ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ମୁମ୍ବାଇ କୃଜ ଡ୍ର-ଗ୍ସ ମା-ମ-ଲା-ରେ ବର୍ତ୍ତମାନ ଆର୍ଥନ ଜେ-ଲରେ ଅଛନ୍ତି । ତାଙ୍କ ସହ ତାଙ୍କର ବନ୍ଧୁ ମୁନମୁନ ଓ ଅରବାଜ ମଧ୍ୟ ଜେ-ଲରେ ଅଛନ୍ତି । ତେବେ ଏହି ଘଟଣା କୁ ନେଇ ସୁର ରାଉତରାଏ ନିଜ ମତ ଦେଇଛନ୍ତି ଯେ ଏହା ପୂର୍ବ ରୁ ଗୁଜୁରାଟ ରେ ଆଦାନି ଏୟାରପୋର୍ଟ ରୁ ୧୦ ହଜାର କୋଟି ଟଙ୍କା ଚ-ର-ସ ଭଳି ନି-ଶା-ଦ୍ର-ବ୍ୟ ଜ-ବ-ତ ହୋଇଥିଲା । ଏହି ଘଟଣା ବିଷୟରେ କେବେ ବି ମିଡିଆରେ ପ୍ରଚାର ହୋଇ ନାହି ବୋଲି ସୁର ଭାଇ ପ୍ରତିକ୍ରିୟା ଦେଇଛନ୍ତି ।
ଆମ ଦେଶର ସିବିଆଇ ଏହି ସବୁ ମା-ମ-ଲା ରେ କଣ କରୁଛି ତାହା ନେଇ ପ୍ରଶ୍ନ କରିଛନ୍ତି ସୁର ରାଉତରାଏ । ତେବେ ଆର୍ୟାନ ଙ୍କ ଡ୍ର-ଗ୍ସ ମା-ମ-ଲା ରେ ସାମିଲ ଥିବାକୁ ନେଇ ସୁର ଭାଇ କହିଛନ୍ତି ଏତେ କମ ବଯସର ପିଲା ଏମିତି କା-ଣ୍ଡ କିପରି ଘଟାଇଛି । ଆହୁରି ମଧ୍ୟ ସୁର ଭାଇ କହିଛନ୍ତି ଯେ ତୋ ବାପା କୋଟି କୋଟି ଟଙ୍କା କମଉଛି ବୋଲି ଚପଳ ପୁଅଝିଅଙ୍କୁ ନେଇ ଦାମିକିଆ ନି-ଶା ଖାଇ ନତରା ପାଟର ହଉଛୁ ସେଥିପାଇଁ ଜେ-ଲ-ରେ ରହିବା ଠିକ ହୋଇଛି । ଏମିତି ପିଲାକୁ ଜେ-ଲରେ ରହିବା ଉଚିତ ଦ-ଣ୍ଡ ବୋଲି ସୁର ଭାଇ ମତ ଦେଇଛନ୍ତି ।
ଝିଅ ମାନଙ୍କୁ ନେଇ ୯୦ହଜାର ରୁ ଆରମ୍ଭ କରି ଦେଢ ଲକ୍ଷ ଟଙ୍କା ର ଡ୍ର-ଗ୍ସ ସେବନ କରାଉଥିଲା ବୋଲି ସୁର ଭାଇ କହିଛନ୍ତି । ଆର୍ୟନ ନିଜ ବାପା ଟଙ୍କା ଏମିତି ବରବାତ କରି ଭାରତୀୟ ଲୋକଙ୍କୁ ଏମିତି ଫ-ସା-ଉ ଥିଲା ଯାହା କାରିୟବା ଠିକ ନୁହେଁ । ସୁନ୍ଦରୀ ଝିଅ ମାନଙ୍କ ସହ ନଟର ପଟର ହୋଇ ତାଙ୍କ ଜୀବନ ବରବାତ କରିଛି ବୋଲି ସୁର ରାଉତରାଏ କାହକିହନ୍ତି । ଆର୍ୟନ ଆଉ କିଛି ଦିନ ଜେ-ଲରେ ରହୁ ବୋଲି ସୁର ଭାଇ କହିଛନ୍ତି ।
ଏହା ବ୍ଯତୀତ ଆର୍ୟନଙ୍କୁ ମୁ-କୁ-ଳା-ଇ-ବା ପାଇଁ ତାଙ୍କ ପିତା ଶାହରୁଖ ଖାନ ଏନସିବୀ ଅଧିକାରୀ ଙ୍କୁ ଯେଉଁ ୨୫ କୋଟି ଟଙ୍କା ଅଫର କରିଥିଲେ ତାହାକୁ ନେଇ ସୁର ଭାଇ ପ୍ରଶଂସା କରିଛନ୍ତି । କାରଣ ଓଡିଆ ପୁଅ ଏହି ଅଫର କୁ ପ୍ରତ୍ୟାଖ୍ୟାନ କରିଛି । ଆଉ ଆର୍ୟନଙ୍କୁ ତାଙ୍କର ଭୁଲ କାମ ପାଇଁ ଜେ-ଲ ପଠାଇଛି । ଏହି ୨୫ କୋଟି ଟଙ୍କା ଯଦି ନବୀନ ବାବୁ ଓ ମୋତେ ଦେଇଥାନ୍ତେ ତେବ ଆମେ ଚୁପ ହୋଇ ରହିଥାନ୍ତୁ ବୋଲି ସୁର ରାଉତରାଏ ମତ ଦେଇଛନ୍ତି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।