3 ଜଣ ମହିଳାଙ୍କ ସହ ବିବାହ କରି କରୁଥିଲେ ଏମିତି କାମ… ଦେଖନ୍ତୁ Video କଣ କହୁଛନ୍ତି ମହିଳା

କହିବାକୁ ଗଲେ ଭୁବନେଶ୍ଵରରୁ ଏକ ଖବର ସାମ୍ନାକୁ ଆସୁଛି । ଯେଉଁଥିରେ ଦୁଇ ଜଣ ମହିଳାଙ୍କ ଅ-ଭି-ଯୋ-ଗ ଅଟେ କି ତାଙ୍କ ସ୍ଵାମୀ ତିନି ଜଣ ମହିଳାଙ୍କୁ ବିବାହ କରିଛି । ଏହା ପରେ ପୋଲିସ ତାକୁ ଗିରଫ କରିଛି । ପ୍ରଥମ ମହିଳାର ଅ-ଭି-ଯୋ-ଗ ଅଟେ କି ମୋ ବାହାଘରକୁ ୧୫ ବର୍ଷ ହୋଇ ଯାଇଛି । ମୋର ୨ ଟା ପୁଅ ଅଛି । ମୁଁ ଖବର ପାଇଲି କି ସେ ସାଲିଆ ସାହିରେ ଗୋଟିଏ ମହିଳା ପାଖରେ ରହିଛି ।

ରାତିରେ ମୁଁ ତାର ଘର ଦେଖି ଆସି ସକାଳେ ମହିଳା ଥାନାରେ ଅ-ଭି-ଯୋ-ଗ କରିଥିଲି । ସେ ତାକୁ ଛାଡି ଦେଇ ଥିଲା । କିନ୍ତୁ ୧.୫ ମାସ ହେବ ସେ ଭଉଣୀ ଘରେ ଆଉ ଏକ ସ୍ତ୍ରୀ ଲୋକ ସହ ଅଛନ୍ତି । ମହିଳା ଜଣକ ଆଗକୁ କହିଲେ କି ତାଙ୍କ ସ୍ଵାମୀ ଏହି ଯୁଗର କୃଷ୍ଣ ।

ଟଙ୍କା ଲୋଭରେ ସେ ମହିଳାଙ୍କ ଇଜ୍ଜତ ସହ ଖେଳୁଛି । ମୋତେ ବହୁତ ହଇରାଣ କରିଛି ଓ ମୋ ପୁଅମାନଙ୍କୁ ବି ହଇରାଣ କରିଛି । ତାର ଭଉଣୀମାନେ ବି ମୋତେ ଟଚର କରିଛନ୍ତି । ଅନ୍ୟ ଏକ ମହିଳାଙ୍କ ଯିଏକି ଏହି ମହିଳାଙ୍କର ବନ୍ଧୁ ଅଟେ ତାଙ୍କର ଅ-ଭି-ଯୋ-ଗ ଅଟେ କି ଅ-ଭି-ଯୁ-କ୍ତ ଜଣକ ଟଙ୍କା ଲୋଭରେ ଏହି ଝିଅ ସହ ୫ ବର୍ଷ ପୁଣି ଅନ୍ୟ ଏକ ଝିଅ ସହ ୨ ବର୍ଷ ହେବ ରହୁଛି ।

ମୋ ସାଙ୍ଗ ତାକୁ ଗାଡି, ଟଙ୍କା ଓ ଗହଣା ସବୁ ଦେଇଛି । ଅନ୍ୟ ଏକ ମହିଳା ଯାହାଙ୍କର ଅ-ଭି-ଯୋ-ଗ ଏହି ବ୍ୟକ୍ତି ଜଣକ ତାଙ୍କୁ ବିବାହ କରିଛନ୍ତି ତାଙ୍କର କହିବା ଅଟେ କି ମୋ ପାଖରେ ସେ ୫ ବର୍ଷ ହେବ ରହୁଛନ୍ତି ।

୧.୫ ମାସ ହେବ ମୋତେ ଛାଡି ସେ ଅନ୍ୟ ଏକ ସ୍ତ୍ରୀ ସହ ରହୁଛି । ଯେତେବେଳେ ମୁଁ ଜାଣି ପାରିଲି ସେ ଅନ୍ୟ ଏକ ସ୍ତ୍ରୀ ସହ ଭଉଣୀ ଘରେ ରହୁଛନ୍ତି ତେବେ ମୁଁ ତାଙ୍କ ଭଉଣୀ ଘରକୁ ଗଲି । କିନ୍ତୁ ସେ ସେଠି ମୋତେ ଗାଳି ଗୁଲଜ କରି ମୋତେ ତଡି ଦେଲେ ।

ମୁଁ ମହିଳା ସଂଘକୁ ଡାକି ଆଣି ତାଙ୍କ ଘରୁ ମୁଁ ମୋର ଗାଡି, ସୁନା ରୂପା ଟଙ୍କା ସବୁ ନେଇ ଆସିଲୁ । ମହିଳା ଜଣକ କହିଲେ କି ମୋ ଆଗରୁ ସେ ଆଉ ଜଣଙ୍କୁ ବାହା ହୋଇଥିଲେ କିନ୍ତୁ ସେ ମୋତେ ମିଛ କହି କହି ମୋ ପାଖରେ ରହୁଥିଲେ ।

ତାଙ୍କୁ ମୁଁ ଛାଡପତ୍ର ଦେଇ ଦେଇଛି । ସେଥିପାଇଁ ମୁଁ ତାଙ୍କ ପାଖରେ ରହିଥିଲି । ଅନ୍ୟ ପଟେ ଅ-ଭି-ଯୁ-କ୍ତ ଆଲୋକ ଜେନା କହିଲେ କି ଏହା ସ୍ବାଉ ସମ୍ପୂର୍ଣ ରୂପରେ ମିଥ୍ୟା ଅଟେ । ମୁଁ କେବଳ ଜଣଙ୍କୁ ବାହା ହୋଇଛି ଓ ତାଙ୍କ ନାଁ ରିନା ଜେନା ଓ ସେ ତାଙ୍କ ବାପ ଘରେ ରହୁଛନ୍ତି । ଏମିତିରେ ଅସଲ ଘଟଣା କଣ ପୋଲିସ ଯାଞ୍ଚ କରିଲେ ହିଁ ଜଣା ପଡିବ ।

Leave a Reply

Your email address will not be published. Required fields are marked *