ନିଜ ପାଇଁ ଠିକ ଜୀବନସାଥୀ କେମିତି ଚିହ୍ନିବେ- Krishna Vani

ସବୁ ସମ୍ବନ୍ଧର ଆଧାର ବିଶ୍ବାସ ହୋଇଥାଏ । କିନ୍ତୁ ସମ୍ପର୍କରେ ଭରୋଷା ବହୁତ ଜରୁରୀ ହୋଇଥାଏ । ଯଦି ଜଣେ ଅନ୍ୟ ଜଣକ ଉପରେ ଭରସା କରିନଥାନ୍ତି । ଆପଣଙ୍କର ବହୁତ ସୁନ୍ଦର ସମ୍ପର୍କ ଭାଙ୍ଗି ଯାଇଥାଏ । ତେବେ ପ୍ରଶ୍ନ ଏହା ଉଠିଥାଏ ତେବେ ଭରସା କାହା ଉପରେ କରାଯିବା ଉଚିତ । ଠିକ ଜୀବନ ସାଥି ଚିହ୍ନିବେ କେମିତି । ଏହା ବୁଝିବା ପାଇଁ ଆପଣଙ୍କୁ ଏହା ବୁଝିବାକୁ ହେବକି ସବୁ ରଶିରେ  ତିନୋଟି ଡୋରୀ ହୋଇଥାଏ ।

ତାକୁ ନିଜ ଭିତରେ ମିଶାଇ ଗୁନ୍ଥା ଯାଇଥାଏ । କାରଣ ପ୍ରେସର ପଡିବ ଦ୍ଵାରା କେମିତି ନ ଛିଡୁ । ଠିକ ସେମିତି ବିଶ୍ଵାସ ସହିତ ହୋଇଥାଏ । ଯଦି ଆପଣ ତାଙ୍କ ସହିତ ବିଶ୍ଵାସ ବନ୍ଧନ ଯୋଡିବେ । ଯିଏ ଆପଣଙ୍କର ଏହି ତିନୋଟି ଭାଷା ଜାଣିଥଏ ଆଉ ଆପଣଙ୍କୁ ବୁଝିଥାଏ । ତେବେ ଆପଣ ତାଙ୍କ ସାହାରାରେ ଜୀବନରା ସବୁଠୁ ବଡ ଖାଇ ପାର କରି ପାରିବେ ।

ପ୍ରଥମ କଥା :- ଯିଏ ଆପଣଙ୍କ ଖୁସି ପଛରେ ଲୁକିକି ରହିଥିବା ଆପଣଙ୍କ ଦୁଖ ଆପଣଙ୍କ କଷ୍ଟ  ବୁଝିଥାଏ ଆଉ ଜାଣିଥାଏ । ଯାହା ଆପଣ ନିଜେ ପ୍ରକାଶ କରିନଥାନ୍ତି  । କିନ୍ତୁ ତାକୁ ଜଣା ଯାଇଥାଏ । ଆପଣ କହିବା ପୂର୍ବରୁ ସେ ଆପଣଙ୍କ ମନ କଥା ବୁଝି ସାରିଥାଏ । ଆଉ ଆପଣଙ୍କ କଥାକୁ ଗୁରୁତ୍ଵ ଦେଇଥାଏ । ଆଉ ସବୁ କଥା ପ୍ରେମର ସହିତ କରିଥାଏ ।

ଦିତୀୟ କଥା :- ଯିଏ ଆପଣଙ୍କ ରାଗ ପଛରେ ଛପିକି ରହିଥିବା ଆପଣଙ୍କ ପ୍ରେମ ଆପଣଙ୍କ ଭଲପାଇବା  ବିନା ବୁଝାଇକି ବୁଝି ଯାଇଥାଏ ।ଯିଏ ବୁଇଝିବାକୁ ଚେଷ୍ଟା କରିଥାଏ କାହିଁକି ରାଗିଛ ଆଉ ରାଗ ପଚରା କାରଣ କଣ ରହିଛି । ଆଉ ପ୍ରେମର ସହିତ ଆପଣଙ୍କ କଥା ମନ ଦେଇ ସୁନିଥାଏ ।

ତୃତୀୟ କଥା :- ଯିଏ ଆପଣଙ୍କ ଚୁପ ରହିବା ପଛରେ ଲୁଚି ଥିବା ଆପଣଙ୍କ ରାଗ ଆଉ ଆପଣଙ୍କ ଉଦାସି ଅନୁଭବ  କରିଥାଏ । ତେବେ ସେହି ବ୍ୟକ୍ତି ଆପଣଙ୍କ ଭିତର ଏହି ତିନୋଟି କଥା ଜାଣିଥାନ୍ତି ।ତା ସହିତ ଯଦି ଆପଣ  ପ୍ରେମ ବା ବିବାହ ବନ୍ଧନ ବାନ୍ଧିବେ । ତେବେ ଜୀବନ ଆପଣଙ୍କର ଜନ୍ନତ ବନିଥାଏ । ଆପଣ ଚୁପ ରହିଥିବେ ଆଉ ଆପଣଙ୍କ ଜୀବନସାଥି ଆପଣଙ୍କ ମନ କଥା ଜାଣିପାରିଥାନ୍ତି । ଯଦି ସେମିତି ଜୀବନ ସାଥି ମିଳିବ ଆପଣ ନିଶ୍ଚିନ୍ତ ବିବାହ କରିବେ ।

Leave a Reply

Your email address will not be published. Required fields are marked *