ସ୍ୱାମୀଙ୍କୁ ନିଜ ଅଧୀନରେ କରିବାର ଚମତ୍କାରୀ ଉପାୟ ?

ଆପଣ ବହୁତଥର ଶୁଣିଥିବେ ଓ ଦେଖିଥିବେ କାହାର ସ୍ୱାମୀ ତାଙ୍କ ସ୍ତ୍ରୀକୁ ଛାଡି ଅନ୍ୟ କେଉଁ ନାରୀଙ୍କ ସହ ସମ୍ବନ୍ଧ ରଖିଥିବେ । କେବଳ ଏତିକି ନୁହେଁ ବରଂ ବହୁତ ଥର ଅନେକ ସ୍ୱାମୀ ନିଜ ସ୍ତ୍ରୀ ସହ ମାରପିଟ ମଧ୍ୟ କରିଥାନ୍ତି । ନିଜ ସ୍ତ୍ରୀର କଥା ଶୁଣେ ନାହିଁ ଏବଂ ଖରାପ ରାସ୍ତା ବାଛିନିଏ । ଜୁଆ ଖେଳି ଥାଏ । ଘର ପ୍ରତି ଧ୍ୟାନ ଦେଇନଥାଏ । ସ୍ତ୍ରୀକୁ ମିଛ କହିଥାଏ । ଏମିତିରେ ସ୍ତ୍ରୀ କଣ କରିବ କଣ ନକରିବ ସମସ୍ୟାରେ ପଡ଼ିଯାଏ ।

କାହାକୁ କହିବା କାହାକୁ କହିବା ନାହିଁ ଏମିତି ପ୍ରଶ୍ନରେ ଛନ୍ଦି ହୋଇଯାଏ । ଆଜି ଆପଣଙ୍କ ଏହି ସମସ୍ୟାର ସମାଧାନ ମୁଁ ଆଜି ମୋ ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବି ।

୧ । ଯଦି ଆପଣଙ୍କ ସ୍ୱାମୀର କୌଣସି ପର ସ୍ତ୍ରୀ ସହ ସମ୍ବନ୍ଧ ଅଛି, ଅବା ସମ୍ବନ୍ଧ ବହୁତ ଲମ୍ବା ସମୟରୁ ଅଛି ତେବେ ହୋଲି ସମୟରେ ୩ଟି ଗୋମତୀ ଚକ୍ର ନେଇ ସେଥିରେ ଅଳ୍ପ ସିନ୍ଦୁର ଲଗାନ୍ତୁ ଓ ସେହି ମହିଳାର ନାମ ନେଇ ହୋଲିର ଅଗ୍ନିକୁ ଫିଙ୍ଗି ଦିଅନ୍ତୁ । ସ୍ୱାମୀ ସେହି ମହିଳାଠୁ ଦୂରେଇଯିବ ।

୨ । ଜ୍ୟୋତିଷ ଶାସ୍ତ୍ରରେ ଜାତକର ସପ୍ତମ କ୍ଷେତ୍ରକୁ ବିବାହ ଓ ବୈବାହିକ ସୁଖ ମାନାଯାଇଥାଏ । ଯାହାର ଜାତକରେ ଏହି କ୍ଷେତ୍ରରେ ରାହୁର ବାସ ହୋଇଥାଏ ସେମାନଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖାଯାଇଥାଏ । ଏମିତି ଲୋକଙ୍କୁ ୪୦ ଦିନ ପର୍ଯ୍ୟନ୍ତ ବାଦାମ ଅବା ନଡ଼ିଆ ପ୍ରବାହିତ ପାଣିରେ ବିସର୍ଜନ କରିବା ଆବଶ୍ୟକ । ଏମିତି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ବନ୍ଧରେ ପ୍ରେମ ବଢିଥାଏ ।

୩ । ସ୍ୱାମୀଙ୍କୁ ନିଜ ବସରେ କରିବା ପାଇଁ ଆପଣ ଏହି ସାମାନ୍ୟ ଉପାୟକୁବି କରିପାରିବେ । ଯଦି ସ୍ୱାମୀ ସ୍ତ୍ରୀ ମିଶିକରି ଖାଉଥାନ୍ତି ତେବେ ସ୍ତ୍ରୀ ପ୍ରଥମେ ଖାଦ୍ୟରୁ ଅଳ୍ପ ଖାଇନିଅନ୍ତୁ ତା ପରେ ବଞ୍ଚିଥିବା ଖାଦ୍ୟକୁ ସ୍ୱାମୀ ଖାଦ୍ୟରେ ମିଶାଇ ଦିଅନ୍ତୁ । ଧ୍ୟାନ ରଖିବେ ସେହି ଖାଦ୍ୟ ଯେମିତି ଆପଣଙ୍କ ସ୍ୱାମୀହିଁ କେବଳ ଖାଇବେ । ଏମିତି କିଛିଦିନ କରିବା ଦ୍ୱାରା ଆପଣଙ୍କ ସ୍ୱାମୀ ଆପଣଙ୍କ ବସରେ ହୋଇଯିବ । ଏଥିରେ କୌଣସି ପାପ ନାହିଁ ।

