COVID ଟୀକା କିଏ କିଏ ନେବେ କିଏ ନେବେ ନାହିଁ ? Dr. Niroj Kumar Mishra

ବନ୍ଧୁଗଣ, ବିଶ୍ଵ ରେ କରୋନା ର ପ୍ରଭାବ ପୁନର୍ବାର ଉଗ୍ର ରୂପ ଧାରଣ କରିଲାଣି । ବନ୍ଧୁଗଣ ବର୍ତ୍ତମାନ COVID ଟୀକା ମାନ ଦିଆ ଯାଉଅଛି । ବର୍ତ୍ତମାନ ସୂଚନା ଯୋଗ୍ୟ ଯେ, କୋଭିସିଡ, ଯେଉଁଟାକି ଶିରା ମେଚ୍ଯୁରେଟ କରୁଛି ଏବଂ ଇଣ୍ଡିଆରେ ଇଣ୍ଡିଜିନଶି ଡେଭଲପ ହୋଇଛି ଆଇଶି ଅଥବା କୋଲାବରସନ ରେ ଭାରତ ବାୟଟଭ କରିଛି ତାହା ହେଉଛି, କୋଭ୍ୟାକ୍ସିନ । ଏହି ଦୁଇଟି ଟୀକା ବର୍ତ୍ତମାନ ଉପଲବ୍ଧ ହେଉଅଛି । ବନ୍ଧୁଗଣ କୋଭିସିଡ ର ଓଭର ରେ ଲିପିକ୍ ଅଛି ୭୦ ପ୍ରତିଶତ ।

ଏହା ରୋଗ ରୋକିବାର ୭୦ ପ୍ରତିଶତ ସକ୍ଷମ ୩୦ ପ୍ରତିଶତ ରେ ଏଥିରେ ରୋଗ ଟିକିଏ ହୋଇପାରେ । ମାତ୍ର ଏହି ଇଞ୍ଜେକ୍ସନ ନେବାର ପ୍ରଥମ ୨୧ ଦିନ ପରେ, ସିଭିୟର COVID ଅଥବା ଡେଥ୍ ହେବ ନାହିଁ । ଏହା ପରୀକ୍ଷିତ ଅଟେ ।

ବନ୍ଧୁଗଣ କୋଭ୍ୟାକ୍ସିନ ର ୟୁପିକଏସି ହେଉଛି ୮୧ ପ୍ରତିଶତ । ଏହା କେତେ ଦିନ ପର୍ଯ୍ୟନ୍ତ ସିଭିୟର COVID ପ୍ରିଭେଣ୍ଟ କରିପାରିବ ଏହାର କୌଣସି ସୂଚନା ମିଳି ନାହିଁ । ମାତ୍ର କୋଭ୍ୟାକ୍ସିନ ଉପରେ ଗୋଟେ ଆସିଅଛି ତାହା ଆମର ଡବଲ ମ୍ୟୁଟେସନ ଏ-ଗେଂ-ଷ୍ଟ ରେ କାମ କରୁଅଛି । ବନ୍ଧୁଗଣ ଯଦି ଆପଣ ଏହି ଭ୍ୟାକ୍ସିନ ନେଇଛନ୍ତି ତେବେ ଆପଣଙ୍କୁ ଡବଲ ମ୍ଯୁଟେନଷ୍ଟେନ ଆଫେକ୍ଟ ନ କରି ପାରେ ।

ଏହା ଉପରେ ବର୍ତ୍ତମାନ ପରିକ୍ଷଣ ହେଉଅଛି । ୟୁକେ ରେ ଏହି କୋଭିଶେଲ ଭ୍ୟାକ୍ସିନ ଏହି ଭାଇରସ କୁ ରୋକି ପାରୁଅଛି କି ନାହିଁ ତାହା ଉପରେ ବର୍ତ୍ତମାନ ଷ୍ଟଡି କରାଯାଉଅଛି । ମାତ୍ର କୋଭ୍ୟାକ୍ସିନ ବାଲା ଏବେ ଆନାଉନ୍ସ କରିଛନ୍ତି ଯେ, ଏବେ ପବ୍ଲିସ କରିବେ ତାଙ୍କ ଡାଟା ଯେ ଡବଲ ମ୍ୟୁଟେଣ୍ଡ ଭେରିଏନ୍ଟ ରେ ତାହା କାମ କରୁଅଛି କି ନାହିଁ । ବନ୍ଧୁଗଣ ଆମ୍ଭ ମାନଙ୍କୁ ଭ୍ୟାକ୍ସିନ ନେବାକୁ ପଡିବ ।

ଏହି ଦୁଇଟି ମେନ ଇମ୍ପୋର୍ଟାଣ୍ଟ ଭ୍ୟାକ୍ସିନ ଅଟେ । ବନ୍ଧୁଗଣ ୧୮ ବର୍ଷ ରୁ ତଳେ ଥିବା ପିଲା ଙ୍କୁ ଏହା ଦିଆଯିବ ନାହିଁ । ଏହା ୧୮ ବର୍ଷରୁ ଉର୍ଦ୍ଧ ଥିବା ଜନତା ଗ୍ରହଣ କରି ପାରିବେ । ମାତ୍ର EVS ରେ ତାଙ୍କର ଯେଉଁ ୨ ଟି ଭ୍ୟାକ୍ସିନ ଅଛି ଫାଇଜର ଏବଂ ମଡନର ଏହା ଏଭବ ୧୬ କୁ ରେକୋମେଣ୍ଡ କରାଯାଇଅଛି । କିନ୍ତୁ ଆମ୍ଭ ଦେଶ ଭାରତ ରେ ୧୮ ବର୍ଷରୁ ଉର୍ଦ୍ଧ ଜନତା ଏହି ଟୀକା ଗ୍ରହଣ କରି ପାରିବେ । ଏହା ବ୍ଯତୀତ ଯେଉଁ ମହିଳା ମାନେ ପ୍ରେଗନେନ୍ଟ ଅଛନ୍ତି ଅଥବା ଯେଉଁ ମା ମାନଙ୍କ ଠାରୁ ତାଙ୍କ ଶିଶୁ କ୍ଷୀର ଖାଉଅଛନ୍ତି, ତେବେ ସେମାନେ ଭ୍ୟାକ୍ସିନ ନେଇ ପାରିବେ ନାହିଁ ।

କାରଣ ସେଥିରେ କୌଣସି ପ୍ରକାରର ପରୀକ୍ଷଣ କରାଯାଇନାହିଁ । ଏହାପରେ ଯଦି ଆପଣଙ୍କର ସିରିୟସ ଆଲର୍ଜି ଅଛି ଅଥବା ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହେଉଅଛି କିମ୍ବା ଆଲର୍ଜି ପାଇଁ ଆପଣ ଫୁଲି ଯାଉଛନ୍ତି, ଏହି କଣ୍ଡିସନ ରେ ଭ୍ୟାକ୍ସିନ ଣ ନେବାହିଁ ଉଚିତ ଅଟେ । ଏହାଛଡା ଯଦି ଆପଣଙ୍କର ଯଦି ଏଗ ଆଲର୍ଜି ଅଛି ଅଥବା ସିଭିୟର ଆଲର୍ଜି ଅଛି ତେବେ ଏହି ଭ୍ୟାକ୍ସିନ ନିଅନ୍ତୁ ନାହିଁ । ବନ୍ଧୁଗଣ ଏହି ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ ସମ୍ବନ୍ଧରେ ଜାଣି ଆପଣଙ୍କୁ କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *