Train ଆକ୍ସିଡେଣ୍ଟ ପାଇଁ Gudu ଙ୍କ ଘରକୁ ଆସିଲା ବଡ ଦୁଃଖ ଖବର, କାନ୍ଦି କାନ୍ଦି ଗୁଡୁଙ୍କ ଅବସ୍ଥା ଖରାପ !

ଓଡିଆ ସିନେମା ଜଗତର ହାସ୍ୟ ଅଭିନେତା ରୂପରେ ପରିଚିତ ଗୁଡୁଙ୍କୁ ଆଜି ପୁରା ଓଡିଶା ଚିହ୍ନିଛି । ଗୁଡୁ କିଛି ଦିନ ତଳେ ନିଜର ବିବାହକୁ ନେଇ ବହୁତ ଚର୍ଚିତ ରହିଥିଲେ । ସୋ-ସି-ଆ-ଲ ମି-ଡି-ଆରେ କେବଳ ତାଙ୍କର ବାହଘର ଫଟୋ ବୁଲୁ ଥିଲା । ଫ୍ୟାନମାନେ ବି ତାଙ୍କର ବାହାଘରରେ ବହୁତ ଖୁସି ଥିଲେ । ଗୁଡୁ ନିଜର ଛୋଟ ଛୋଟ ରୋଲ ମାଧ୍ୟମରେ ପୁରା ଓଡିଶାର ଦର୍ଶକ ନିକଟ ପହଞ୍ଚି ପାରି ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ ଭାଙ୍ଗି ପଡିଛନ୍ତି ।

ଅର୍ଥାତ ସେ ନିଜର ମାଙ୍କୁ ହରାଇ ଦେଇଛନ୍ତି । ଗୁଡୁଙ୍କ ମା ଗୀତାଞ୍ଜଳିଙ୍କ ଏକ ରେଲେୱେ ଷ୍ଟେସନରେ ମୃ-ତ୍ୟୁ ବରଣ କରିଛନ୍ତି । ଏହା ଏକ ଦୁର୍ଘଟଣା ଥିଲା । ଭୁବନେଶ୍ଵରରୁ କେନ୍ଦୁଝର ଟ୍ରେନରେ ଯାଉ ଥିବା ସମୟରେ ଷ୍ଟେସନରେ ହିଁ ଗୁଡୁଙ୍କ ମା ଙ୍କ ମୃ-ତ୍ୟୁ ହୋଇଛି ।

ସୂଚନା ଅନୁସାରେ ଷ୍ଟେସନରେ କିଛି ଖାଦ୍ୟ କିଣିବା ପାଇଁ ସେ ଟ୍ରେନରୁ ଓଲ୍ହାଇ ଥିଲେ । କିନ୍ତୁ ଏହା ମଧ୍ୟରେ ତାଙ୍କର ଟ୍ରେନଟି ଛାଡି ଦେଇ ଥିଲା । ନିଜ ଟ୍ରେନକୁ ଯାଉଥିବାର ଦେଖି ସେ ଯାଉଥିବା ଟ୍ରେନରେ ଚଢିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେହି ସମୟରେ ତାଙ୍କର ଗୋଡ ଖସି ଯାଇ ଥିଲା ଓ ସେ ତଳେ ପଡି ଯାଇ ଥିଲେ । ଏହି ଘଟଣାଟି ଜାଖପୁର ଷ୍ଟେସନରେ ଘଟିଛି ।

ଏହି ଖବର ଗୁଡୁ ଓ ତାଙ୍କର ପରିବାରକୁ ମିଳିବା ପରେ ସେମାନଙ୍କ ପରିବାର ସମସ୍ତେ ବର୍ତ୍ତମାନ ଦୁଃଖିତ ଅଛନ୍ତି । ଗୁଡୁ ନିଜ ମାଙ୍କୁ ହ-ରା-ଇ ପୂରାପୂରି ଭାଙ୍ଗି ପଡିଛନ୍ତି । ଏହି ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଗୁଡୁଙ୍କ ମା ଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା । କିନ୍ତୁ ମେଡିକାଲରେ ଡାକ୍ତରମାନେ ସେଠି ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ଗୁଡୁଙ୍କ ଏହି ଦୁନିଆରେ ଅତି ପ୍ରିୟ ବ୍ୟକ୍ତି ଯଦି କିଏ ଥିବ ତେବେ ସେ ହେଉଛନ୍ତି ତାଙ୍କର ମା ।

କାରଣ ଗୁଡୁଙ୍କୁ ତାଙ୍କ ମା ସବୁ କାମରେ ସପୋର୍ଟ କରିଛନ୍ତି । ସେ ମା ଙ୍କୁ ବହୁତ ଭଲ ପାଆନ୍ତି । ଅଚାନକ ନିଜ ମାଙ୍କୁ ହରାଇ ଗୁଡୁ ପୂରାପୂରି ଭାଙ୍ଗି ପଡିଛନ୍ତି । ଗୁଡୁଙ୍କ ମା ଜଣେ ମେକଅପ ଆର୍ଟିସ୍ଟ ଅଟନ୍ତି ଓ ସେ ବହୁତ ସୁନ୍ଦର ମେକଅପ ମଧ୍ୟ କରନ୍ତି । ସେ ଜଣେ ଭଲ କଳାକାର ବି ଥିଲେ । ବହୁତ ସେଲିବ୍ରିଟି ତାଙ୍କ ପାଖରେ ମେକଅପ କରିଥାନ୍ତି ।

Leave a Reply

Your email address will not be published. Required fields are marked *