ଟିଭି ସୋ ସୋନପରି ବହୁତବର୍ଷ ପରେ ଏବେ ଦେଖାଯାଉଛନ୍ତି ବହୁତ Hot ଓ Bold

ସୋନପରି ସିରିୟଲର ସବୁଠୁ ପିଲାଙ୍କର ପସନ୍ଦିତା ସୋ ଅଟେ । ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଟେଲିଭିଜନରେ ପ୍ରସାରିତ ସିରିୟଲ ସୋନପରି ଛୁଆ ମାନଙ୍କ ସବୁଠୁ ପସନ୍ଦ ସିରିୟଲ ଅଟେ । ଏଥିରେ ଅଲଟୁ ଓ ଯାଦୁଗର ସୋନପରି ରୂପରେ ନଜର ଆସିଥିଲେ । ଏହି ସୋରେ ବହୁତ ଚରିତ୍ର ଥିଲେ ଯାହା ଏହି ସୋର ଯାନ ଥିଲେ । ଏମିତି ବହୁତ ସିରିୟଲ ଥିଲା ଯାହା ଲୋକ ବହୁତ ପସନ୍ଦ କରୁଥିଲେ । ଶାକାଲାକା ବୁମ ବୁମ, ଶକ୍ତିମାନ, ସରାରତ, ଜୁନିଅର ଜି, କରିସ୍ମା କି କରିସ୍ମା । ଏହି ସିରିୟଲ ଗୁଡିକୁ ଲୋକମାନେ ବହୁତ ପସନ୍ଦ କରୁଥିଲେ ।


ନବେ ଦଶକରେ ଯେଉଁ ଲୋକଙ୍କ ପିଲାବେଳ ବିତିଥିବତାଙ୍କୁ ସୋନପରି ମନେଥିବ । ଏହି ସୋରେ ସୋନପରୀଙ୍କୁ ସମସ୍ତେ ପସନ୍ଦ କରୁଥିଲେ । ସୋନପରି କେବଳ ଫୃଟିକୁ ଚାହୁଁଥିଲେ । ଫୃଟି ସେଇ ଛୋଟ ଝିଅ ଯିଏ ସବୁବେଳେ ଅଶୁବିଧାରେ ପଡିଥାଏ । ନିଜ ହାତରେ ପଥର ରଖି ଘଷି ସୋନପରିକୁ ଡକାଉଥିଲେ । ଆଜି ଆମେ ସେଇ ଫୃଟିର ଫୋଟୋ ଆମେ ଆପଣଙ୍କୁ ଦେଖାଇବୁ । ଯିଏ ଏବେ ବହତ ବଡ ହୋଇଗଲାଣି ।

ଯେବେ ସୋନପରି ଆସୁଥିଲା ତେବେ ସେହି ସମୟରେ ତନଭି ମାନେ ଫୃଟି ଚାରିବର୍ଷର ଥିଲା । ସେତେବେଳେ ସେ ତାଙ୍କର କ୍ଯାରିଅର ଆରମ୍ଭ କରିଥିଲେ । ତନଭି ଏବେ ୨୫ ବର୍ଷର ହୋଇଗଲାଣି । ଏବେ ସେ ବହୁତ ସୁନ୍ଦର ଓ ବଡ ହୋଇଗଲେଣି, ଆଉ ଏବେ ମଧ୍ୟ ବହୁତ ହଟ ଲାଗୁଛନ୍ତି । ଏବେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସୋନପରିର ତନଭି ହେଗଡେ ଏବେ ୨୬ ବର୍ଷର ହେଲେଣି । ଆଉ ସେ ଗୋଟେ ହଟ ମଡେଲ ବନିଛନ୍ତି ।

ଏହି ସିରିୟଲରେ ତନଭି ହେଗଡେ ସୋନପରିର ଚରିତ୍ର ନିଭାଇ ଥିଲା । ଏବେ ସେଇ କିଉଟ ଫୃଟି ଏବେ ବହୁତ ବଡ ହୋଇଯାଇଛି । ତନଭି ଏବେ ମରାଠୀ ଫିଲ୍ମରେ ବି କାମ କରିଛନ୍ତି । ତନଭି ବାଳ କଳାକାର ରୂପରେ ପାଖାପାଖି ୧୩୦ ସୋରେ କାମ କରିଛନ୍ତି । ଏହି ତନଭି ଆପଣଙ୍କୁ କେମିତି ଲାଗୁଛି ଲାଇକ ଓ ଶେୟର କରି କମେଣ୍ଟ ମାଧ୍ୟମରେ ଜଣାଇବେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *