ତୁଳସୀର ଗୋତିଏ ପତ୍ର ନିଜର ପର୍ସ ରେ ରଖନ୍ତୁ ? ତା ପରେ ଦେଖନ୍ତୁ କମାଲ

ବନ୍ଧୁଗଣ ଆଜି ଆମେ ଏମିତି ଗୋଟିଏ ଉପାୟ ଆଲୋଚନା କରିବା ଯାହା କରିବା ଦ୍ଵାରା ଆପଣଙ୍କ ଜୀବନ ବଦଳି ପାରେ । ତୁଲସୀର ଗୋଟିଏ ପତ୍ର ନିଜ ପର୍ଶରେ ରଖନ୍ତୁ ତାପରେ ଦେଖନ୍ତୁ ଏହାର କମାଲ । ତେଣୁ ଆସନ୍ତୁ ଏହି ସୁନ୍ଦର ବିଷୟ ବସ୍ତୁ ଆଲୋଚନା କରିବା । ପ୍ରଥମେ ଏହି ଉପାୟ ପାଇଁ ଆପଣଙ୍କୁ ବହୁତ ବାଧା ବିଘ୍ନ ଆସିପାରେ । ଯେମିତିକି ତୁଲସୀ ପତ୍ର ସୋମବାର, ମଙ୍ଗଳବାର, ଗୁରୁବାର, ଏବଂ ରବିବାରରେ ତୋଳାଜାଏ ନହିଁ । ଏବେ କଥା ଆସୁଛି ବୁଧବାର, ଶୁକ୍ରବାର, ଏବଂ ଶନିବାର ଆପଣ ଏହିଦିନ ତୁଲସୀର ପତ୍ର ତୋଳିପାରିବେ ।

ଏଠାରେ ଗୋଟିଏ ନିୟମ ଲାଗୁ ହୋଇଛି, ନିୟମଟି ହେଉଛି ଆପଣଙ୍କ ପର୍ସ କଳା ନ ହେବା ଆବଶ୍ୟକ । ଆପଣ ପର୍ଶରେ ଯେଉଁ ଜାଗାରେ ଟଙ୍କା ରଖନ୍ତି ସେହି ଜାଗାରେ ତୁଲସୀ  ପତ୍ରକୁ ରଖୀ ଦିଅନ୍ତୁ । ଏବେ ଆଲୋଚନା କରିବା ତୁଲସୀ ପତ୍ରକୁ କିଭଳି ବିଧି ବିଧାନସହ ରଖିବେ । ଯେତେବେଳେ ସକାଳୁ ଗାଧୋଇ ତୁଲସୀ ପାଖକୁ ଯିବେ ସେତେବେଳେ ୧୦୮ ଥର ରାମ ନାମ ଜପିବା ଆବଶ୍ୟକ । ତାପରେ ପ୍ରଭୁଙ୍କ ନାମ ଧରି ତୁଲସୀ ପତ୍ର ତୋଳିବେ ।

ଯେତେବେଳେ ଆପଣ ତୁଲସୀ ପତ୍ର ତୋଳି ନେବେ ତାପରେ ଆପଣ ନିଜର ହାତ ମୁଠା ବନ୍ଦ କରି ୨୧ ବା ୧୦୮ ଥର ରାମ ନାମ ଜପ କରନ୍ତୁ । ଯଦି ଆପଣଙ୍କୁ ଏହି ସମୟରେ କଇଁଛ ମାଛ, ଝିଟିପିଟି, ଅଥବା ଛିଙ୍କ ହୁଏ  ତେବେ ଏହାକୁ ଶୁଭର ପ୍ରତୀକ ମନାଯାଏ ।

ଏହାପରେ ସେହି ତୁଳସୀର ପତ୍ରକୁ ପର୍ଶରେ ଟଙ୍କା ରଖିବା ସ୍ଥାନରେ ରାଖୀ ଦିଅନ୍ତୁ । ଦେଖିବେ ଏହା ପରେ ଆପଣଙ୍କ ଭାଗ୍ୟ ନିଶ୍ଚିନ୍ତ ରୂପେ ବଦଳି ଯିବ ଏବଂ ଆପଣଙ୍କ ପର୍ସ କେବେବି ଖାଲି ରହିବ ନହିଁ । ତେବେ ଏହାଥିଲା ଆଜିର ବିଷୟ ବସ୍ତୁ । ଏହା କରି ଦେଖନ୍ତୁ ଦେଖିବେ ବହୁତ କମ ଦିନରେ ଆପଣଙ୍କ ଭାଗ୍ୟ ବଦଳି ଯିବ । ଏହା ସମ୍ପୁର୍ଣ୍ଣ ସତ୍ୟ ଅଟେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *