ଏହି ସବୁ ସଙ୍କେତରୁ ଜାଣନ୍ତୁ କେବେ ହୋଇଥାଏ ଆପଣଙ୍କ ଘରକୁ ମା’ ଲକ୍ଷ୍ମୀଙ୍କର ଆଗମନ

ହିନ୍ଦୁ ଧର୍ମ ଗ୍ରନ୍ଥ ଓ ଶାସ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କୁ ସୁଖ, ସମ୍ପାର୍ନତା, ଧନ ଓ ଐଶ୍ଵର୍ଯ୍ୟରେ ଦେବୀ ମନାଯାଏ । ଯେଉଁଠି ଦେବୀ ଲକ୍ଷ୍ମୀଙ୍କର ବସ ହୋଇଥାଏ ସେଠି ଧନ ଓ ସୁଖ ସମୃଦ୍ଧି ରହିଥାଏ । ପୁରାଣରେ ବହୁତ କଥା ରହିଛି ଯେଉଁଠି ମା ଲକ୍ଷ୍ମୀ ବାସକରନ୍ତି ନହିଁକି ସେ ଜାଗା ପରି ତ୍ୟାଗ କରନ୍ତି ସେଥି ଅନ୍ଧକାର ଓ ନୀରସ ଛାଇ ଥାଏ ଓ ଆଗମନରେ ସମୃଦ୍ଧି ଓ ସମ୍ପର୍ଣ୍ଣତା ଆସିଥାଏ । ଯେବେ ମା ଲକ୍ଷ୍ମୀ ଯେଉଁଠି ବାସ କରିବା ଆରମ୍ଭ କରିଥାନ୍ତି ସେଠି କିଛି ଶୁଭ ସଙ୍କେତ ମିଳିବାର ସୂଚନା ମିଳିଥାଏ । ଆସନ୍ତୁ ଜାଣିବା କିପରି ମିଳିଥାଏ ସଙ୍କେତ ।

Image Courtesy: Google

ଯେବେ ଆପଣଙ୍କ ଆଖପାଖରେ ହଠାତ ସବୁଜ ରଙ୍ଗର ଜିନିଷ ଦେଖାଦେବତ ବୁଝି ଯାଅନ୍ତୁ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ । ଆପଣଙ୍କ ଜୀବନରେ ଚାଲିଥିବାର ସମସ୍ୟାର ହେବ ଅନ୍ତ । ମା ଲକ୍ଷ୍ମୀ ଆପଣଙ୍କ ନିବାସ ସ୍ଥାନରେ ବାସ  କରିବାକୁ ଯାଉଛନ୍ତି । ମା ଲକ୍ଷ୍ମୀ ସେଇ ଘରେ ବାସ କରନ୍ତି ଯେଉଁ ଘରେ ସଫାସୁତୁରା ରହିଥାଏ ।

Image Courtesy: Google

ସେମିତିରେ ଝାଡୁ ତାଙ୍କର ବହୁତ ପ୍ରିୟ ବସ୍ତୁ ହୋଇଥାଏ । ଝାଡୁ ଓ ଲକ୍ଷ୍ମୀ ମାତାଙ୍କ ବହୁତ ଭଲ ସମ୍ପର୍କ ହୋଇଥାଏ । ଯଦି ସକାଳେ ଦେଖିବେ କେହି ଝାଡୁ ଲଗାଉଛନ୍ତି ତ ବୁଝିଯାନ୍ତୁ ଆପଣ ଜଲ୍ଦି ଧନୀ ହେବାକୁ ଯାଉଛନ୍ତି ।ଶଙ୍ଖ ଭଗବାନ ବିଷ୍ନୁଙ୍କ ପ୍ରିୟ ଜିନିଷ ମଧ୍ୟରୁ ଗୋଟେ ଅଟେ, ଶଙ୍ଖବି ମା ଲକ୍ଷ୍ମୀଙ୍କର ସ୍ୱରୂପ ଅଟେ । ଯଦି ଆପଣଙ୍କୁ ଶଙ୍ଖାର ଶବ୍ଦ ଶୁଣାଯିବା ଜାଣନ୍ତୁଜଯେ ଘରେ ମାତା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ରହିଛି । ଜଲ୍ଦି ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।

Image Courtesy: Google

ମାତା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଏହାବି ହୋଇପାରେ ଯଦି ସକାଳୁ ସକାଳୁ ଆଖୁ ଦେଖିବେ ତ ଜାଣନ୍ତୁ ଆପଣଙ୍କ ଘରକୁ ବହୁତ ଜଲ୍ଦି ସୁଖ ସମୃଦ୍ଧି ଓ ଧନ ଆସିବ । ମା ଲକ୍ଷ୍ମୀଙ୍କ ବାହନ ପେଚା ଅଟେ ଯଦି ଆପଣଙ୍କ ଘର ଆଖ ପାଖରେ ପେଚା ଦେଖାଦିଏ ଜାଣନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଖୁସି ଅଛନ୍ତି ଓ ଜଲ୍ଦି ଆପଣଙ୍କ ଉପରେ ଆଶୀର୍ବାଦ କରିବେ । ଯେଉଁଠି ପେଚା ରୁହେ ସେଠାରେ ମା ଲକ୍ଷ୍ମୀ ନିଶ୍ଚିତ ରୂପରେ ବାସ  କରନ୍ତୁ ଓ ସେହି ଘର ଧନ ଧାନ୍ୟରେ ପରିପୂର୍ଣ ହୋଇଥାଏ । ମା ଲକ୍ଷ୍ମୀଙ୍କର ଅପାର କୃପା ରହିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *