ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଅଭିନୟ ଦୁନିଆ ଏମିତି ଗୋଟେ ଜଗତ ଯେଉଁଠି ଲୋକ ନିଜ ନିଜି ଜୀବନ ଭୁଲି ନୂଆ ଜୀବନ ବଞ୍ଚିଥାନ୍ତି ବା ସେ ଯାହା ଅଛନ୍ତି ତାହା ଭୁଲି ତାଙ୍କୁ ଯାହା ଅଭିନୟ ଦିଆ ଯାଏ ତାହା କରି ଥାନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଅଭିନୟ ଦୁନିଆରେ ବି ବହୁତ ସମ୍ପର୍କ ଯୋଡି ହୋଇଥାଏ ।
ଏହି ସମ୍ପର୍କ ବେଳେ ବେଳେ ଏତେ ଗମ୍ଭୀର ହୋଇଥାଏ ଯେ ଅଭିନୟ ଦୁନିଆରୁ ଅଭିନେତା ଓ ଅଭିନେତ୍ରୀ ନିଜ ଜୀବନସାଥୀ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି କଳାକାର ମାନଙ୍କୁ ବିଷୟରେ କହିବାକୁ ଯାଉଛୁ ଯିଏ ଗୋଟେ ସିରିଏଲରେ କାମ କରୁଥିଲେ ଓ କାମ କରୁ କରୁ ଦୁହିଙ୍କୁ ପ୍ରେମ ହେଲା ଓ ଦୁହେଁ ବିବାହ ମଧ୍ୟ କରିଛନ୍ତି ।

୧. ଦିବ୍ୟଙ୍କା ତ୍ରିପାଠୀ ଓ ବିବେକ ଦହିଆ :
ଆପଣ ମାନେ ଷ୍ଟାର ପ୍ଲସ ସିରିଏଲ “ୟେ ହେ ମୋହୋବତେ” ଦେଖିଥିବେ ଏହି ସିରିଏଲରେ ଦିବ୍ୟାଙ୍ଗନା ତ୍ରିପାଠୀ ମୁଖ୍ୟ ଅଭିନେତ୍ରୀ ଥିଲେ ଓ ବିବେକ ତାଙ୍କ ସିରିଏଲରେ କୋ ଷ୍ଟାର ଥିଲେ ତେବେ ଦୁହିଙ୍କ ମଝିରେ ପ୍ରେମ ହେଲା ଓ ଦୁହିନେ ନିଜ ଜୀବନରେ ଆଗକୁ ବଢିଲେ ଓ ବିବାହ କଲେ । ବିବାହ ପରେ ଦୁହିଙ୍କ ଜୀବନ ବହୁତ ସୁଖମୟ ଚାଲିଛି ।

୨. ନନ୍ଦିସ ସନ୍ଦୁ ଓ ରଶ୍ମି ଦେସାଇ :
ଆପଣ ମାନେ ନନ୍ଦିସକୁ ଭଲ ଭାବରେ ଜାଣିଥିବେ ନନ୍ଦିସ ଓ ରଶ୍ମି ଦେସାଇ ଉତରନ ସିରିଏଲରେ ଦେଖା ହୋଇଥିଲେ । ଦୁହିଙ୍କୁ ପ୍ରେମ ହେଲା ଓ କିଛି ବର୍ଷ ଡେଟ କରିବା ପରେ ଦୁହେଁ ୨୦୧୪ରେ ବିବାହ କରିଥିଲେ । କିନ୍ତୁ ତାଙ୍କ ବିବାହ ଅଧିକ ସମୟ ଚାଲିଲା ନାହିଁ ଓ ଦୁହେଁ ଅଲଗା ହୋଇଗଲେ ।

୩. ରବି ଦୁବେ ଓ ସରଗୁନ ମେହେତା :
ଆପଣ ମାନେ ସମସ୍ତେ ରବି ଦୁବେ ଓ ସରଗୁନ ମେହତା ଦୁହିଙ୍କୁ ବାରା ବଟା କରୋଲ ବାଗ ସିରିଏଲରେ କାମ କରୁଥିବାର ଦେଖିଥିବେ । ତେବେ ଏହି ସିରିଏଲରେ କାମ କରୁଥିବା ବେଳେ ଦୁହିଙ୍କୁ ପ୍ପ୍ରେମ ହେଲା ଓ କିଛି ବର୍ଷ ଡେଟ କଲା ପରେ ଦୁହେଁ ବିବାହ କରିଥିଲେ । ଦୁହିଙ୍କ ଯୋଡି ବହୁତ ଭଲ ଲାଗିଥାଏ ଓ ଦୁହିଙ୍କ ବିବାହ ପାଇଁ ସମସ୍ତେ ବହୁତ ଖୁସି ମଧ୍ୟ ଅଛନ୍ତି ।

୪. ହିତେନ ତେଜୱାନୀ ଓ ଗୋରୀ ପ୍ରଧାନ :
ହିତେନ ତେଜୱାନୀ ଓ ଗୌଡ଼ିୟ କୁଟୁମ ସିରିଏଲରେ କାମ କରୁଥିଲେ । ସିରିଏଲ ସେଟ ଉପରେ ଦୁହିଙ୍କ ଦେଖା ଆରମ୍ଭ ହେଲା ଓ ଦୁହେଁ ପ୍ରେମରେ ପାଗଳ ହୋଇ ଗଲେ ଯାହା ପରେ ଦୁହେଁ ବିବାହ କଲେ ଓ ବର୍ତମାନ ତାଙ୍କ ଦୁଇ ଛୁଆ ଅଛନ୍ତି ଯିଏ ବଡ ହୋଇ ଗଲେଣି ।