କୁମକୁମ ଭାଗ୍ଯର ଏହି ଅଭିନେତ୍ରୀଙ୍କ ଭିଡିଓ ହେଉଛି ଭାଇରାଲ- କହିଲେ “ମୋ ପାପା ମତେ ଜୀବନରୁ ମାରିଦେବେ”…

ଉତରା ପ୍ରଦେଶର ବରେଲୀରେ ବାସକରୁଥିବା ଟିଭି ଅଭିନେତ୍ରୀ ତୃପ୍ତି ଶଙ୍ଖଧରର ଗୋଟେ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ତୃପ୍ତି ତାଙ୍କ ପିତା ଉପରେ ଅଭିଯୋଗ ଆଣିଛନ୍ତି । ତୃପ୍ତି କହିଛନ୍ତିକି ଟଙ୍କାର ପିତା ତାଙ୍କୁ ଜୀବନରୁ ମାରିବାକୁ ଚେଷ୍ଟା କରୁଛନ୍ତି । ଭିଡିଓରେ ତାଙ୍କ ମା ବି ଦେଖାଯାଉଛନ୍ତି । ଅଭିନେତ୍ରୀ ବରେଲୀ ପୋଲିଶଙ୍କ ଠୁ ସୁରକ୍ଷାର ଗୁହାରି କରୁଛନ୍ତି । ଇନଷ୍ଟାଗ୍ରାମରେ ଅପ୍ଲୋଡ କରିଥିବା ଏହି ଭିଡିଓକୁ ତୃପ୍ତି ସିଏମ ୟୋଗୀ ଓ ବରେଲୀ ପୋଲିଶଙ୍କୁ ଟ୍ୟାଗ କରିଛନ୍ତି ।

ବାପା ଚୁଟି ଧରିକି ବାଡେଇଲେ

ଭାଇରାଲ ଭିଡିଓରେ ତୃପ୍ତି ଶଙ୍ଖଧର କହୁଛନ୍ତିକି ତାଙ୍କ ବାପା ରାମ ରତନ ଶଙ୍ଖଧର ତାଙ୍କୁ ଜୀବନରୁ ମାରିବା ପାଇଁ ଚେଷ୍ଟା କରିଥିଲେ । ତାଙ୍କ ଚୁତିଧାଡ଼ି ମାରି ତାଙ୍କ ହାତକୁ କାଟିବା ପାଇଁ ଚେଷ୍ଟା କରିଥିଲେ । ତାଙ୍କ କହିବ ଅନୁସାରେ ଲଗାତର ତାଙ୍କୁ ଓ ତାଙ୍କ ମାକୁ ମରାମରି କରୁଛନ୍ତି ।

View this post on Instagram

 

A post shared by Tripti Shankhdhar (@triptishankhdhar) on  

‘ ନିଜ ପସନ୍ଦର ପୁଅ ସହିତ ବାହାଘର କରିବାକୁ ଅତ୍ୟାଚାର ‘

ତୃପ୍ତି କହୁଛନ୍ତିକି ସେ ତାଙ୍କ ଇଚ୍ଛାରେ କିଛି କରି ପାରୁ ନାହାନ୍ତି । ତାଙ୍କର ପିତା ତୃପ୍ତିଙ୍କୁ କହୁଛନ୍ତି ମୁମ୍ବାଇ ପଠେଇବାରେ ସେ ଯେଉଁ ପଇସା ଖର୍ଚ କରିଛନ୍ତି ତାକୁ ଫେରାଇବା ପାଇଁ ନହେଲେ ତାଙ୍କ ଇଚ୍ଛାରେ ବିବାହ କରିବା ପାଇଁ । ତୃପ୍ତି କହିଛନ୍ତି ସେ ୧୯ ବର୍ଷର ଅଛନ୍ତି କିନ୍ତୁ ତାଙ୍କ ବାପା ୨୮ ବର୍ଷର ପୁଅ ସହିତ ବିବାହ କରିବା ପାଇଁ କହୁଛନ୍ତି । ଭିଡିଓ ଭାଇରାଲ ହେଲାପରେ ବରାଦରୀ ପୋଲିଶ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।

ତୃପ୍ତି ମା ମଧ୍ୟ ଲଗେଇଛନ୍ତି ମା ଉପରେ ଅଭିଯୋଗ

ତୃପ୍ତି ଶଙ୍ଖଧର ଏହି ଭିଡିଓ ତାର ଇନଷ୍ଟାଗ୍ରାମରେ ଏହି ଭିଡିଓ ଅପ୍ଲୋଡ କରିଥିଲେ । ଭିଡିଓରେ ତାଙ୍କ ମଧ୍ୟ ସାଥିରେ ରହିଛନ୍ତି ଓ ତାଙ୍କ ମା ମଧ୍ୟ ସ୍ଵାମୀ ଉପରେ ଅତ୍ୟାଚାରର ଅଭିଯୋଗ ଆଣିଛନ୍ତି । ତୃପ୍ତି ବରେଲୀ ପୋଲିଶକୁ ତାର ଓ ତାର ମା ପାଇଁ ସୁରକ୍ଷାର ଗୁହାରି କରିଛି ।

କୁମକୁମ ଭାଗ୍ୟ” ରୁ ଟିଭି ଇଣ୍ଡସଷ୍ଟ୍ରିଜକୁ ଆସିଛନ୍ତି ତୃପ୍ତି

ବରେଲୀର କୁସୁମ ନଗରରେ ରହୁଥିବା ତୃପ୍ତି ବାଲାଜି ପ୍ରଡ଼କସନ ହାଉସର ସିରିୟାଲରୁ ନିଯ କ୍ୟାରୀଅରର ଆରମ୍ଭ କରିଥିଲେ । ଏହି ସିରିୟାଲରେ ଗୁରୁତ୍ଵପୂର୍ଣ ଭୂମିକା ମିଳିବା ପରେ ସେ ଦେବ-୨,ପରମାବତାର ଶ୍ରୀକୃଷ୍ଣ, ଜିନ୍ଦେଗୀ ୟୁ ଟର୍ନ, କସୋଟୀ ଜିନ୍ଦେଙ୍ଗିକି ଭଳି ଧାରାବାହିକରେ ଅଭିନୟ କରିଛନ୍ତି । ସେ ଦକ୍ଷିଣ ଭାରତୀୟ ଫିଲ୍ମରେବୀ ଅଭିନୟ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *