ଟିଭି ସେଲିବ୍ରେଟି Chandan ଓ Mahi କିପରି ନିଜ କୁନି ଝିଅ ସହ କରୁଛନ୍ତି ମସ୍ତି, ଦେଖନ୍ତୁ Video

ଟିଭି ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି ଅଭିନେତା ଓ ଅଭନେତ୍ରୀ ମାନେ ଦର୍ଶକ ମାନକ ହୃଦୟ ଜିଣିଛନ୍ତି । କିଛି କଳାକାର ମାନେ ଛୋଟ ପରଦାରୁ ବଡ ପରଦା ଯାଏଁ ଏତେ ଦମଦାର ଅଭିନୟ କରିଛନ୍ତି ଯାହା ପାଇଁ ସେମାନେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଆଜିକାଲି ଘରେ ଘରେ ଟିଭି ସିରିଏଲ ଦେଖିବାକୁ ଲୋକ ମାନେ ଆଗ୍ରହ ପ୍ରକାଶ ଅକରୁଛନ୍ତି । ସେଥିପାଇଁ ଟିଭି ସିରିଏଲ ଗୁଡିକ ବହୁଳ ମାତ୍ରାରେ ଆଗକୁ ବଢିବାରେ ଲାଗିଛି । କିଛି କଳାକାର ମାନେ ନିଜର କୋ-ଆକ୍ଟରଙ୍କ ସହ ପ୍ରେମ କରି ବିବାହା ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତା ଚନ୍ଦନ ଓ ଅଭିନେତ୍ରୀ ମାହି କିପରି ନିଜ କୁନି ଝିଅ ସହ ସମାୟ ଅତିବାହିତ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଟିଭି ଇଣ୍ଡଷ୍ଟ୍ରି ର ଅଭିନେତା ଚନ୍ଦନ ଓ ଅଭିନେତ୍ରୀ ମାହି ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ଦୁହେଁ ଅନେକ ଓଡିଆ ସିରିଏଲରେ ଏକାଠି କାମ କରିବାର ନଜର ଆସିଛନ୍ତି । ଦୁହିଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି । ତେବେ ଦୁହେଁ ପରସ୍ପର କୁ ଶୁଟିଙ୍ଗ ସେଟରୁ ପ୍ରେମ କରି ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି । ଦୁହିଙ୍କର ଗୋଟେ କନ୍ୟା ସନ୍ତାନ ହୋଇଛି ।

ଏହି ଭିଡିଓ ରେ ଆପଣ ମାନେ ଚନ୍ଦନ ଓ ମାହି ଙ୍କର କୁନି ଝିଅ କୁ ଦେଖି ପାରିବେ । ତାଙ୍କ ଝିଅ ଦେଖିବାକୁ ପୁରା ତା ବାପା ଓ ମା ଭଳି ହୋଇଛି । କୁନି ଝିଅ ଟି ଦେଖିବାକୁ ଯେତିକି ସୁନ୍ଦର ଲାଗୁଛି ସେତିକି କ୍ୟୁଇଟ ମଧ୍ୟ ଲାଗୁଛି । ଚନ୍ଦନ ଓ ମାହି ନିଜ ଝିଅ ସହ ବହୁତ ମଜାମସ୍ତି କରିବାର ଦୃଶ୍ୟ ଏହି ଭିଡିଓ ରେ ନଜର ଆସୁଛି । ଦୁହେଁ ନିଜର କୁନି ଝିଅ ସହ ଟାଇମ ସ୍ପେନ୍ଡ କରୁଛନ୍ତି । ବହୁତ ସାରା ଫୋଟୋ ମଧ୍ୟ ଚନ୍ଦନ ଓ ମାହି ନିଜ ଝିଅ ସହ ଉଠାଇ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଦୁହେଁ ନିଜର କୁନି ଝିଅ କୁ ଖେଳେଇବା ସହ ତା ସହ ବହୁତ ଖୁସିରେ ଅଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି ।

ଫୁଲ ମଜାମସ୍ତି କରୁଛନ୍ତି ଚନ୍ଦନ ଓ ମାହି ନିଜ କୁନି ଝିଅ ସହ ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ । ତେବେ ଚନ୍ଦନ ଓ ମାହି ଙ୍କ ଯୋଡି ଖୁବ ସୁନ୍ଦର ଲାଗେ । ଚନ୍ଦନ ଏବେ ସୁଦ୍ଧା ନିଜର ଅଭିନୟ କ୍ଯାରିୟର ଜାରି ରଖିଛନ୍ତି । କିନ୍ତୁ ମାହି ନିଜ ଝିଅ କାମରେ ବ୍ୟସ୍ତ ଥିବାରୁ ନିଜକୁ ଅଭିନୟ ଦୁନିଆରୁ ଦୂରେଇ ରଖିଛନ୍ତି । ବହୁତ ଜଲ୍ଦି ମାହି ପୁଣି ଥରେ ଟିଭି ଇଣ୍ଡଷ୍ଟ୍ରି କୁ ଫେରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଚନ୍ଦନ ଓ ଅଭିନେତ୍ରୀ ମାହିଙ୍କ ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *