ତୁ ମୋତେ କଣ ଶସ୍ତା ଭାବିଲ କି? କିଛି ଏମିତି କହି ରାସ୍ତା ମଝିରେ ଲୁଗା ଟେକି ଛେଚିଲେ Deepika

ମୋତେ କମେଣ୍ଟ ମାରିଲୁ ତୋର ସାହସ କେମିତି ହେଲା । ତୁ ମତେ କଣ ଶସ୍ତା ଭାବିଛୁ ଏମିତି କହି ରାସ୍ତା ମଝିରେ କମେଣ୍ଟ ମା-ରୁ-ଥି-ବା ଯୁବକଙ୍କୁ ବହେ ଛେ-ଚିଲେ । କଲରକୁ ଘୋ-ଷା-ଡ଼ି ଗାଲକୁ ଗାଲକୁ ଠୋ ଠା ଚା-ପୁ-ଡା ମା-ରି-ଲେ । ଡ୍ରେସ ଚି-ରି-ଲେ ବହେ ପିଠିକୁ ପିଠିକୁ ନାଦି ଦେଇ ଗଲେ । ପୋଲିସ ଅଟକାଇଲେ ବି କାହାରି କଥାକୁ ଶୁଣିଲେ ନାହିଁ । ମନ ଶାନ୍ତି ହେବା ପର୍ଯ୍ୟନ୍ତ ମା-ଡ ମା-ରି-ଲେ ।

ଶହ ଶହ ଲୋକଙ୍କ ଆଗରେ କମେଣ୍ଟ ମା-ରୁ-ଥି-ବା ଯୁବକଙ୍କୁ ଏମିତି ମା-ରି-ଥି-ଲେ କେ ଦୀପିକା । ଏ ହେଉଛନ୍ତି ସେହି କେ ଦୀପିକା ଯିଏ ନିଜ ସ୍ଵାମୀ ଦିନେଶ ଙ୍କୁ ପାଇବା ପାଇଁ ଓ ନିଜ ପୁଅକୁ ବାପାର ହକ ଦେବା ପାଇଁ ଗଞ୍ଜାମ ସହର ରେ ଧାରଣ ଦେଇ ବସିଥିଲେ । ଆଉ ଏବେ ବି ନିଜର ସଂଘର୍ଷ ଜାରି ରଖିଛନ୍ତି ।

ଭାଇରାଲ ହୋଇଥିବା ଏହି ଭିଡିଓକୁ ଭଲ କରି ଦେଖନ୍ତୁ କେ ଦୀପିକା କେମିତି ଶହ ଶହ ଲୋକଙ୍କ ମଧ୍ୟରେ ଏକା ସଂଘର୍ଷ କରୁଛନ୍ତି । ଜଣେ ଯୁବକଙ୍କୁ କେମିତି ଏକା ମା-ଡ ମା-ରୁ-ଛନ୍ତି । ଅଟକାଇଲେ ବି କାହାର କଥା ଶୁଣୁ ନାହାନ୍ତି । ଏହି ପ୍ରଚଣ୍ଡ ରାଗର କାରଣ ହେଉଛି କେ ଦୀପିକାଙ୍କୁ ଉକ୍ତ ଯୁବକ ଜଣକ କମେଣ୍ଟ ମା-ରି-ଥିଲେ । ଯାହା ପରେ ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଦିନେ ଗଞ୍ଜାମ ରେ ସ୍ଵାମୀ ର ଅଧିକାର ପାଇଁ ଲଢେଇ କରି ଚର୍ଚ୍ଚାରେ ଥିବା କେ ଦୀପିକା ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଦୀପିକା କମେଣ୍ଟ ମ-ରା-କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଖବର ଅନୁଯାୟୀ ଜଣେ ଯୁବକ ରାସ୍ତା ମଝିରେ ଦୀପିକାଙ୍କୁ କମେଣ୍ଟ ପାସ କରିଥିଲା । ବ୍ରହ୍ମପୁର ଟ୍ରାଫିକ ଥାନା ନିକଟସ୍ଥ ସାହିରେ ଦୀପିକାଙ୍କୁ କମେଣ୍ଟ ମା-ରି-ଥି-ବା ନେଇ ଅ-ଭି-ଯୋ-ଗ ହେଇଛି ।

କମେଣ୍ଟ ମା-ରି-ବା ପରେ ଦୀର୍ଘ ସମୟ ଧରି ଦୀପିକା ଉକ୍ତ ଯୁବକଙ୍କୁ ତାଙ୍କ ଦୋକାନରେ ରଖିଥିଲେ । ଏହା ପରେ ଅଟକ ଯୁବକ ଜଣଙ୍କୁ ନିଜ ସମର୍ଥକ ଙ୍କ ଦ୍ଵାରା ଆ-କ୍ର-ମ-ଣ କରିଥିଲେ । ଏହା ପରେ ରାସ୍ତା ଉପରେ ଦୀପିକା ଏବଂ କିଛି ଯୁବକଙ୍କ ମଧ୍ୟରେ ମା-ର ପି-ଟ ଆରମ୍ଭ ହୋଇଥିଲା । ସେପଟେ ସୂଚନା ପାଇବା ପରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।  ବର୍ତ୍ତମାନ ଏହି ଭାଇରାଲ ହୋଇଥିବା ଭିଡିଓ କୁ ନେଇ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *