ଦୀର୍ଘ ୩୦ବର୍ଷ ପରେ ହୋଇଛି ଏମିତି ଦୁର୍ଲଭ ସଂଯୋଗ, ମା ଲକ୍ଷ୍ମୀ କରିବେ ଧନର ବର୍ଷା

ଏହି ବର୍ଷ କୁମାର ପୂର୍ଣ୍ଣିମା ଠାରୁ ହୋଇଛି ଦୁର୍ଲଭ ସଂଯୋଗ । ଯାହା ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଦୀର୍ଘ ୩୦ବର୍ଷ ପରେ ଏହି ଦୁର୍ଲଭ ସଂଯୋଗ ହୋଇଛି । ଏହି ଶୁଭ ସଂଯୋଗ ଚନ୍ଦ୍ରମା ଓ ମଙ୍ଗଳ ଙ୍କର ମିଲନ ପାଇଁ ହୋଇଛି, ଏହି ଯୋଗ କୁ ମାହା ଲକ୍ଷ୍ମୀ ଯୋଗ ବି କୁହା ଯାଏ । ତେବେ କଣ ସବୁ ଫଳ ଦେବ ଏହି ମହା ସଂଯୋଗ ଆସନ୍ତୁ ସେ ବିଷୟରେ ଜାଣିବା । କାହା ପାଇଁ କଣ ଅନିଛି ଏହି ଦୁର୍ଲଭ ଯୋଗ ଜାଣନ୍ତୁ ।

ଦୁର୍ଲଭ ସଂଯୋଗ :

କୁମାର ପୂର୍ଣ୍ଣିମା ବା ଲକ୍ଷ୍ମୀ ପୂଜା ସମୟରେ ଏମିତି  ଧାର୍ମିକ ମାନ୍ୟତା ଅଛି ଯେ  ମା ଲକ୍ଷ୍ମୀ ଏହି ଏହି ସମୟରେ ପୃଥିବୀ ଉପରେ ଭ୍ରମଣ ପାଇଁ ଆସନ୍ତି । ଏହି ବର୍ଷ ଶୀତ ପୂର୍ଣ୍ଣିମା ଅତ୍ୟନ୍ତ ଭଲ ଯୋଗ ରେ ହୋଇଛି ସେଥିପାଇଁ ସ୍ୱାସ୍ଥ୍ୟ ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ ।

ଗ୍ରହମାନଙ୍କ ସ୍ଥିତି :

ଶୀତ ପୂର୍ଣ୍ଣିମା ରେ ମୀନ ରାଶି ରେ ଚନ୍ଦ୍ରମା ଏବଂ କନ୍ୟା ରାଶି ରେ ମଙ୍ଗଳ ରହିବେ, ଏହି ପରି ଦୁଇଟି ଗ୍ରହ ଦୁହିଁଙ୍କ ସାମ୍ନା ରେ ରହିବେ । ସେହିଠି ହସ୍ତା ନକ୍ଷତ୍ର ରେ ମଙ୍ଗଳ ରହିବେ, ଯାହା କି ଚନ୍ଦ୍ରମାଙ୍କ ସ୍ଵାମିତ୍ଵ ନକ୍ଷତ୍ର ଅଟେ । ଏହି ପରି ଗ୍ରହମାନଙ୍କ ସ୍ଥିତି ୩୦ବର୍ଷ ପୂର୍ବରୁ ହୋଇଥିଲା ।

ଆହୁରି ଗୋଟେ ବିଶେଷ ସଂଯୋଗ ଚନ୍ଦ୍ରମାଙ୍କ ଉପରେ ବୃହସ୍ପତିଙ୍କ ଦ୍ରୁଷ୍ଟି ପଡିବାରୁ ହୋଇଅଛି ଯାହା କୁ ଗଜକେଶରୀ ସଂଯୋଗ କୁହା ଯାଇଛି ।

ମହାଯୋଗ ଦବ ସଫଳତା :

ଏହି ବର୍ଷ ଶୀତ ପୂର୍ଣ୍ଣିମା ଠାରୁ ନୂଆ କାମ ଏବଂ କିଣା-କିଣି କଲେ ଅତି ଶୁଭ ଫଳ ପାଇପାରିବେ । ଏହି ଶୁଭ ସଂଯୋଗ ରେ ଧନ ଲାଭ ହବ ଏବଂ ନୂଆ କାମ ବହୁତ ଦିନ ପର୍ଯ୍ୟନ୍ତ ଚାଲିବ । ତେଣୁ ଅପାନ ମାନେ ମଧ୍ୟ ଏହି ସମୟରେ ଆପଣଙ୍କର ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *