‘ତୁ ଆମର ରେଡି ରହ, ମୁଁ ତୋ ସହିତ ଅଛି…’ Aryan ଙ୍କ ପାଇଁ ଖୋଲା ଚିଠି ଲେଖିଲେ Hrithik Roshan, କହିଲେ କିଛି ଏମିତି…ଦେଖନ୍ତୁ Video

ଆଜି ମୁମ୍ବାଇରେ ଆର୍ୟନ ଖାନଙ୍କ ବେଳ ଶୁଣାଣୀ ଚାଲିଛି । କହିଦେଉଛୁ କି ୪ ତାରିଖ ପରେ ୭ ତାରିଖ ପର୍ଯ୍ୟନ୍ତ ଆର୍ୟନ ଖାନଙ୍କୁ ଏନସିବି ନିଜ କଷ୍ଟଡିରେ ରଖି ପାରିବେ ବୋଲି କୋର୍ଟ ଆଦେଶ ଦେଇଥିଲେ । କିନ୍ତୁ ଆଜି ଆର୍ୟନ ଖାନଙ୍କ ବେଳ ଶୁଣାଣୀ ପୂର୍ବରୁ ହ୍ରିତିକ ରୋଶନ ଆର୍ୟନ ଖାନଙ୍କ ପାଇଁ ଏକ ଲମ୍ବା ଚଉଡା ମ୍ୟାସେଜ ଲେଖିଛନ୍ତି । ହ୍ରିତିକ ରୋଶନ ନିଜର ଇଂସ୍ଟାଗ୍ରାମ ଆକାଉଣ୍ଟରେ ଆର୍ୟନ ଖାନଙ୍କ ପାଇଁ ଏହି ମ୍ୟାସେଜ ଲେଖିଛନ୍ତି । ଯେଉଁଥିରେ ସେ ଆର୍ୟନ ଖାନଙ୍କ ପ୍ରତି ଥିବା ନିଜର ଭାବନାକୁ ବ୍ୟକ୍ତ କରିଛନ୍ତି ।

ହ୍ରିତିକ ରୋଶନ ଲେଖିଲେ କି ସେ ଆର୍ୟନ ଖାନଙ୍କୁ ଗୋଟିଏ ଶକ୍ତ ମଣିଷ ଭଳି ଦେଖିବାକୁ ଚାହାନ୍ତି । ଏହା ସହିତ ସେ କହିଲେ କି ଜୀବନ ସବୁବେଳେ ଗୋଟିଏ କଠିନ ପରିସ୍ଥିତି ଦେଇ ଆମକୁ ଗତି କରାଇଥାଏ, ଯେଉଁ ବ୍ୟକ୍ତିର ସାମର୍ଥ ଯେତେ ଭଗବାନ ତାକୁ ସେହି ହିସାବରେ ହିଁ ସାମର୍ଥ୍ୟ ଦିଅନ୍ତି ।

ହ୍ରିତିକ ରୋଶନ କହିଲେ କି ଜୀବନରେ ଯେଉଁ ଘୃ-ଣା, ରା-ଗ, ହିଂ-ସା ତୁମ ଆଡକୁ ଆସୁଛି ତାକୁ ଗ୍ରହଣ କର । କିନ୍ତୁ ଏହା ଯେମିତି ତୁମକୁ ପୋଡି ପାଉଁଶ ନ କରିଦିଏ ସେଥି ପ୍ରତି ବି ଧ୍ୟାନ ଦିଅନ୍ତୁ । ପ୍ରିୟ ଆର୍ୟନ ମୁଁ ତୁମକୁ ପିଲାଦିନୁ ଜାଣିଛି ଓ ମୁଁ ଜାଣିଛି ତୁମେ ପାରିବ ।

ଏହି କଠିନ ପରିସ୍ଥିତି ତୁମକୁ ଗୋଟିଏ ପ୍ରକୃତ ପୁରୁଷ କରି ଦେବ । ଏହି ଛୋଟ ଛୋଟ ଘଟଣା ତୁମ ଜୀବନରେ ବହୁତ ବଡ ବଡ ପରିବର୍ତ୍ତନ ନେଇ ଆସିବ । ମୁଁ ତୁମକୁ ପିଲାଦିନୁ ଦେଖି ଆସୁଛି । ମୁଁ ଚାହୁଁଛି କି ତୁମେ ସବୁବେଳେ ଖୁସିରେ ରୁହ ।

ସେ ଶେଷରେ ଲେଖିଲେ କି ଲଭ ୟୁ ମ୍ୟାନ । ହ୍ରିତିକ ରୋଶନ ନିଜ ଜୀବନରେ ଯେଉଁ ଯେଉଁ କଠିନ ପରିସ୍ଥିତି ଦେଇ ଗତି କରିଛନ୍ତି ତାହାରି ଅଭିଜ୍ଞାତାରୁ ସେ ଏହି ଚିଠି ଆର୍ୟନ ଖାନଙ୍କ ପାଇଁ ଲେଖିଛନ୍ତି । ହ୍ରିତିକ ରୋଶନ କଙ୍ଗନା ରନୋତଙ୍କ ସହ ଗୋଟିଏ ଅଫେୟାର କେସରେ ଫସିବା ପରେ ତାଙ୍କର ପତ୍ନୀଙ୍କ ସହ ତାଙ୍କର ତଲାକ ହୋଇଥିଲା । ଏହିଭଳି ଭାବରେ ସେ ବି ବହୁତ କଠିନ ପରିସ୍ଥିତିର ସାମ୍ନା କରିସାରିଛନ୍ତି । ନିଜର ଅଭିଜ୍ଞାତାରୁ ହ୍ରିତିକ ରୋଶନ ଆର୍ୟନ ଖାନଙ୍କୁ ଏହି ସନ୍ଦେଶ ଦେଇଛନ୍ତି ।

ଅନ୍ୟ ପଟେ ଆର୍ୟନ ଖାନଙ୍କ ପିତା ମାତା ଶାହରୁଖ ଖାନ ଓ ଗୌରୀ ଖାନ ଚି-ନ୍ତା-ରେ ଅଛନ୍ତି । ସେମାନେ ଚେଷ୍ଟା କରୁଛନ୍ତି କି ଯେମିତି ହେଲେ ବି ଆର୍ୟନ ଖାନଙ୍କୁ ବେଲ ମିଳିଯାଉ । ଅନ୍ୟ ପଟେ ଆର୍ୟନ ଖାନଙ୍କ ମାନସିକ ସ୍ଥିତିକୁ ନେଇ ତାଙ୍କର ପିତା ମାତା ଚି-ନ୍ତି-ତ ଅଛନ୍ତି । କାରଣ ୨୩ ବର୍ଷ ବୟସରେ ଡ୍ର-ଗ୍ସ କେ-ସ-ରେ ଫସିବା ବହୁତ ବଡ ଚି-ନ୍ତା-ର କାରଣ ଅଟେ । ଅନ୍ୟ ପଟେ ଶାହାରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ସହିତ ଛିଡା ହୋଇଛନ୍ତି । ଯାହାର କିଛି ଫଟୋ ମଧ୍ୟ ଭା-ଇ-ରା-ଲ ହେଉଛି ।

Leave a Reply

Your email address will not be published. Required fields are marked *