ମାଡି ଆସୁଛି କରୋନାର ତୃତୀୟ ଲହର, 100 ଦିନ ପର୍ଯ୍ୟନ୍ତ ରୁହନ୍ତୁ ସତର୍କ ! ସଚେତନତା ପାଇଁ ଶେୟାର କରନ୍ତୁ: Dr V.K. Mishra

ନମସ୍କାର ବନ୍ଧୁଗଣ । ଆମ ଦେଶରେ କ-ରୋ-ନାର ମ-ହା-ମା-ରୀ ଯେପରି ଭାବେ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି ତାହର ଅନ୍ତ କେବେ ହେବ ତାହା କହି ହେଉ ନାହି । ବର୍ତ୍ତମାନ କ-ରୋ-ନାର ଦିତୀୟ ଲହର ନ ସରୁଣୁ ପୁଣି ଥରେ କ-ରୋ-ନାର ତୃତୀୟ ଲହର ମାଡି ଆସୁଛି ବୋଲି ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି ।

କ-ରୋ-ନାର ତୃତୀୟ ଲହରକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସତର୍କ ବାଣୀ ପରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ଯେ ୧୦୦ ଦିନ ପାଇଁ ସମସ୍ତଙ୍କୁ ସାବଧାନତା ସହ ରହିବାକୁ ପଡିବ । କାରଣ ଏହି ୧୦୦ ଦିନ ମଧ୍ୟରେ କ-ରୋ-ନାର ତୃତୀୟ ଲହର ଆସିବାର ଆଶଙ୍କା କରା ଯାଉଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହା ଯାଇଛି ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସବୁ କ୍ଷେତ୍ରରେ ଉଦ୍ୟମ କରିବା ଉଚିତ । ଏହା ସହ ପ୍ରଧାନମନ୍ତ୍ରୀ ରାଜ୍ୟ ମାନଙ୍କ ସହ ଆଲୋଚନା କରି କହିଛନ୍ତି ଯେ ପରିସ୍ଥିତି କିଭଳି ନିୟନ୍ତ୍ରଣ ରହିବ ତାହା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଏକ ସମ୍ମିଳନୀରେ ପଡୋଶୀ ଦେଶ ମାନଙ୍କରେ ବଢୁଥିବା ସଂକ୍ରମଣ ର ଉଦାହରଣ ଦେଖିବାକୁ ମିଳିଛି ।

ସ୍ପେନରେ ଗୋଟିଏ ସପ୍ତାହ ମଧ୍ୟରେ ୬୪% କ-ରୋ-ନା ସଂକ୍ରମଣ ଅଧିକ ରହିଛି । ନେଦରଲ୍ୟାଣ୍ଡରେ ୩୦୦ ପ୍ରତିଶତ ଓ ଥାଇଲ୍ୟାଣ୍ଡରେ କିଛି ଦିନ ହେବ ସ୍ଥିତି ନିୟନ୍ତ୍ରଣ ରହିବା ପରେ ବର୍ତ୍ତମାନ ସଂକ୍ରମଣ ଅଧିକ ବଢିବାରେ ଲାଗିଛି । ସୂଚନା ଅନୁସାରେ ଆଫ୍ରିକାରେ ୫୦ ପ୍ରତିଶତ କ-ରୋ-ନା ସଂକ୍ରମଣ ବଢିବାରେ ଲାଗିଛି । ଏହା ସହ ମିୟୋମାର, ଇଣ୍ଡୋନେସିଆ ଓ ବାଂଲାଦେଶରେ କ-ରୋ-ନା ସଂକ୍ରମଣ ସଂଖ୍ୟା ଅଧିକ ବାଢୁଥିବାରୁ ଚିନ୍ତାର ବିଷୟ ହୋଇ ପଡିଛି ।

କ-ରୋ-ନା ସଂଖ୍ୟା ଦିନକୁ ଦିନ ଅଧିକ ହେଉଥିବାରୁ ବିଶ୍ବରେ ପୁଣି ଥରେ କ-ରୋ-ନାର ଚିନ୍ତା ଚିନ୍ତାଜନକ ହୋଇଛି । କେନ୍ଦ୍ର ସରକାର ନିଜ ରାଏ ରେ କହିଛନ୍ତି ଯେ ଆମ ଦେଶରେ ବର୍ତ୍ତମାନ ଯାଏଁ କ-ରୋ-ନା ପରିସ୍ଥିତି ବିପଦଜନକ ରହିଛି ।

କୋରୋନର ଦିତୀୟ ଲହର ସହ ତୃତୀୟ ଲହର ପାଇଁ ସରକାର ଆଶଙ୍କିତ ଅଛନ୍ତି । ଯେ ପର୍ଯ୍ଯନ୍ତ ୫୦ ପ୍ରତିଶତ ଟୀକା କାରଣ ନ ହୋଇଛି ସେ ଯାଏଁ ହର୍ଡ ଇମ୍ୟୁନିଟି ଆସିବ ନାହି ବୋଲି ସୂଚନା ମିଳିଛି । ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *