ପ୍ରତେକ ଘର ମାନଙ୍କରେ ତୁଳସୀ ଗଛ ଲାଗିଥାଏ । ହିନ୍ଦୁ ଧର୍ମ ଅନୁସାରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଛି । ତୁଳସୀ ଗଛକୁ ପ୍ରତି ଦିନ ପୂଜା କରିବା ଦ୍ୱ୍ରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଏହା ସହ ଭଗବାନ ବିଶୁଣୁଙ୍କ କୃପା ଲାଭ ମଧ୍ୟ ହୋଇଥାଏ । ତୁଳସୀ ଗଛ ପୂଜା କରିବା ପରେ ତାହାକୁର ପୂଜା କରିବା ଉଚିତ ବୋଲି ହିନ୍ଦୁ ଧର୍ମ ରେ ମାନ୍ୟତା ରହିଛି । ତୁଳସୀ ଗଛକୁ ଔଷଧୀୟ ଭାବେ ମଧ୍ୟ ବ୍ୟବହାର କରାଯାଏ ।
କାରଣ ତୁଳସୀ ପାତ୍ର ର ସେବନ ଦ୍ଵାରା ଥଣ୍ଡା, ଆକାଶ ଭଲ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ବାସ୍ତୁ ଅନୁସାରେ ତୁଳସୀ ଗଛ ପାଖରେ କେଉଁ ଗଛ ଲଗାଇଲେ ଧନର ବୃଦ୍ଧି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ଭଗବାନ ବିଶୁଣୁଙ୍କ କୃପା ଲାଭ ହୋଇଥାଏ ।
ଯାହା ଦ୍ଵାରା ଗୃହରେ ଧନର ବର୍ଷା ହୋଇଥାଏ । ଯଦି ଆପଣଙ୍କ ଘରେ କଦଳୀ ଗଛ ଅଛି ତେବେ ଆପଣ ବାସ୍ତୁ ଅନୁସାରେ ଇଶାନ କୋଣ ରେ ଲଗାଇବା ଉଚିତ । ଏହା ଦ୍ଵାରା ଘରେ ସମସ୍ତେ ନିରୋଗୀ ରହିବା ସହ ଧନର ବୃଦ୍ଧି ହୋଇଥାଏ । ଯଦି ଆପଣଙ୍କ ଘରେ ଲଗା ଯାଇଥିବା ଗଛ ଗୁଡିକର ଦିଗ ଠିକ ଭାବେ ହୋଇ ନ ଥିବ ତେବେ ଆପଣଙ୍କର ଲାଭ ବଦଳରେ କ୍ଷତି ହୋଇଥାଏ ।
ତେଣୁ ପ୍ରତେକ ଗଛ ଗୁଡିକ ଘରେ ଲଗାଇବା ସମୟରେ ସଠିକ ଦିଗରେ ଲଗାଇବା ଉଚିତ । ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ଆପଣଙ୍କ ଜୀବନରେ ଚାଲିଥିବା ଧନ ଜନିତ ସମସ୍ଯାର ନିବାରଣ ହୋଇ ପାରିବ ।
ଯଦି ଆପଣଙ୍କ ଘରେ ଦୁଖ ଦରିଦ୍ରତା ଲାଗି ରହିଛି ତେବେ ଏହି ଉପାୟ କରିବା ଦ୍ଵାରା ଏହା ଦୂର ହୋଇଥାଏ । ଆମ ଜୀବନରେ ପ୍ରତେକ ଗଛ ଗୁଡିକର ବିଶେଷ ମହତ୍ଵ ରହିଛି । ଏମିତି କିଛି ଗଛ ରହିଛି ଯାହାର ପ୍ରଭାବରେ ଆମ ଗୃହରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ । କିନ୍ତୁ ଏମିତି ବି କିଛି ଗଛ ଯାହାର ପ୍ରଭାବରେ ଆମ ଜୀବନରେ କିଛି ଖରାପ ପ୍ରଭାବ ପଡିଥାଏ ।
କିନ୍ତୁ ତୁଳସୀ ଗଛ ଏମିତି ଏକ ଗଛ ଯାହାକୁ ପୂଜା କରିବା ସହ ଅନେକ ରୋଗକୁ ଦୂର କରିବାରେ ବ୍ୟବହାର କରାଯାଏ । ଏମିତି କି ଯଦି ଆପଣ ଘରୁ ବାହାରିବା ସମୟରେ ତୁଳସୀ ଗଛର ଦର୍ଶନ କରି ଯାଆନ୍ତି ତେବେ ଆପଣଙ୍କର ସମସ୍ତ କାମ ପୂରଣ ହେବ । ଆପଣ ଜୀବନରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।