ତିନିଦିନ ଲଗାତର ଖାଲି ପେଟରେ ଏହିଭଳି ଖାଆନ୍ତୁ ପିଜୁଳି ପତ୍ର, ଯାହାର ଫାଇଦା ଜାଣି ବିଶ୍ଵାସ ହେବନି- Acharya Balkrishna

ପିଜୁଳିରୁ ଅଧିକ ଫାଇଦା ତାର ପତ୍ରରେ ଥାଏ । ଏହି କଥା ଜାଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପରେ କିନ୍ତୁ ଏହି କଥା ପୁରା ସତ୍ୟ ଅଟେ । ବହୁତ ଲୋକଙ୍କ ଘରେ ପିଜୁଳି ଗଛ ଦେଖିବାକୁ ମିଳିଥାଏ କିନ୍ତୁ ସବୁ ଲୋକ ପିଜୁଳିର ଫଳକୁ ଖାଇଥାନ୍ତି କାରଣ କାହାକୁ ଏହା ଜଣା ନ ଥାଏକି ପିଜୁଳିର ଯେଉଁ ପତ୍ର ଅଛି ସେ କଣ ଆମ ପାଇଁ ଫାଇଦା କରିପାରିବ । ଯଦି ଆପଣ ସକାଳେ ଖାଲି ପେଟରେ ପିଜୁଳି ପତ୍ରର ସେବନ କରିବେତ ସେଥିରୁ ଆପଣଙ୍କ ଶରୀରକୁ କଣ କଣ ଫାଇଦା ମିଳିଥାଏ ।

ଆସନ୍ତୁ ଜାଣିବା ପିଜୁଳି ପତ୍ରର କଣ କଣ ଫାଇଦା ମିଳିଥାଏ । ପିଜୁଳି ପତ୍ରରେ ଭରପୁର ମାତ୍ରାରେ ଭିଟାମିନ ସି ମିଳିଥାଏ । ଏହି ପତ୍ର ଆଣ୍ଟି ଅକସିଡେଣ୍ଟରେ ଭରପୁର ଥାଏ ଏହା ସହିତ ଏଥିରେ ବହୁତ ପ୍ରକାର ମିନାରାଲ ମଧ୍ୟ ରହିଥାଏ ।

ଯେଉଁ କାରଣରୁ ଅମୃତ ପତ୍ର ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଯଦି କାହାକୁ ଡେଙ୍ଗୁ ହୋଇଥାଏ ତାହେଲେ ସେଇ ବ୍ୟକ୍ତି ସକାଳୁ ଉଠି ପିଜୁଳିର ତିନୋଟି ପତ୍ର ଖାଇଥାଏ ସେଥିରେ ତାର ହ୍ରାସ ହୋଇଥିବା ସେଲ ତିଆରି ହେବାକୁ ଆରମ୍ଭ  ହୋଇଥାଏ । ଏହାଛଡା ଆପଣ କଣ କରିବେ କାହାକୁବି ଡେଙ୍ଗୁ ହେଉ ଆପଣ ପିଜୁଳି ପତ୍ରର କାଡା ବନାଇକିବି ପିଆଇ ପାରିବେ ।

ଏଥିପାଇଁ ଆପଣଙ୍କୁ ପାଞ୍ଚ କପ ପାଣିରେ ଦଶଟି ପିଜୁଳି ପତ୍ର ପକାଇ ତାକୁ ଫୁଟାନ୍ତୁ ଓ ଦୁଇ କପ କରନ୍ତୁ । ଏହା ପରେ ଏହି କାଡାକୁ ଆପଣଙ୍କୁ ଡେଙ୍ଗୁ ରୋଗୀକୁ ପିଆଇବାର ଅଛି, ଡେଙ୍ଗୁ ରୋଗୀଙ୍କୁ ତିନିଥର ପିଆଇବେ ଦିନରେ ।  ଏହାର ତାଙ୍କର ଡେଙ୍ଗୁ ଜ୍ଵର ବହୁତ ଜଲ୍ଦି ଭଲ ହୋଇଥାଏ । କଣ ଆପଣ ଜାଣିଛନ୍ତି ଏହି ପିଜୁଳି ପତ୍ର ଦ୍ଵାରା ଆପଣ ମୋଟାପା ମଧ୍ୟ କମ କରିପାରିବେ ।

ଆଜିର ଦିନରେ ମୋଟାପା ଗୋଟେ ଏମିତି ସମସ୍ୟା ହୋଇଛି ପ୍ରାୟ ସମସ୍ତଙ୍କୁ ହୋଇଛି । ତେବେ ଆପଣ ଏହି ମୋଟାପାରୁ ମୁକ୍ତି ପାଇବା ପାଇଁ ସକାଳୁ ଖାଲି ପେଟରେ ପିଜୁଳିର ତିନୋଟି ପତ୍ର ଖାଇବେ କାରଣ ପିଜୁଳିର ପତ୍ର ଆମର ମେଟାବୋଲିଜିମ ରେଟକୁ ତେଜ କରିଥାଏ । ଏଥିରେ ବହୁତ ଫାଇବାର ହୋଇଥାଏ । ଯେଉଁଥିରେ ଆମର ଡାଇଜେସନ ମଜଭୁତ ହୋଇଥାଏ ଓ ଆମର ଓଜନ ବହୁତ ଜଲ୍ଦି କମ ହୋଇଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *