଁ ଗଲେ ଜଣେ ଲୋକ କେବଳ 8 ରୁ 9 ଘଣ୍ଟା ଯାଏ କାମ କରି ପାରିବ ।

ମାତ୍ର ଏମାନେ ସବୁ ଦିନ 12 ଘଣ୍ଟା ଭଳି କାମ କରିଥାନ୍ତି । ଯେଉଁ ମାନେ ଛୋଟ କର୍ମଚାରୀ ଅଟନ୍ତି ସେମାନେ ଖୁବ ଅସୁବିଧାରେ ପଡିଥାନ୍ତି ସେମାନେ ନିଜ ପରିବାର ପାଇଆନ ମଧ୍ୟ ସମୟ ଦେଇ ପାରନ୍ତି ନି । ଏହା କେବଳ କାହାଣୀ ନୁହେଁ । ଏହା ସତ୍ୟ ଘଟଣା ମଧ୍ୟ । କିଛି ଅଫିସର ପାଇସା ଖାଇକି ଏଭଳି କାମ କରିଥାଇ ପାରନ୍ତି ମାତ୍ର ସବୁ ଅଫିସର ଏଭଳି ନଥାନ୍ତି ସେମାନେ ଯାହା ଶପଥ ନେଇ ଥାନ୍ତି ଏହି ଚାକିରି କୁ ଆପଣେଇବା ବେଳେ ସେମାନେ ସେୟା କରିକି ଦେଖାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *