୧୦ ବର୍ଷ ପରେ ଏମିତି ଦେଖାଯାଉଛନ୍ତି ତୁଲସୀ! ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆମ ଓଡିଶାରେ ବହୁତ ଲୋକ ଟିଭି ଦେଖିବାକୁ ଭଲ ପାଆନ୍ତି, ସେମାନେ ବହୁତ ସିରିୟଲ ପ୍ରିୟ ହୋଇଥାନ୍ତି । ଆପଣଙ୍କର ମନେଥିବ ଗୋଟେ ଓଡିଆ ସିରିୟଲ ଆସୁଥିଲା ଯାହାର ନାମ ତୁଲସୀ ଥିଲା । ଇଏ ଆଉ କେହି ନୁହନ୍ତି ସେ ହେଉଛନ୍ତି ସେଇ ଆଲବମଜଗତର ଚୁଲବୁଲି ନାୟିକା ଈପ୍ସିତା।ସେ ବହୁତ ଆଲବମ ଅଭିନୟ କରିବା ସହିତ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ସେ ଲୋକ ପ୍ରିୟ ସିରିୟଲ, ଓ ଘରେ ଘରେ ପରିଚିତ ଥିଲେ ତୁଲସୀ ନାମରେ । ତୁଲସୀର ମୁଖ୍ୟ ଭୂମିକାରେ ଈପ୍ସିତା ମହାନ୍ତି ଅଭିନୟ କରୁଥିଲେ, ଏହି ସିରିୟଲ ଇ ଟିଭିରେ ପ୍ରସାରିତ ହେଉଥିଲା । ସେହି ସମୟରେ ଏହି ସିରିୟଲ ବହୁତ ଲୋକପ୍ରିୟ ହୋଇଥିଲା ଓ ସେହି ଅଭିନୟକୁ ସେ ବହୁତ ଭଲଭାବରେ ନିଭାଇ ଥିଲେ ।

Image Courtesy: Google

ଆଜି ଆମେ ଏଠାରେ ସେହି ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା କରିବା । ଈପ୍ସିତା କେଉଁଠି ରହୁଛନ୍ତି, କଣ କରୁଛନ୍ତି ଓ ତାଙ୍କ ପରିବାର ବିଷୟରେ । ସେ ବହୁତ ଭଲ ଅଭିନେତ୍ରୀ ହୋଇ ମଧ୍ୟ କଣ ପାଇଁ ସିରିୟଲ ଜଗତରୁ ଦୂରେଇ ଯାଇଛନ୍ତି । ଆଜି ଆମେ ଈପ୍ସିତଙ୍କର ବ୍ୟକ୍ତି ଗତ ଜୀବନ ବିଷୟରେ ଜଣାଇବୁ ଆଉ କେବେସେ ସିରିୟଲ ଜଗତକୁ ଫେରିବେ, ସବୁପ୍ରକାର ସୂଚନା ଦେବୁ ।

Image Courtesy: Google

ଏହି ତୁଲସୀ ସିରିୟଲରେ କାମ କରୁଥିବା  ଅଭିନେତ୍ରୀଙ୍କ ପ୍ରକୃତ  ନାମ ହେଉଛି ଈପ୍ସିତା ମହାନ୍ତି । ଏହି ଅଭିନେତ୍ରୀଙ୍କ ଘର ହେଉଛି ଭୁବନେଶ୍ଵର । ଈପ୍ସିତା ଏହି ଭୁବନେଶ୍ବରରେ ମଧ୍ୟ ଜନ୍ମ ଗ୍ରହଣ କରିଛନ୍ତି । ଈପ୍ସିତାଙ୍କ ପରିବାରରେ ତାଙ୍କ ସ୍ଵାମୀ ରୋହିତ ଶର୍ମା ଓ ତାଙ୍କର ଗୋଟିଏ ପୁଅ ଏବଂ ଝିଅ । ଆପଣ ଭାବୁଥିବା ଏହି ପ୍ରତିଭାଶାଳୀ ଅଭିନେତ୍ରୀ ଔ କଣ ପାଇଁ ଓଡିଶାରେ ଦେଖାଯାଉ ନାହାନ୍ତି । ସେ ଏବେ କେଉଁ ଠାରେ ରହୁଛନ୍ତି । ଈପ୍ସିତା ଏବେ  ତାଙ୍କ ସ୍ଵାମୀ ସହିତ ଦୁବାଇରେ ରହୁଛନ୍ତି ।

Image Courtesy: Google

ବହୁତ ଆଗରୁ ଅଭିନେତ୍ରୀ ଈପ୍ସିତା ବହୁତ ସାରା ଆଲବମ ଓ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ବହୁତ ଲୋକ ପ୍ରିୟା ଆଲବମ ରହିଛି ତା ମଧ୍ୟରୁ କେତକ ଲୋକପ୍ରିୟ ଆଲବମ ରହିଛି ସେଗୁଡିକ ହେଲା ‘ତୁ ମୋର ହୋଇଯା, ଏତେ ସୁନ୍ଦର, ଗୁଲୁଗୁଲିଆ ଝିଅଟେ ତୁଲୋ, ଏହା ସହିତ ସେ ଗୁଡ ବାୟ ଚଳଚିତ୍ରରେ  ଅଭିନୟ କରିସାରିଛନ୍ତି । ଏହି ଚଳଚିତ୍ରରେ ଅରିନ୍ଦମ ସହିତ ଦେଖାଦେଇଥିଲେ, ଖବର ଅଛିକି ସେ ଆଉ ପରବର୍ତୀ ସମୟରେ ସିରିୟଲରେ ଅଭିନୟ କରି ନପାରନ୍ତି ।

Leave a Reply

Your email address will not be published. Required fields are marked *