“ତୋ ଦେହକୁ ଆଉ କିଏ ଛୁଇଁଲେ ମୁଁ ବରଦାସ୍ତ କରି ପରିବିନି Dinesh ! ତୋ ପାଖରେ ଆଉ କିଏ…” ଦେଖନ୍ତୁ Dipikaଙ୍କ ହୃଦୟର କଥା

ବନ୍ଧୁଗଣ ଦୀର୍ଘ ୯୦ ଦିନ ବିତିଯାଇଥିଲେ ବି ଦିନେଶ ଆସିଲା ନାହି ଦୀପିକାଙ୍କୁ ଗ୍ରହଣ କରିଲା ନାହି । ଆଉ ଶେଷରେ ଦୀପିକା କିଛି ଏମିତି କହିଛନ୍ତି ଯେ ” ମୁଁ ଆଉ ସହି ପାରିବିନି ତୁ ନାଉ କାହାର ହେଲେ କି ତୋ ଦେହକୁ ଯିଏ ଛୁଇଁବ ସେତେବେଳେ ମୋର ଜୀବନ ଚାଲିଯିବ । ଯାହା ମୋର ଥିଲା ମୋ ବଦଳରେ ଆଉ କାହାର ହେବ । ଏ କଥା ମ ନ ସାହି ପାରିବି । ତୋ ହାତ ମୁଁ ଧରୁ ଥିଲି କିନ୍ତୁ ଆଉ କିଏ ଧରିଲେ ମୁଁ ଦେଖିପାରିବିନି । ଯେତେ ବେଳେ ତୋ ଦେହକୁ କିଏ ଛୁଇଁବ ମୋର ଦେହରୁ ରକ୍ତ ବାହାରିବ ।

ଆଉ ଯେବେ ତୋ ବାସ ର ଶେଜ ରେ ଆଉ କିଏ ସୋଇଥିବ ସେତେବେଳେ ମୋର କୋକେଇ ଉଠିବ । ତୁ ସେତେବେଳେ ତୋ ନୂଆ ସାଥି ସହ ଖୁସିରେ ରହିବୁ କିନ୍ତୁ ମୁଁ ଏ ସବୁ ସହିପାରିବିନି ଦିନେଶ । ତୁ ଏମିତି କେମିତି କରିପାରିବି ଦିନେଶ । ତୁ ସବୁ କେମିତି ଭୁଲିଗଲୁ । ଟିକେ ମାନେ ପାକଇଲୁ ଯେବେ ମୋ କୋଳରେ ଘଣ୍ଟା ଘଣ୍ଟା ଧରି ତୁ ଶୋଇଥିଲୁ ଆଉ ମୋ ତୋତେ ସାହାରା ଦେଉଥିଲି । ଆଉ କୋଲଡ୍ରିଂକ୍ସ  କାଚରେ ଗୋଟେ ଷ୍ଟ୍ର ରଖି ଏକାଠି ପିଉଥିଲେ ।

ଆଉ ମାଝି ମଝିରେ କୋଲଡ୍ରିଂକ୍ସ ଷ୍ଟ୍ର ରେ ଆଣି ମୋ ମୁହଁ ରେ ଫିଙ୍ଗି ଥିଲୁ । ଆଉ ମୁଁ ବି ଲାଜେଇ ଯାଉଥିଲି ଓଃ ସେ କି ମୁହୂର୍ତ୍ତଥିଲା । ଆଉ ତା ପରେ ତୁ ମୋ ମୁହଁ କୁ ରୁମାଲରେ ପୋଛି ଦେଇ କହୁଥିଲୁ ଦିପୁ ଆଇ ଲଭ ୟୁ । ହେଲେ ମୁଁ ପାଗେଳି ରେ ମୁଁ ଜାଣି ନ ଥିଲି ସେ ସବୁ ମୋର ଛଳନା ଥିଲା । ମିଛ ଦୁନିଆରେ ତୁ ମୋତେ ରଖିଥିଲି । ମିଠା ମିଠା କଥା କହି ତୁ ମୋ ସହ ଶାରୀରିକ ସମ୍ପର୍କ ରଖିଲୁ । ମୋ ସହ ରାତି କଟାଇଲୁ ହେଲେ ମୁଁ ପାଗେଳି ଆଣି ପାରିଲି ନାହି ତୋ ଛଳନା କୁ । ଆଉ ତୋ ସହ ଆଗକୁ ବଢି ଚାଲିଲୀ ।

ପ୍ରତି ମୂହୁର୍ତ୍ତ ରେ ତୁ ମୋତେ ଧୋକା ଦେଉଥ୍ଲୁ । ମୋ ପାଖରୁ ମଜା ନେଉଥିଲୁ ଆଉ ତୁ ମୋତେ ସଜା ଦେଇ ଦେଇ ଚାଲିଲୁ । ତୋ ମନରେ ଏତେ ଚାଳନା ଥିଲା ବୋଲି ମୁଁ ଜାଣିପାରିଲି ନାହି ରେ । ଆଉ ତୋ ଖୁସି ପାଇଁ ମୁଁ ମୋର ସର୍ବସ୍ଵ ଦେଇ ଦେଲି । ଆଉ ଏବେ ତୁ ମୋତେ ଛାଡି ଆଉ କାହା ପାଖକୁ ଯିବାକୁ ବସିଛୁ । କାହା ଦିନେଶ ଏ ସବୁ ମୁଁ କେମିତି ସହିବି ।

ଦୀର୍ଘ ୯୦ ଦିନ ହୋଇଗଲା ମୋର ଧାରଣା ଦେବା କିନ୍ତୁ ତୋର ମନ ପରିବର୍ତ୍ତନ ହେଲା ନାହି ଦିନେଶ । ତଥାପି ମୁଁ ହାରି ନାହି ଦିନେଶ । ୯୦ ଦିନ କଣ ମୁଁ ତୋ ପାଇଁ ୯୦ ବର୍ଷ ବି ଏଇଠି ଅପେକ୍ଷା କରିବି ଦିନେଶ । ଆଉ ମାନେ ରଖ ଏଠାରୁ ମୋ କୋକେଇ ଉଠିବ” । ବନ୍ଧୁଗଣ ଆପଣଙ୍କର ଦୀପିକାଙ୍କ ଏଭଳି ମନ୍ତବ୍ୟକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *