Train ଚକ ତଳକୁ ଖସୁ ଖସୁ ଅଳ୍ପକେ ବର୍ତ୍ତିଗଲେ, Video ଦେଖି ଆପଣଙ୍କ ଛାତି ଥରିଯିବ

ମଣିଷ ଜୀବନ ଆଜି ଅଛି କାଲି କି ନାହିଁ । ଆପଣ କହି ପାରିବେ ନାହିଁ କି କାହାର ଜୀବନ କେତେବେଳେ ଯିବ । ଗୋଟିଏ ମୂହୁର୍ତ୍ତରେ କାହାର ବି ଜୀବନ ଯାଇ ପରେ ନଚେତ ସେ ବଞ୍ଚି ଯାଇ ପାରେ । ଆପଣମାନେ ପ୍ରାୟତଃ ବସ, ବାଇକ, କାର, ଟ୍ରେନ ଇତ୍ୟାଦି ଦୁର୍ଘଟଣା ବିଷୟରେ ଶୁଣିଥିବେ କିମ୍ବା ଦେଖିଥିବେ ।

ଯେଉଁଠି ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ କାହାର ଜୀବନ ଚାଲିଯାଏ ତ ବେଳେ ବେଳେ କାହାର କିଛି ବି ହୋଇ ନ ଥାଏ । ବେଳେ ବେଳେ କିଛି ଲୋକମାନେ ବଡ ବଡ ଦୁର୍ଘଟଣାରୁ ଶିକାର ହୋଇ ମଧ୍ୟ ବଞ୍ଚି ଯାଆନ୍ତି ଓ ଏହା କୌଣସି ଚମତ୍କାର ଠାରୁ କମ ନୁହେଁ । ଆଜିକାଲି ଯୁଗରେ ପ୍ରାୟତଃ ସବୁ ସ୍ଥାନରେ ସିସିଟିଭି କ୍ୟାମେରା ଲାଗିଛି । ଏମିତିରେ ପ୍ରାୟତଃ ଦୁର୍ଘଟଣା ଏହି ସିସିଟିଭି କ୍ୟାମେରାରେ କଏଦ ହୋଇଯାଏ ଓ ଏହା ପରେ ଏହ ସିସିଟିଭି ଫୁଟେଜକୁ ସୋସିଆଲ ମିଡିଆରେ ଶେୟାର କରି ଦିଆଯାଏ ।

ଯାହାକି ଦେଖୁ ଦେଖୁ ଭାଇରାଲ ବି ହୋଇଯାଏ । ଯଦି ରେଲୱେ ଷ୍ଟେସନ ବିଷୟରେ କହିବା ତେବେ ବର୍ତ୍ତମାନ ସବୁ ଷ୍ଟେସନରେ ସିସିଟିଭି କ୍ୟାମେରା ଲାଗି ଯାଇଛି । ଯଦି କୌଣସି ଷ୍ଟେସନରେ କୌଣସି ବି ପ୍ରକାରର ଦୁର୍ଘଟଣା ହେଉଛି ତେବେ ଏହା ସିସିଟିଭି କ୍ୟାମେରାରେ କଏଦ ହୋଇଯାଏ । ଏହା ମଧ୍ୟରେ ଷ୍ଟେସନରେ ଏହିଭଳି କିଛି ଦୁର୍ଘଟଣା ଦେଖିବାକୁ ମିଳେ ଯାହାକୁ ଦେଖିଲା ପରେ ଲାଗେ ଏହା କୌଣସି ଚମତ୍କାର ଠାରୁ କମ ନୁହେଁ ।

ଆଜି ଆମେ ଆପଣଙ୍କ ସାମ୍ନାରେ ପୁଣି ଥରେ ଏକ ଷ୍ଟେସନର ସିସିଟିଭି ଫୁଟେଜ ନେଇ ଆସିଛୁ । ଯେଉଁଥିରେ ଜଣେ ବ୍ୟକ୍ତି ଟ୍ରେଳ ତଳକୁ ଖସୁ ଖସୁ ବଞ୍ଚିଗଲା । ଆପଣ ଏହି ସିସିଟିଭି ଫୁଟେଜରେ ଦେଖି ପାରୁଥିବେ କି ହଠାତ ଜଣେ ବ୍ୟକ୍ତି ଟ୍ରେନର ଗେଟରେ ଛିଡା ହୋଇଥିଲା କି ସେ ଖସି ଗଲା ଓ ଏହା ସତ୍ବେ ବି ସେ ଟ୍ରେନର ସେହି ଗ୍ରୀଲକୁ ଧରି ରଖିଥିଲା । ଏହି ସମୟରେ ଟ୍ରେନ ଷ୍ଟେସନ ଛାଡୁଥିଲା ସେଥିପାଇଁ ଅଧିକ ସ୍ପୀଡରେ ନ ଥିଲା ।

ଯେମିତି କି ଆପଣ ଦେଖି ପାରୁଥିବେ କି ଟ୍ରେନ ସହ ବ୍ୟକ୍ତି ଜଣକ ଟାଣି ହୋଇ ଚାଲି ଯାଉଛି ଓ ଏହା ସହ ଟ୍ରେନ ତଳକୁ ଖସି ଯାଉଛି । କିନ୍ତୁ ଭାଗ୍ୟ ବଶତଃ ସେ ଟ୍ରେନ ତଳୁ ଖସୁ ଖସୁ ବଞ୍ଚି ଗଲା । ଏହା ମଧ୍ୟରେ ଆରପିଏଫର ଜଣେ ପୋଲିସ ଅଧିକାରୀ ସଙ୍ଗେ ସଙ୍ଗେ ଏହି ବ୍ୟକ୍ତି ପାଖକୁ ଦୌଡି ଯାଇ ତାକୁ ଟ୍ରେନ ରୁ ଦୂରକୁ ଟାଣି ଆଣିଲେ ।

ଏହିଭଳି ଭବାରେ ପୁଣି ଥରେ ଆରପିଏଫ ପୋଲିସ ଅଧିକାରୀଙ୍କୁ ଯୋଗୁ ଜଣଙ୍କ ଜୀବନ ବଞ୍ଚିଗଲା । କିନ୍ତୁ ଏହି ବ୍ୟକ୍ତି ଜଣକ ଯେଉଁଭଳି ଭାବରେ ଟ୍ରେନ ଚକ ତଳକୁ ଖସୁ ଖସୁ ବଞ୍ଚିଲେ ଏହା କୌଣସି ଚମତ୍କାର ଠାରୁ କମ ନୁହେଁ ।

https://www.facebook.com/KanakNews/videos/834327477503963/

Leave a Reply

Your email address will not be published. Required fields are marked *