ଆଜିର ଆଧୁନିକ ଦୁନିଆ ସହ ବ୍ୟସ୍ତ ବହୁଳ ଜୀବନ ଚାଲିଛି । ଏହା ସହ ଖାଦ୍ୟପେୟ କୁ ନେଇ ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି ଲୋକ ମାନେ । କିନ୍ତୁ ସିତଦିନେ ଥଣ୍ଡା, କାସ ଓ ଜ୍ଵର ଭଳି ଥାଇରଡ ରୋଗ ଲୋକଙ୍କ ପାଇଁ ଅନେକ ସମସ୍ଯା ସୃଷ୍ଟି କରୁଛି । ଅନେକାଂଶ ସମୟରେ ଥାଇରଡ ଦେଖା ଯାଇଥିଲେ ମଧ୍ୟ ଥଣ୍ଡା ସମୟରେ ଏହା ଅଧିକ ଦେଖା ଯାଇଥାଏ । ବିଶେଷ କରି ମହିଳା ମାନଙ୍କ ଠାରେ ଥାଇରଡ ରୋଗ ଏକ ମୁଖ୍ୟ ସମସ୍ଯା ଭାବେ ଦେଖା ଯାଇଥାଏ ।

ଆଜିକାଲି ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁ ଥାଇରଡ ରୋଗ ସୃଷ୍ଟି ହେଉଥିବା ବେଳେ ଅନେକ ଡାକ୍ତରୀ ଚିକିତ୍ସା କରୁଛନ୍ତି ଲୋକେ । କିନ୍ତୁ ଏହି ସମୟରେ ଯଦି କିଛି ଘରୋଇ ଉପାୟ କରାଯାଇ ତେବେ ଥାଇରଡ ଯନ୍ତ୍ରଣାରୁ ମୁକ୍ତି ପାଇ ହେବ । ତେବେ ଆସନ୍ତୁ ଜାଣିବା ଥାଇରଡର ର କାରଣ, ଲକ୍ଷଣ ଓ ପ୍ରତିକାର କଣ ରହିଛି । ରକ୍ତରୁ ଥାଇରକ୍ଷ ହରମୋନ ର ମାତ୍ରା ଆବଶ୍ୟକ ଠାରୁ ଅଧିକ ହେଲେ ଥାଇରଡ ସମସ୍ଯା ଦେଖା ଯାଇଥାଏ ।
ଶରୀର ରେ ରୋଗ ପ୍ରତିରୋଧ ଶକ୍ତି କମିଗଲେ, ଔଷଧର ପାର୍ଶ୍ଵ ପ୍ରତିକ୍ରିୟା, ଖାଦ୍ଯରେ ଆୟୋଡିନର ଅଭାବ, ଗଲା ଫୁଲିବା, ଓଜନ କମିବା, ଅଧିକ ଝାଳ ବୋହିବା, ଋ-ତୁ-ସ୍ରା-ବରେ ଅନିୟମିତତା ଓ ହାଲିଆ ଲାଗିଲା ଭଳି ସମସ୍ଯା ଦେଖା ଯାଇଥାଏ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ସହ କିଛି ଘରୋଇ ଉପାୟ କରି ପାରିଲେ ଏହି ରୋଗ ପ୍ରତିହତ ହୋଇ ପାରିବ ।

ଏଥିପାଇଁ ଘରେ ପ୍ରତି ଦିନ ତେଜପତ୍ର କୁ ଫୁଟାଇ ଚାହା ସେବନ କରନ୍ତୁ । ଅଡାରେ ଆଣ୍ଟି ଇନଫ୍ଳେମଟରି ଗୁଣ ଥିବାରୁ ଏହାକୁ ପ୍ରତି ଦିନ ଫୁଟାଇ ସେବନ କରିଲେ ଥାଇରଡ ରୋଗରୁ ଉପସମ ମିଳିଥାଏ । ଅନ୍ୟ ଏକ ଉପଚାର ହେଉଛି ଧନିଆ ପତ୍ରର ରସ । ପ୍ରତି ଦିନ ଧନିଆ ପତ୍ର ରସ ଦିନକୁ ୨୫ ଗ୍ରାମ ସେବନ କରିଲେ ଥାଇରଡ ରୁ ମୁକ୍ତି ମିଳିଥାଏ । ଏହାକୁ ଦୀର୍ଘ ୩ ମାସ ସେବନ କରିଲେ ଅନେକ ସୁଫଳ ମିଳିଥାଏ ।
ସବୁଠାରୁ ବଡ କଥା ହେଉଛି ଯଦି ଥାଇରଡ ରୁ ଉପଶମ ପାଇବାକୁ ଚାହୁଁଛନ୍ତି ତେବେ ଥଣ୍ଡା ଜାତୀୟ କୌଣସି ଖାଦ୍ୟ ସେବନ କରନ୍ତୁ ନାହି । ଯେମିତି କି ଆଇସକ୍ରିମ ବା ଫ୍ରିଜ ରେ ଥିବା କୌଣସି ଖାଦ୍ୟ ର ସେବନ ବର୍ଜନ କରନ୍ତୁ । ଏହା ସହ ପ୍ରତି ଦିନ ଶରୀର ଉପୋଯୋଗୀ ଗରମ ପାଣି କରି ସ୍ନାନ କରିବାକୁ ଚେଷ୍ଟା କରନ୍ତୁ ।

ବିଶେଷ କରି ଶୀତଦିନ ରେ ଗରମ ପାଣି ରେ ଥାଇରଡ ରୋଗୀ ମାନେ ସ୍ନାନ କରିଲେ ଭଲ ହୋଇଥାଏ । ଏହିପରି ଭାବେ ଘରୋଇ ଉପଚାର କରି ଥାଇରଡ ରୋଗକୁ ରୋକାଯାଇ ପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