୪ । ଯଦି କୌଣସି ସ୍ତ୍ରୀକୁ ଲାଗେ କି ତାହାର ସ୍ୱାମୀ କେହି ଅନ୍ୟ ନାରୀ ସହ ସମ୍ବନ୍ଧ ରଖିଛି ଅବା ଅନ୍ୟ କୌଣସି ସ୍ତ୍ରୀ କଥା ସବୁବେଳେ ଭାବୁଛି ତେବେ ଗୁରୁବାର ଦିନ ଠିକ ରାତି ୧୨ଟା ବେଳେ ଶୋଇଥିବା ନିଜ ସ୍ୱାମୀର କିଛି କେଶ କାଟି ନିଅନ୍ତୁ । ଆପଣ ଏହି କେଶକୁ ନେଇ ଜଳେଇ ଦିଅନ୍ତୁ ଓ ନିଜ ପାଦରେ ଦଳି ଦିଅନ୍ତୁ । ସେହିଦିନଠୁ ଆପଣଙ୍କୁ ଫରକ ଜଣାପଡିବ । ଆପଣଙ୍କ ସ୍ୱାମୀ କେବଳ ଆପଣଙ୍କ ଆଡକୁ ଆକୃଷ୍ଟ ହେବେ ।

୫ । ଆପଣଙ୍କ ସ୍ୱାମୀକୁ ଆପଣଙ୍କ ଆଡକୁ ଆକୃଷ୍ଟ କରିବା ପାଇଁ ଶୁକ୍ଲପକ୍ଷ ରବିବାର ଦିନ ୫ଟି ଲବଙ୍ଗ ନିଅନ୍ତୁ ଏବଂ ତାହାକୁ ଆପଣଙ୍କ ଶରୀରର ସେହି ସ୍ଥାନରେ ରଖନ୍ତୁ ଯେଉଁ ସ୍ଥାନରେ ଆପଣଙ୍କୁ ଅଧିକ ଝାଳ ଆସୁଥିବ । ଏହାପରେ ଆପଣ ସେହି ଲବଙ୍ଗକୁ ଖରାରେ ଭଲଭାବରେ ଶୁଖାଇ ଦିଅନ୍ତୁ । ତାପରେ ଏହାକୁ ପେଷି ଏହାର ଚୂର୍ଣ୍ଣ ବନାନ୍ତୁ । ଏହି ଚୂର୍ଣ୍ଣକୁ ଆପଣ ନିଜ ସ୍ୱାମୀର ଖାଦ୍ୟ ଚା ଅବା ଅନ୍ୟ କୌଣସି ଭୋଜନ ସହ ମିଶାଇ ତାଙ୍କୁ ଖୁଆଇଦିଅନ୍ତୁ । ଧୀରେ ଧୀରେ ଆପଣଙ୍କ ସ୍ୱାମୀ ଆପଣଙ୍କ ଆଡକୁ ଆକର୍ଷିତ ହେବାକୁ ଲାଗିବେ ।

୬ । କିଛି ସ୍ତ୍ରୀ ମାନଙ୍କୁ ଡର ରହିଥାଏ କି ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଅନ୍ୟ ସ୍ତ୍ରୀ ପାଖକୁ ପଳେଇବ । ଏହି କାରଣରୁ ସେମାନେ ବହୁତ ଅଧିକ ଚିନ୍ତିତ ରହିଥାନ୍ତି, କିନ୍ତୁ ତାଙ୍କର ଚିନ୍ତାର ସମାଧାନ ଆମର ଏହି ଉପାୟ ଅଟେ । ଆପଣ କୌଣସି ଶୁକ୍ରବାର ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା କରନ୍ତୁ । ରାତି ସମୟରେ ଯେତେବେଳେ ଆପଣଙ୍କ ସ୍ୱାମୀ ଶୋଇଯିବେ ତେବେ ଆପଣ ୩ଟି ଗୁଜରାତିକୁ ଆପଣଙ୍କ ଶରୀରରେ ସ୍ପର୍ଶ କରି ତାଙ୍କ ପାଖରେ ରଖିଦିଅନ୍ତୁ । ସକାଳୁ ଆପଣ ଯେବେ ଚା ଅବା ଖାଦ୍ୟ ବନେଇବେ ତେବେ ଏହି ଗୁଜରାତିକୁ ପେଷି ତାଙ୍କ ଖାଦ୍ୟରେ ମିଶାଇ ଦିଅନ୍ତୁ । ଆପଣ ଏହି ଉପାୟକୁ ୩ ରୁ ୪ ସପ୍ତାହ ଅବଶ୍ୟ କରନ୍ତୁ । ଆପଣ ଫରକ ନିଜେ ଜାଣିପାରିବେ ।

ଯଦି ଆପଣଙ୍କ ସ୍ୱାମୀର ପ୍ରେମ ଆପଣଙ୍କ ପାଇଁ କମ ହୋଇଗଲାଣି ଅବା ସ୍ୱାମୀ ଅନ୍ୟ ସ୍ତ୍ରୀ ଚକରରେ ପଡିଯାଇଛି । ତେବେ ଏହି ଉପୟଗୁଡିକୁ ଆପଣାଇ ଆପଣ ନିଜ ସ୍ୱାମୀର ପ୍ରେମ ପାଇପାରିବେ କେବଳ ଏତିକି ନୁହେଁ ବରଂ ଆପଣଙ୍କ ସ୍ୱାମୀ ଆପଣଙ୍କ ଅଧୀନରେ ରହିବେ ଏବଂ ଆପଣଙ୍କ କଥାବି ମାନିବେ ।

Leave a Reply

Your email address will not be published. Required fields are marked *