ଓଡିଆ ସିରିଏଲ ଜଗତ ବହୁତ ଅଲଗା ଅଟେ, ଏଠି ଲୋକେ ଦେଖା ହୁଅନ୍ତି ଓ ସମ୍ପର୍କ ବଢି ବଢି ଚାଲେ । ଏଠାରେ ପ୍ରାୟତଃ ଲୋକେ ସମସ୍ତଙ୍କୁ ଜାଣି ଥାନ୍ତି ତେବେ ଗୋଟେ ସିରିଏଲ ଛାଡିଲେ ଅନ୍ୟ ସିରିଏଲରେ କାମ ମିଳିଥାଏ । କଣ ଆପଣ ଜାଣିଛନ୍ତି ଏମିତି କିଛି ସିରିଏଲ ଅଛି ଯାହା ଟିଆରପି ଦିନକୁ ଦିନ ବଢି ବଢି ଯାଇଥାଏ ତେବେ ଏହି ସବୁ ସିରିଏଲ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।
ତେବେ ଏମିତି ଗୋଟେ ସିରିଏଲ ଥିଲା “ତୁଳସୀ” ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଥିଲା କିନ୍ତୁ ତୁଳସୀ ସିରିଏଲ ସାରିବା ପରେ ଲୋକେ ଏହି ସିରିଏଲ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କୁ ଖୋଜିବାକୁ ଇଛା କରିଥିଲେ ।

ଏହି ସିରିଏଲ ମୁଖ୍ୟ ନାଇକା ଥିଲେ ମାନସୀ ପାଲ ସେ ତାଙ୍କ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନ ବେସ ଭଲ ଭାବରେ କିଣି ପାରିଥିଲେ କଣ ଆପଣ ଏହା ଜାଣିଛନ୍ତି ଯେ ମାନସୀ ପାଲ ତୁଳସୀ ସିରିଏଲ ସମାପ୍ତ ହେଲା ପ୍ପାରେ ଅନ୍ୟ କୌଣସି ସିରିଏଲ ରେ କାମ କରୁ ନାହାନ୍ତି ତେବେ ଏହି ସିରିଏଲ ମୁଖ୍ୟ ଅଭିନେତା । “ମୋ ଦେହେ ବୋଳିଦେ ତୋ ଦେହ କଳା” ରେ ଅଭିନୟ କରୁଥିବାର ଦେଖା ଦେଇଛନ୍ତି ।

କିନ୍ତୁ ମାନସୀ କେଉଁ ସିରିଏଲରେ ବି କାମ କରୁଥିବାର ଦେଖା ଯାଇ ନାହାନ୍ତି । ତେବେ ସମସ୍ତଙ୍କୁ ଏହା ଆଶଙ୍କା ହେଲାଣି ଯେ ମାନସୀ ଅଭିନୟ ଦୁନିଆ ଛାଡିବେଣୀ ତ । ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ମାନସୀଙ୍କ ସେମିତି କିଛି ଇଛା ନାହିଁ କିନ୍ତୁ ବର୍ତମାନ ସେ ସିରିଏଲ ଦୁନିଆ ଠାରୁ କିଛି ଦୂରେଇ ରହିବାକୁ ଇଛା କରିଛନ୍ତି । ମାନସୀଙ୍କୁ କିଛି ଆଲ୍ବମରେ କାମ କରୁଥିବାର ଦେଖା ଯାଇଛି ଓ ଏହା ଛଡା ଖବର ମଧ୍ୟ ଆସିଛି ଯେ ମାନସୀ କୌଣସି ଫିଲ୍ମର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ।

ସେଥିପାଇଁ ସେ କୌଣସି ସିରିଏଲରେ ଦେଖା ଯାଉ ନାହାନ୍ତି ଓ ଖୁବ ଶୀଘ୍ର ଫିଲ୍ମ ଶୁଟିଙ୍ଗ ସାରିବା ପରେ ସେ ସିରିଏଲ ଦୁନିଆକୁ ଫେରି ଆସିବେ । ତୁଳସୀ ସିରିଏଲ ଅନ୍ୟ ସବୁ କଳାକାର ମାନେ କୌଣସି ନା କୌଣସି ସିରିଏଲରେ ଦେଖା ଦଉଛନ୍ତି ଓ ନିଜ ଅଭିନୟ ଦୁନିଆରେ ଆଗେଇ ଚାଲିଛନ୍ତି ତେବେ ମାନସୀଙ୍କ ଫିଲ୍ମ ପାଇଁ ଦର୍ଶକ ମାନେ ଅପେକ୍ଷା କରିଛନ୍ତି ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।