ବନ୍ଧୁଗଣ ଆପଣ ମାନେ ସମସ୍ତେ ଶୁଣିଥିବେ ଜ୍ଯୋତିଷ ଶାସ୍ତ୍ର ରେ ବହୁତ କିଛି ଲେଖା ରହିଛି ମଣିଷ ଜୀବନ ବିଷୟରେ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ରଙ୍ଗ ମଧ୍ୟ ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ମାନଙ୍କର ବହୁତ ମହତ୍ଵ ରହିଛି ଯାହା ଶାସ୍ତ୍ରରେ କୁହା ଯାଇଛି । ୧୨ ଗୋଟି ରାଶି ମଧ୍ୟରୁ ତୁଳା ରାଶି ହେଉଛି ଅନ୍ୟତମ । ଆଜି ଆମେ ଆପଣଙ୍କ ପାଇଁ ୩ଟି ରଙ୍ଗ ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ହେବ । ଏହା ପରେ ଆମେ ଖିବୁ ତୁଳା ରାଶିର ବ୍ୟକ୍ତିଙ୍କ ଭାଗ୍ୟ କଣ ଲେଖା ଅଛି ଏହି ନମ୍ବର ବା ରଙ୍ଗ ଜରିଆରେ । ତେବେ ଆପଣ ନିଶ୍ଚୟ ଗୋଟେ ନମ୍ବର ବା ରଙ୍ଗ ବାଛନ୍ତୁ ଆଉ ଜାଣନ୍ତୁ ନିଜର ଭବିଷ୍ୟତ ।
୧- ହଳଦିଆ ରଙ୍ଗ : ଯଦି ଆପଣ ହଳଦିଆ ରଙ୍ଗ ଚୁଜ କରିଛନ୍ତି ଯାହାର ନମ୍ବର ୧ ତେବେ ଆପଣଙ୍କ ପାଖରେ ଧନ ସମସ୍ଯା ରହିଥାଏ । ଆପଣଙ୍କର ଯେତେ ବି ରୋଜଗାର ହୋଇଥାଏ ତା ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ଆପଣ କଞ୍ଜୁସ ବ୍ୟକ୍ତି ନୂହନ୍ତି । ଆପଣଙ୍କ ହୃଦୟ ବହୁତ ବଡ ହୋଇଥାଏ । ଏହି କାରଣରୁ ଆପଣଙ୍କର ସବୁ ପଇସା ଖର୍ଚ୍ଚ ହୋଇ ଯାଇଥାଏ । ଏହି ସମସ୍ଯା ଦୂର କରିବା ପାଇଁ ଆପଣଙ୍କୁ ହଳଦିଆ କାଗଜରେ ୧ ଲେଖି ନିଜ ପାଖରେ ରଖିବା ଦ୍ଵାରା ଧନ ସମସ୍ଯା ଦୂର ହେବ ।
୨- ନୀଳ ରଙ୍ଗ : ଯେଉଁ ମାନେ ନୀଳ ରଙ୍ଗ ଚୟନ କରିଛନ୍ତି ତେବେ ନୀଳ ରଙ୍ଗ ପଜେଟିଭ ଚିହ୍ନ ଅଟେ । ଏହା ସହ ଏଥିରେ ଥିବା ୩ ନମ୍ବର ଦେବଗୁରୁ ବୃହସ୍ପତି ଙ୍କ ସହ ସମ୍ବଧ ରଖିଥାଏ । ଏମିତିରେ ଆପଣ ଗୋଟେ ହଳଦିଆ କାଗଜ ନେଇ ୩ କୁ ଥର ଲେଖିବେ ଆଉ ଆପଣଙ୍କ ପାଖରେ ରଖିବେ ତେବେ ଆପଣଙ୍କ ଜୀବନର ସବୁ ସମସ୍ଯା ଦୂର ହେବ । ଯଦି ଆପଣଙ୍କ କାମରେ ଅବରୋଧ ଆସୁଛି ତାହା ମଧ୍ୟ ଦୂର ହେବ ଏହି ଉପାୟ କରିବା ଦ୍ଵାରା । ଯଦି ଆପଣଙ୍କ ଜୀବନ ସ୍ଲୋ ଚାଲୁଅଛି ତେବେ ଠିକ ହୋଇଯିବ ।
୩- ନାଲି ରଙ୍ଗ : ଯଦି ଆପଣ ନାଲି ରଙ୍ଗ ଚୟନ କରିଛନ୍ତି ଯାହାର ନମ୍ବର ୫ ରହିଛି ତେବେ ନାଲି ରଙ୍ଗର ଅର୍ଥ ହେଉଛି ଜୀବନରେ ଉତଥାନ ପତନ ଆସିବା । ଅନେକ ସମୟରେ ଆପଣଙ୍କୁ ଲାଗିଥାଏ କିସମତ ଆପଣଙ୍କର ସାଥ ଦେଉ ନାହି । ଅନ୍ୟ ପକ୍ଷରେ ନାଲି ରଙ୍ଗ ପ୍ରେମର ପ୍ରତୀକ ଅଟେ । କିନ୍ତୁ ୫ ନମ୍ବର ବୁଦ୍ଧି ର ଅଙ୍କ ହୋଇଥାଏ । ତେଣୁ ଆପଣ ସବୁଜ ରଙ୍ଗର କାଗଜରେ ୫୦୫ ଲେଖିବାକୁ ହେବ ।
ଏହା ଆପଣଙ୍କ ପାଖରେ ରଖିଲେ ବୁଦ୍ଧି ତେଜ ହେବା ସହ ସଠିକ ନିସ୍ପତି ନେବେ । ଆପଣ ଏମିତି କରିଲେ କିସମତରେ ବହୁତ କିଛି ହାସଲ କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।