LIC ର ଧମାକେଦାର ଅଫର, ମାତ୍ର ଠାରେ ପ୍ରିମିୟମ ଦେଇ ମାସକୁ ପାଇବେ 36 ହଜାର ଟଙ୍କା, କେମିତି ଦେଖନ୍ତୁ

ପ୍ରତେକ ମଣିଷ ନିଜ ଜୀବନରେ ବହୁତ ଧନ ଉପାର୍ଜନ କରିବାକୁ ଚେଷ୍ଟା କରେ । ସେ ଚାହିଁଥାଏ ଯେ ସେ ଜୀବନରେ ଧନୀ ହେଉ ଓ କୌଣସି ଅର୍ଥ ଅଭାବ କେବେବି ନ ଆସୁ । ମଣିଷ ନିଜର ଜୀବନରେ କେବଳ ଥରେ ହିଁ ପଇସା ରୋଜଗାର କରିଥାଏ । ଯେପରି କି ଛୋଟ ପିଲା ସେମାନେ ତ କେବେବି ପଇସା ରୋଜଗାର କରିପାରିବେନି । ବୃଦ୍ଧ ଲୋକମାନେ ମଧ୍ୟ ବେଶୀ ପରିଶ୍ରମ କରି ଟଙ୍କା ରୋଜଗାର କରିପାରନ୍ତି ନାହିଁ ।

ତେଣୁ କେବଳ ଯୁବା ଅବସ୍ଥା ରେ ହିଁ ମଣିଷ ନିଜର ପରିଶ୍ରମ ବଳ ରେ ଧନ ଉପାର୍ଜନ କରିଥାଏ । କାରଣ ପ୍ରତେକ ମଣିଷ ତାର ଜୀବନର ସବୁ ସମୟ କୁ ଧନ ଉପାର୍ଜନ ରେ ସାରିଥାଏ । କିନ୍ତୁ ଯେତେବେଳେ ସେ ବୃଦ୍ଧ ହୋଇଯାଇଥାଏ ସେ ସେତେବେଳେ ଏକ ଆରମଦାୟକ ଜୀବନ ବଞ୍ଚିବାକୁ ଇଛା କରିଥାଏ ।

ତେବେ ଆପଣ ଯଦି ସଞ୍ଚୟ କରିବେ ତାହା ଖର୍ଚ୍ଚ ହୋଇଯାଏ । ଯଦି ଆପଣ ବିନିଯୋଗ କରି ସେଥିରୁ କିଛି ଲାଭ ପାଇବେ ତେବେ ଏହା ବହୁତ ଭଲ ହୋଇଥାଏ । ସେହି ଭଳି ଭାରତର ସବୁଠାରୁ ବିଶ୍ୱାସୀ ବୀମା କମ୍ପାନୀ ଯାହାକି ହେଉଛି (lic) ଭାରତୀୟ ଜୀବନ ବୀମା କମ୍ପାନୀ ।

ଏହି କମ୍ପାନୀ ଏବେ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନା ର ମୁଖ୍ୟ ଲକ୍ଷ ହେଉଛି ଥରେ ବିନିଯୋଗ କରିବା ଦ୍ୱାରା ଆପଣ ପାଇବେ ମାସିକ ପାଇବେ ଟଙ୍କା । ଯଦି ଆପଣ ଏକ ଲକ୍ଷ ଟଙ୍କା ବିନିଯୋଗ କରିବେ ତେବେ ଆପଣଙ୍କୁ ବାର୍ଷିକ ୧୨ ହଜାର ଟଙ୍କା ମିଳିବ ।

ତେବେ ଆପଣ ଯଦି ୭୦ ଲକ୍ଷର ବିନି ଯୋଗ କରିବେ ତେବେ ଆପଣ ୭୧ ଲକ୍ଷର ପ୍ଲାନ କୁ ଆକ୍ଟିଭ କରି ବାର୍ଷିକ ୩୬,୪୬୯ ଟଙ୍କା ପାଇ ପାରିବେ । ତେବେ ଏହି ବୀମାର ନାମ ହେଉଛି ଅକ୍ଷୟ ଜୀବନ ବୀମା । ଏଥିରେ ଆପଣ ଥରେ ବିନିଯୋଗ କରିବା ଦ୍ୱାରା ଆପଣ ପେନସନ ମିଳିବା ଭଳି ପଇସା ପାଇ ପାରିବେ ।

ତେବେ ଏହା କୁ କରିବାକୁ ହେଲେ ଆପଣଙ୍କ ବୟସ ସୀମା ୩୫-୬୫ ବର୍ଷ ମଧ୍ୟରେ ହେବା ଉଚିତ । ଯଦି କୌଣସି ବ୍ୟକ୍ତି ଏହି ପ୍ଲାନ ଆକ୍ଟିଭ କରିଥିବେ ଓ ତାଙ୍କର ମୃତ୍ୟୁ ହୋଇଯାଏ ତେବେ ଏହି ପେନସନ ବନ୍ଦ କରିଦିଆଯିବ ।

ତେବେ ଏହି ପ୍ଲାନ ରେ ଆପଣ ଯେତିକି ରାଶି ବିନିଯୋଗ କରିବେ ତାହାକୁ ଦେଖି ଆପଣଙ୍କ ପେନସନ ରାଶି ସ୍ଥିର ହୋଇଥାଏ । ତେବେ ଏହି ଯୋଜନା ସମ୍ଭନ୍ଧରେ ବେଶୀ କିଛି ଜାଣିବା ପାଇଁ ଯଦି ଆପଣ ଇଚ୍ଛୁକ ତେବେ ଆପଣ କଟକସ୍ଥିତ lic ଅଫିସ ରେ ସମ୍ପୂର୍ଣ ବିବରଣୀ ବୁଝିପାରିବେ ।

Leave a Reply

Your email address will not be published. Required fields are marked *