ଥୁକୁଲ ଫିଲ୍ମ ସୁଟିଂ ବେଳେ Babushan-Prakrutiଙ୍କ ମଧ୍ୟରେ ପ୍ରେମ ହୋଇଥିଲା, ପ୍ରକୃତି ବାବୁସାନଙ୍କୁ ପ୍ରପୋଜ କରିଥିଲେ… ଦେଖନ୍ତୁ Video କଣ କହୁଛନ୍ତି Babushanଙ୍କ ସାଙ୍ଗ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସୂଚନା ଅନୁଯାୟୀ ଥୁକୁଲ ଫିଲ୍ମ ଶୁଟିଙ୍ଗ ବେଳେ ପ୍ରକୃତି ମିଶ୍ର ଓ ବାବୁସାନ ମହାନ୍ତି ପ୍ରତି ମଣିଷ ପାଇଁ ପରିବାର ହେଉଛି ଗୁରୁତ୍ବପୂର୍ଣ୍ଣ କହିଥିଲେ । ଏମିତିକି ସେହି ସମୟରେ ପ୍ରକୃତି ମିଶ୍ର ବାବୁସାନଙ୍କୁ ପ୍ରପୋଜ ମଧ୍ୟ କରିଥିଲେ । କିନ୍ତୁ ସେତେବେଳେ ବାବୁସାନ ମ୍ୟାରେଜ କରି ନ ଥିଲେ । ତେବେ ଏଭଳି ମନ୍ତବ୍ୟ ଦେଇଛନ୍ତି ଉତ୍କଳ ମହାବିଦ୍ୟାଳୟର ଅଭିନୟ ଛାତ୍ର ଯାହାଙ୍କ ସହ ବାବୁସାନଙ୍କର ୧୪ ବର୍ଷର ସମ୍ପର୍କ ରହିଛି । ତାଙ୍କର ନାଁ ହେଉଛି ସିଲ୍ଭର ଗାନ୍ଧୀ ।

ସିଲଭର ଗାନ୍ଧୀ କହିଛନ୍ତି କି ଥୁକୁଲ ଫିଲ୍ମ ଶୁଟିଙ୍ଗ ବେଳେ ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ବନ୍ଧୁତା ହେବା ସହ ସମ୍ପର୍କ ଗଢି ଉଠିଥିଲା । ତେବେ ବର୍ତ୍ତମାନର ବିବାଦକୁ ନେଇ ସେ କହିଛନ୍ତି କି ଯେମିତି ପ୍ରକୃତି ଆଉ ବାବୁସାନ ଓ ତୃପ୍ତିଙ୍କ ମଧ୍ୟରେ ନ ଆସନ୍ତୁ । ଆଉ ବାବୁସାନ ମଧ୍ୟ ନିଜର କାମ ସହ ପରିବାରରକୁ ଧ୍ୟାନ ଦିଅନ୍ତୁ । ତୃପ୍ତିଙ୍କ ସହ ଫୋନରେ କଥା ହୋଇଛନ୍ତି ସିଲ୍ଭର ଗାନ୍ଧୀ ଆଉ ବାବୁସାନ କଣ କରୁକନ୍ତି ସବୁ କଥା ବୁଝିଥାନ୍ତି । ଓଡିଆ ଇଣ୍ଡଷ୍ଟ୍ରିକୁ ଅନେକ ଭେଟି ଦେଇଛନ୍ତି ଆଉ ଗୀତ ମଧ୍ୟ ଗାଇଥାନ୍ତି ବାବୁସାନ ।

ଜଣେ ପ୍ରତିଭାବାନ କଳାକାର ଭାବେ ବାବୁସାନ ପରିଚିତ ଅଟନ୍ତି । ପୁଣି ଥରେ ଓଡିଆ ଜଗାକୁ ଫେରନ୍ତୁ ଆଉ ଆଗକୁ ବହୁତ ସୁନ୍ଦର ସୁନ୍ଦର ଫିଲ୍ମ କରନ୍ତୁ ବୋଲି ସିଲ୍ଭର ଗାନ୍ଧୀ ମତ ଦେଇଛନ୍ତି । ଯେଉଁ କଳି ଏବେ ରାସ୍ତାରେ ଗଡୁଛି ତାହା ଘରେ ବସି ସମାଧାନ ହୋଇପାରି ଥାନ୍ତା । ହିଂସା ରାସ୍ତାରେ ନ ଯାଇ ଅହିଂସାରେ ହୋଇ ପାରିଥାନ୍ତା । ତେବେ ସେ ଯାହା ବି ହେଉ ଭଲରେ ଭଲରେ ଏହି ଘଟଣାର ସମାଧାନ ହେଉ ବୋଲି ଗାନ୍ଧୀ ମତ ଦେଇଛନ୍ତି । ଓଡିଆ ଇଣ୍ଡଷ୍ଟ୍ରି ପାଇଁ ବାବୁସାନ ହେଉଛନ୍ତି ହୀରା ତେଣୁ ତାଙ୍କର ଅଭିନୟ ଉପରେ କୌଣସି ପ୍ରଭାବ ପଡିବ ନାହି ଆଉ ଆଗକୁ ତାଙ୍କୁ ଫିଲ୍ମ ମିଳିବ ବୋଲି ଗାନ୍ଧୀ ମତ ଦେଇଛନ୍ତି ।

ଭିଡିଓରେ ଦେଖାଯାଉଛି ପ୍ରକୃତି ଭିଡିଓ ପୋଷ୍ଟ କରିବା ପରେ ବାବୁସାନ ମଧ୍ୟ ଭିଡିଓ ପୋଷ୍ଟ କରିଥାନ୍ତି ଆଉ ଦୁହିଙ୍କର କଥା ମଧ୍ୟ ସମାନ ରହିଥାଏ । ଏହି ବିଷୟରେ ଗାନ୍ଧୀ କହିଛନ୍ତି ଆଗରୁ ଦୁହିଙ୍କ ଭିତରେ ଯାହା ସମ୍ପର୍କ ରହିଥିଲା ଥିଲା କିନ୍ତୁ ବର୍ତ୍ତମାନ ନିଜର ବର୍ତ୍ତମାନରେ ବଞ୍ଚିବା ଦରକାର । ପଜେଟିଭ ହୋଇ କଳା ଜଗତରେ ନୂଆ ପ୍ରତିଷ୍ଠା ସ୍ଥାପନ କରନ୍ତୁ ଓ ଓଡିଶାବାସୀ ମଧ୍ୟ ବାବୁସାନଙ୍କୁ ଭଲ ପାଇବା ପୂର୍ବ ଭଳି ଦିଅନ୍ତୁ ବୋଲି ଗାନ୍ଧୀ ମତ ଦେଇଛନ୍ତି । ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କ ବିଷୟରେ ସେ ଆଗରୁ ଜାଣିଥିବେ ବୋଲି ଗାନ୍ଧୀ କହିଛନ୍ତି ।

ବାବୁସାନ ନିଜ କମରେ ମଜିକି ରହିଥାନ୍ତି ଆଉ ଏ ସବୁ କଥାରେ ଅଧିକ ଧ୍ୟାନ ଦେଇ ନାହାନ୍ତି । କାରଣ ସେ ପିଲାଦିନୁ ତୃପ୍ତିଙ୍କୁ ଭଲ ପାଉଥିଲେ । ବର୍ତ୍ତମାନ ଏହି ବିବାଦ ଯେଉଁ ରୂପ ନେଲା ତାହା ସମାଜକୁ ଖରାପ ବାର୍ତ୍ତା ଦେଲା ବୋଲି ଗାନ୍ଧୀ କହିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *