ଏହି ତିନୋଟି ପହେଲିକୁ ଆପଣଙ୍କୁ ସମାଧାନ କରିବାର ଅଛି, ଏହି ତିନୋଟି ଯାକ ପହେଲି ବହୁତ ଆନନ୍ଦ ଦାୟକ ଅଟେ ।ମଣ୍ଟୁ କଟକର ସବୁଠୁ ବଡ ଡ୍ରଗ ଡିଲର, ପଇସା ପାଇଁ ସେ ଡ୍ରଗ ବିକିଥାଏ । ଗୋଟେ ଦିନ ତାକୁ ନୂଆ କନସେଣ୍ଟମେଣ୍ଟ ତାକୁ ମିଳିଲା । ଗୋଟେ ଗାର୍ଡେନକୁ ଯାଇ ତାକୁ ଡ୍ରଗ ବିକିବାର ଥିଲା ।
ସେ ଯେତେବେଳେ ଗାଡେନରେ ପହଞ୍ଚିଛି, ତାକୁ ସନ୍ଦେହ ହୋଇଥିଲା ଗାର୍ଡେନରେ ପୋଲିସ ଆଗରୁ ରହିଛି ତାକୁ ଧରିବା ପାଇଁ ଓ ଏହା ଯାନୀ ମଣ୍ଟୁ ସେଠାରୁ ଦୌଡି ପଳାଇଲା । ଗାର୍ଡେନର ସିନକୁ ଦେଖି ସେ କେମିତି ଏହା ଜାଣି ପାରିଲା ଏଠାରେ ପୋଲିସ ଅଛନ୍ତି ବୋଲି । କଣ ଆପଣ କହିପାରିବେ, ଆପଣଙ୍କ ଉତ୍ତର କମେଣ୍ଟ ଜରିଆରେ କୁହନ୍ତୁ ।
ଉତ୍ତର – ଯଦି ଆପଣ ଧ୍ୟାନରେ ଦେଖିବେ ଗାର୍ଡେନରେ ଗୋଟିଏ ଲୋକ ନ୍ୟୁଜ ପେପର ପଢୁଛନ୍ତି କିନ୍ତୁ ନ୍ୟୁଜ ପେପର ଓଲଟା ଅଛି । ମାନେ ସେଇ ଲୋକର ଧ୍ୟାନ ନ୍ୟୁଜ ପେପର ଉପରେ ନାହିଁ , ପାଖାପାଖି ଲୋକଙ୍କ ଉପରେ ନଜର ଅଛି । ସେଥିପାଇଁ ମଣ୍ଟୁ ଜାଣି ପାରିଲା । ଆସନ୍ତୁ ଆଉ ଗୋଟେ ପହେଲି ଦେଖିବା ।
ଗୋଟେ ଟ୍ରେନ ଭିତରେ ଟ୍ରେନ ଡ୍ରାଇଭରର ମଡର ହୋଇଯାଇଛି, ସେଇ ଟ୍ରେନ ଭିତରେ ଡ୍ରାଇଭରକୁ କିଏ ମାରିଦେଇଛି । ଏହି ଖବର ସୂନୀ ପୋଲିସ ବାବୁ ପହଞ୍ଚି ଯାଉଛନ୍ତି । ପୋଲିସ ବାବୁ ଘଟଣାର ଗୋଟେ ଘଣ୍ଟାର ସିସିଟିଭି ଦେଖିଲେ । ତିନିଜନଙ୍କ ଉପରେ ସନ୍ଦେହ ହେବାରୁ ପଚରା ଉଚରା କରିବା ପାଇଁ ଡକା ଗଲା । ପ୍ରଶାନ୍ତ ଟ୍ରେନର ଗୋଟେ ଡବାର ବଲ ଖରାପ ହୋଇଥିବାରୁ ମୁଁ ବଲ ବଦଳାଇବାକୁ ଆସିଥିଲି । ଦିଲୀପ ସାର ମୋର ଘର ଦ୍ଵାରା କିଛି ନାହିଁ ।
ଟ୍ରେନରେ ଟିକେ ଶୋଇବାକୁ ଆସିଥିଲି ଟ୍ରେନରେ ଟିକେ ନିଦବି ମୋତେ ହୋଇଯାଇଥିଲା । ପ୍ରଦୀପ ମୁଁ ଯେତେବେଳେ ଡ୍ରାଇଭର କେବିନକୁ ଗଲି ଦେଖିଲି ଡ୍ରାଇଭରର ମଡର ହୋଇଯାଇଛି । ସମସ୍ତଙ୍କ କଥା ଶୁଣିବ ପରେ ପୋଲିସ ବୁଝି ଯାଉଛନ୍ତି ଟ୍ରେନ ଡ୍ରାଇଭରକୁ କିଏ ମାରିଛନ୍ତି । ପୋଲିଶ ବାବୁ କେମିତି ଜାଣିପାରିଲେ, କଣ ଆପଣ ଜାଣିପାରିଛନ୍ତିକି କିଏ ମଡର କରିଛନ୍ତି । ଆପଣ କମେଣ୍ଟ ମାଧ୍ୟମରେ ଉତ୍ତର ଦେଇପାରିବେ ।
ଉତ୍ତର – ଦିଲୀପ କହିଥିଲେ ତାଙ୍କର ଘର ଦ୍ଵାରା କିଛି ନାହିଁ ବୋଲି ତାହେଲେ ତାଙ୍କ ପାଖରେ ଭଲ ଆଇ ଫୋନ ଓ ଘଣ୍ଟା କେମିତି ଆସିଲା । ମାନେ ସେ ମିଛ କହୁଥିଲା । ଦିଲୀପ ହିଁ ଟ୍ରେନ ଡ୍ରାଇଭର ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।