ପ୍ରଥମ ଥର ପାଇଁ ଦେଖନ୍ତୁ “ତୁଳସୀ” ଧାରାବାହୀକ ରେ ଅଭିନୟ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଛନ୍ଦିତ (ଲିସା) ଙ୍କ ରିୟଲ ଲାଇଫ Family

ବନ୍ଧୁଗଣ, ଆପଣ ମାନେ ସମସ୍ତେ ମୋହନା ଙ୍କୁ ଟିଭି ପରଦାରେ ଦେଖିଥିବେ । ବନ୍ଧୁଗଣ ଓଡିଆ ଧାରାବାହିକ ତୁଳସୀରେ ଆପଣ ମାନେ ମୋହନା ଅଥବା ଛନ୍ଦିତା ପାଢି ଙ୍କୁ ଦେଖିଥିବେ । ବନ୍ଧୁଗଣ ଏହି ସିରିୟଲ ରେ ଲିସା ର କିରଦାର ନିଭାଇ ସେ ବହୁତ ପ୍ରସିଦ୍ଧ ହୋଇଆସିଛନ୍ତି । ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ବନ୍ଧୁଗଣ ତାଙ୍କ ଅଭିନୟ କୁ ଦେଖିବା ପାଇଁ ଦର୍ଶକ ମାନେ

ବହୁତ ଉତ୍କଣ୍ଠା ର ସହିତ ସଠିକ ସମୟ କୁ ଅନାଇ ବସୁଥିଲେ । ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅନେକ ଫ୍ୟାନ୍ସ ଫଲୋଇଙ୍ଗ ମଧ୍ୟ ରହିଅଛି । ଏହା ବ୍ୟତୀତ “ତାରାତାରିଣୀ” ସିରିୟଲ ରେ ଦର୍ଶକେ ତାଙ୍କୁ ବହୁତ ପସନ୍ଦ କରିଥିଲେ । ମାତ୍ର ଏହି ସିରିୟଲ ଟି ସରିଲା ପରେ ମୋହନା ଅନ୍ୟ କୌଣସି ସିରିୟଲ ରେ ଅଭିନୟ କରୁ ନାହାଁନ୍ତି । ବନ୍ଧୁଗଣ ଆପଣ ମାନେ ଭଲ ଭାବରେ ଅବଗତ ଯେ, ବର୍ତ୍ତମାନ କୋରୋନା ସଂକ୍ରମଣ କିଭଳି ଭାବେ ଧୃତ ଗତିରେ ମାନବ ସମାଜକୁ ସଂକ୍ରମଣ କରି ଚାଲିଛି ।

ବନ୍ଧୁଗଣ ସରକାର ଏହି ପରିସ୍ଥିତି କୁ ଦେଖି ବାରମ୍ବାର ଲକଡାଉନ ତଥା ସଟ ଡାଉନ ଲାଗୁ କରିଛନ୍ତି । ବର୍ତ୍ତମାନ ମୋହନା ଅର୍ଥାତ “ଛନ୍ଦିତା ପାଢୀ” ଲକଡାଉନ ସମୟରେ ନିଜ ଗାଁ କୁ ଚାଲି ଯାଇଛନ୍ତି । ମୋହନା ଘରକୁ ଯାଇ ନିଜ ପରିବାର ଲୋକଙ୍କ ସହିତ ସମୟ ବିତାଉଥିବାର ନଜର ଆସିଛନ୍ତି । ବନ୍ଧୁଗଣ ଘରକୁ ଯାଇ ନିଜ ପରିବାର ଲୋକ ଙ୍କ ସହିତ ପ୍ରଥମ ଥର ପାଇଁ ସୋସିଆଲ ମିଡିଆ ରେ ଫୋଟ ଉପଲୋଡ କରିଛନ୍ତି ।

ବନ୍ଧୁଗଣ ବର୍ତ୍ତମାନ ତାରାତାରିଣୀ ସିରିୟଲ ବନ୍ଧ ଥିବାରୁ ଛନ୍ଦିତା ଅନ୍ୟ କୌଣସି ସିରିୟଲ ରେ କାମ କରୁ ନାହାନ୍ତି । ମାତ୍ର ସୂଚନା ଅନୁଯାୟୀ ଆଗାମୀ ଦିନ ମାନଙ୍କରେ ତାଙ୍କର ଗୋଟିଏ ନୂଆ ଧାରାବାହିକ ଆସିବାକୁ ଯାଉଅଛି । ବନ୍ଧୁଗଣ ସେହି ସିରିୟଲଟିର ନାମ ରହିଛି ମଙ୍ଗୁଳା କନ୍ୟା ।

ବନ୍ଧୁଗଣ ଏହି ସିରିୟଲ ରେ ଆପଣ ମୋହନା ଅଥବା ଲିସା, ଚନ୍ଦନ ଏବଂ ତୁଳସୀ ଙ୍କର ପୁରୁଣା ଯୋଡି କୁ ନୂଆ ରୂପରେ ଦେଖିବାକୁ ପାଇବେ । ବନ୍ଧୁଗଣ ଏହି ସିରିୟଲ ରେ ଆପଣ ମାନେ ପୁଣିଥରେ ନୂତନ କରି ଟ୍ରାଏଙ୍ଗାଲ ଲଭଷ୍ଟୋରୀ ଦେଖିବାକୁ ପାଇବେ । ମୋହନା ଙ୍କୁ ଟିଭି ପରଦାରେ ଦେଖିବାକୁ ଦର୍ଶକବନ୍ଧୁ ବହୁତ ଉତ୍କଣ୍ଠା ସହିତ ଅପେକ୍ଷା କରିଛନ୍ତି ।

ବନ୍ଧୁଗଣ କେବଳ ଦେଖିବା ବାକି ଅଛି ଯେ, ମୋହନା ଙ୍କ ଅଭିନୟ ଏତେ ସମୟ ପରେ ଦର୍ଶକ ମାନଙ୍କୁ କିଭଳି ଭାବେ ପ୍ରଭାବିତ କରୁଛି । ସେ ଯାହା ହେଉ ନା କାହିଁକି ଅନେକ ସମୟ ଧରି ଇଣ୍ଡଷ୍ଟ୍ରି ରେ ବ୍ୟସ୍ତ ଥିବା ମୋହନା ବର୍ତ୍ତମାନ ଲକ ଡାଉନ ରେ ନିଜ ଘରକୁ ଫେରି ପରିବାର ସଦସ୍ୟ ଙ୍କ ସହିତ ବହୁତ ଖୁସି ଅଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *