TV ର ଏହି ସୁନ୍ଦର ଅଭିନେତ୍ରୀ ସହ, ବିବାହ କରିଛନ୍ତି ‘କସୌଟୀ ଜିନ୍ଦେଗୀ କି’ର Actor ଅନୁରାଗ ବାସୁ

ବନ୍ଧୁଗଣ ସମସ୍ତଙ୍କୁ ଟିଭି ସିରିୟଲ ଗୁଡିକ ବହୁତ ପସନ୍ଦ ହୋଇଥାଏ । ବନ୍ଧୁଗଣ ଟିଭି ସିରିୟଲ “କଷୋଟି ଜିନ୍ଦଗୀ” ପ୍ରାଏ ସବୁ ଦର୍ଶକ ମାନଙ୍କର ଲୋକପ୍ରିୟ ହୋଇପାରିଛି । ତାହାର ପ୍ରଥମ ସିଜିନ ପରେ ଦିତୀୟ ସିଜନ ମଧ୍ୟ ଆରମ୍ଭ ହୋଇ ସାରିଛି । ୨୦୦୧ ରେ ଏହି ସିରିୟଲ ଆସିବା କ୍ଷଣି ସବୁ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଥିଲା । “ଶ୍ଵେତା ତିଵାରୀ” “ଶୁଜେନ ଖାନ”ଙ୍କର ଯୋଡିକୁ ସମସ୍ତେ ପସନ୍ଦ କରିଥିଲେ । ଏମାନେ ସିରିୟଲରେ ପ୍ରେରଣା ଏବଂ ଅନୁରାଗର ଅଭିନୟ କରିଥିଲେ ।

 

ଏହି ଅଭିନୟ କାରଣରୁ ସେମାନେ ଘରେ ଘରେ ଫେମସ ହୋଇ ଯାଇଥିଲେ । “ଅନୁରାଗ” ବନିଥିବା “ଶୁଜେନ ଖାନ”ଙ୍କର ଲୁକରେ ସମସ୍ତେ ପାଗଳ ହୋଇଯାଇଥିଲେ । ବନ୍ଧୁଗଣ ଯଦି ଆପଣ ଆଜିଭଳି ଦିନରେ “ଶୁଜେନ ଖାନ”ଙ୍କୁ ଦେଖିବେ ତେବେ ବିଶ୍ଵାସ କରି ପାରିବେ ନାହିଁ । ସେ ଆଗ ଅପେକ୍ଷା ବର୍ତମାନ ବହୁତ ଅଲଗା ଲୁକରେ ଦେଖିବାକୁ ମିଳୁଛନ୍ତି । ବନ୍ଧୁଗଣ ବର୍ତମାନ ସେ ଲାମଲାଇଟରେ ପ୍ରାଏ ଦେଖିବାକୁ ମିଳୁଛନ୍ତି ।

ଆଜ୍ଞା ହଁ ବନ୍ଧୁଗଣ ଟିଭି ସିରିୟଲ ଫେମସ କଷୋଟି ଜିନ୍ଦଗିର ଆକ୍ଟର “ଶୁଜେନ ଖାନ” ଜଲ୍ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । “ଶୁଜେନ”ଙ୍କୁ ତାଙ୍କ ପ୍ୟାନ୍ସ ଅନୁରାଗ ବାସୁ ନାମରେ ଜାଣିଛନ୍ତି । “ଏକତା କାପୁର”ଙ୍କର ଏହି ପ୍ରସିଦ୍ଧ ସିରିୟଲରେ ସେ ଶ୍ଵେତ ତିଵାରୀଙ୍କର ସ୍ଵାମୀ ଭାବେ ରୋଲ ପ୍ଲେ କରିଥିଲେ । ଆଜି ମଧ୍ୟ ଦର୍ଶକ ତାଙ୍କର ଏହି ଅଭିନୟକୁ ବହୁତ ମନେ ପକାଉଛନ୍ତି । “ଶୁଜେନ ଖାନ” ବର୍ତମାନ ନିଜ ପ୍ରେମର ଖୁଲାସ ସମସ୍ତଙ୍କ ଆଗରେ କରିଦେଇଛନ୍ତି ।

