୩୦ବର୍ଷ ବୟସ ପାର କଲା ପରେ ଏମିତି ରଖନ୍ତୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ- ନଚେତ ହୋଇପାରେ ବଡ ବଡ ରୋଗ

ବୟସ ଅନୁଯାଇ ମଣିଷକୁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିବା ଦରକାର ଅଟେ, ଯେତେ ବେଳେ ମହିଳାମାନେ ୩୦ ବର୍ଷ ର ହୋଇ ଯାଆନ୍ତି ତେବେ ତାଙ୍କ ଶରୀର ରେ ବହୁତ କିଛି ବଦଳି ଥାଏ । କିନ୍ତୁ ଏହି ବୟସ ପାର କଲା ପରେ ମହିଳାଙ୍କୁ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ବିଶେଷ ହୋଇ ଯାଏ । ଖାଇବା ପିଇବା ପ୍ରତି ଧ୍ୟାନ ନ ଦେବା ବୟସ ଅନୁଯାଇ ଜଣା ପଡିବ ନାହିଁ କିନ୍ତୁ ୩୦ ବର୍ଷ ବୟସ ପରେ ଛୋଟ ଛୋଟ କଥା ବହୁତ ଚିନ୍ତା ର କାରଣ ହୋଇଥାଏ ସେଥିପାଇଁ ୩୦ ବର୍ଷ ବୟସ ମହିଳାଙ୍କୁ କିଛି କଥା ବିଶେଷ ରୂପରେ ଧ୍ୟାନ ରଖିବା ଉଚିତ ଅଟେ ।

ଡକ୍ଟର ଅନୁଯାଇ ମେଟାବୋଲିଜିମ ଏମିତି ଗୋଟେ ପ୍ରକ୍ରିୟା ଯାହା ଦ୍ଵାରା ଶରୀର ଭୋଜନକୁ ଊର୍ଜା ରେ ପରିବର୍ତନ କରୁଇଥାଏ, ମେଟାବୋଲିଜିମ ଭଲ ରଖିବା ପାଇଁ ପୋଷକ ତତ୍ଵ ସେବନ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ କାହିଁକିନା ୩୦ବର୍ଷ ପରେ ଶରୀର ମେଟାବୋଲିଜିମ କମିବାକୁ ଆରମ୍ଭ ହୋଇଥାଏ ଯାହା ଫଳରେ ଶରୀର ଫୁଲିବାକୁ ଲାଗିଥାଏ ତେବେ ଏହା ସମସ୍ତଙ୍କୁ ହୋଇ ନଥାଏ । ସେଥିପାଇଁ ମେଟାବୋଲିଜିମ ସ୍ତର ବଢେଇବା ପାଇଁ ପ୍ରୋଟିନ ଅଧିକ ଖାଇବା ପାଇଁ ଚେଷ୍ଟା କରନ୍ତୁ, କାର୍ବୋହାଇଡ୍ରେଟ ଓ ୱସା ଅବଶ୍ୟ କ୍ଷାନ୍ତୁ ।

ସକାଳ ଭୋଜନ ରେ ଏହି ସବୁ ଜିନିଷ ହାବା ଦରକାର ଅଟେ ଓ ରାତି ଖାଦ୍ୟ ହାଲ୍କା ହବା ଉଚିତ ଅଟେ । ଫାଇବାର ସେବନ ଓଜନ କମକରିବା ପାଇଁ ଲାଭକାରୀ ଅଟେ, ୩୦ ବର୍ଷ ପରେ ହାର୍ମୋନ କାମ ରେ ବହୁତ ପରିବର୍ତନ ଆସିଥାଏ, ଲୁଣ କମ ଖାଇବା ପାଇଁ ଚେଷ୍ଟା କରନ୍ତୁ ଓ ଆୟୋଡିନ ସ୍ତର ନିୟମିତ ଭାବରେ ନଜର ରଖିବା ଉଚିତ ଅଟେ । ମହିଳାଙ୍କୁ ନିଜ ଦେହ ନିଜେ ଜଗିବା ଉଚିତ କାହିଁକିନା ସେ ପୁରା ଘର ଲୋକଙ୍କ ସ୍ୱାସ୍ଥ୍ୟ ଚିନ୍ତା କରନ୍ତି କିନ୍ତୁ ନିଜ ସ୍ୱାସ୍ଥ୍ୟ ପ୍ରତି କେବେ ବି ସଜାଗ ରୁହନ୍ତି ନାହିଁ ।

ତେବେ ଆଜି ଆମେ କିଛି ଜିନିଷ ନା କହିବୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ ତେବେ ଏହା ଖାନ୍ତୁ ଓ ସ୍ଵସ୍ଥ ରୁହନ୍ତୁ । ଏହି ବୟସ ରେ ମହିଳାଙ୍କୁ ନିଜ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦବା ଆବଶ୍ୟକ କାହିଁକିନା ଏହି ବୟସ ରେ ଚିନ୍ତା ହବା ସାମାନ୍ୟ କଥା ଅଟେ ତେବେ ଚେଷ୍ଟା କରନ୍ତୁ ଯେତେ ପାରୁଛନ୍ତି ଚିନ୍ତା ମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ ।

Leave a Reply

Your email address will not be published. Required fields are marked *