ସେ କହିଛନ୍ତି ଯେ ସେ ଏହି ବର୍ଷ ୨୦୨୧ ରେ ବିବାହ କରିବାକୁ ଯାଉଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ସେ ୨୦୨୦ ରେ ବିବାହ କରିଥାନ୍ତେ ମାତ୍ର କୋରୋନା ଭାଇରସ ହେବା କାରଣରୁ ସେ ବିବାହ କରି ପାରିଲେ ନାହିଁ । ସେ ତାଙ୍କର ଖାସ ବନ୍ଧୁଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି ।

ଉତ୍ତର ପ୍ରଦେଶର ଅମରୋହାର ଗୋଟିଏ ଝିଅଙ୍କୁ ସେ ଗତ ୩ ବର୍ଷ ହେବ ଡେଟ କରୁଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ପ୍ରେମ ତାଙ୍କ ପାର୍ଟନରର ଉନ୍ନତ ମାନର ରୋଷେଇ କରି ଦେବା ଦ୍ଵାରା ହେଇଯାଇଥିଲା । “ଶୁଜେନ ଖାନ” କହିଲେ ଯେ ସେ ବହୁତ ଭଲ ଖାଇବା ବନାନ୍ତି । ସେ ତାଙ୍କ ହାତର ରନ୍ଧା ଖାଇବା ମାତ୍ରେ ତାଙ୍କୁ ପ୍ରୋପୋଜ କରିଦେଇଥିଲେ । “ଶୁଜେନ ଖାନ” ଅଧିକ ସମୟ ଧରି ସିଙ୍ଗଲ ଥିଲା ବେଳେ ତାଙ୍କର  ତାଙ୍କ ଗାର୍ଲପ୍ରେଣ୍ଡ ସାଙ୍ଗେ ଭାତ ହେଲା ।

ସେତେବେଳେ “ଶୁଜେନ ଖାନ” ତାଙ୍କୁ ବିବାହ କରିବେ ବୋଲି ନିସ୍ପତି ନେଲେ । କିନ୍ତୁ ବନ୍ଧୁଗଣ “ଶୁଜେନ” ତାଙ୍କ ଗାର୍ଲଫ୍ରେଣ୍ଡ ଙ୍କ ନାମ ମିଡିଆ ସାମ୍ନାରେ କହିବାକୁ ମନା କରିଦେଲେ । ସେ କହିଲେ ଯେ ସେ ତାଙ୍କ ବ୍ୟକ୍ତିଗତ ଜୀବନର କୌଣସି ପ୍ରକାରର ବିଷୟ ବସ୍ତୁ ମିଡିଆ ସାମ୍ନାରେ ଆଲୋଚନା କରିବାକୁ ଚାହୁଁନାହାନ୍ତି । ବନ୍ଧୁଗଣ ବର୍ତମାନ ସେମାନେ ଦୁଇଜଣ ବିବାହର ଆୟୋଜନ କରିବାରେ ବହୁତ ବ୍ୟସ୍ତ ଅଛନ୍ତି ।

“ଶୁଜେନ” ଙ୍କ ବିବାହ ଖବରକୁ ନେଇ ତାଙ୍କ ଲୁକସ ବିଷୟରେ ମଧ୍ୟ ସୋସିଆଲ ମିଡିଆରେ ବହୁତ ପ୍ରଶଂସା ହେଉଛି । ଗୋଟିଏ ସମୟ ଥିଲା ଯେତେବେଳେ “ଶୁଜେନ” ତାଙ୍କ ଲୂକ୍ସ ପାଇଁ ସମସ୍ତ ଝିଅ ମାନଙ୍କ ହୃଦୟରେ ରାଜ କରୁଥିଲେ, କିନ୍ତୁ ବର୍ତମାନ ତାଙ୍କ ଲୂକ୍ସ ପୁରା ବଦଳି ସାରିଲାଣି । ଆକଟିଂର ଦୁନିଆରୁ ମଧ୍ୟ ସେ ଲମ୍ବା ସମୟରୁ ଦୂରରେ ଅଛନ୍ତି । ତାଙ୍କ ପୁରୁଣା ଫୋଟୋକୁ ତୁଳନା କଲେ ଏବେ ତାଙ୍କୁ ଚିହ୍ନିବା ବହୁତ କଠିନ ହୋଇ ସାରିଛି । ବନ୍ଧୁଗଣ ଏହି ବିବରଣୀଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *