ଟିଭିର ଏହି ଫେମସ ଅଭିନେତ୍ରୀମାନେ Real Lifeରେ ହେଉଛନ୍ତି ନଣନ୍ଦ ଭାଉଜ

ନଣନ୍ଦ ଭାଉଜ ସମ୍ପର୍କ ବହୁତ କୋମଲ ସମ୍ପର୍କ ଅଟେ ଏହା ଭଲ ହେଲେ ବହୁତ ଭଲ ହୋଇଥାଏ ଓ ଖରାପ ହେଲେ ବହୁତ ଖରାପ ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ସାମାନ୍ଯ ଲୋକଙ୍କ ନୁହେଁ ଅଭିନେତ୍ରୀ ମାନଙ୍କ ନଣନ୍ଦ ଭାଉଜ ସମ୍ପର୍କ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଛନ୍ତି ।

ନଣଦ ଭାଉଜ ସମ୍ପର୍କ ଗୋଟେ ସାଙ୍ଗ ଭଳି ମଧ୍ୟ ହୋଇପାରେ କାହିଁକିନା ଦୁହିଙ୍କ ବୟସରେ ବହୁତ ଅଧିକ ତଫାତ ହୋଇନଥାଏ କିନ୍ତୁ ଏହା ଦୁହିଙ୍କ ସ୍ଵଭାବ ଉପରେ ନିର୍ଭର କରିଥାଏ ।

Image Courtesy: Google

୧. ଦିବ୍ୟାଙ୍କା ତ୍ରିପାଠୀ ଦହିୟା :

ଦିବ୍ୟାଙ୍କା ତ୍ରିପାଠୀ ନିଜ କୋଷ୍ଟାର ସହ ବିବାହ କରିଛନ୍ତି ଓ ଦୁହିଙ୍କ ମଝିରେ ବହୁତ ଭଲ ପାଇବା ମଧ୍ୟ ଦେଖିବାକୁ ମିଳିଛି । ଦିବ୍ୟାଙ୍କା ସାଶ ବହୁ ସିରିଏଲ ସବୁଠାରୁ ଡିମାଣ୍ଡିଙ୍ଗ ବହୁତ ଅଟନ୍ତି । ତାଙ୍କ ସିରିଏଲରେ ସେ ବହୁତ ଭଲ ବହୁ ଅଭିନୟ କରିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ସତରେ ସେ କେମିତିକା ବହୁ ତେବେ ଜାଣି ରଖନ୍ତୁ ଦିବ୍ୟାଙ୍କା ନିଜ ସାସୁ ଘରେ ବହୁତ ଗେଲ୍ହି ଅଟନ୍ତି । ତାଙ୍କ ନଣନ୍ଦ ଓ ତାଙ୍କ ସମ୍ପର୍କ ବହୁତ ଭଲ ଅଟେ କାହିଁକିନା ପ୍ରାୟତଃ ସମୟ ଦୁହେଁ ହାଙ୍ଗଆଉଟ ପାଇଁ ଯାଇଥାନ୍ତି ଓ ସୋଶିଅଲ ମିଡିଆରେ ଫଟୋ ପୋସ୍ଟ କରିଥାନ୍ତି । ତାଙ୍କ ନଣନ୍ଦଙ୍କ ନାମ ଋଆ ଅଟେ ଦୁହେଁ ଏକାଠି ବହୁତ ସୁନ୍ଦର ଦେଖା ଯାଇଥାନ୍ତି ।

Image Courtesy: Google

୨.ଦୀପିକା କକଡ :

ଦୀପିକା କକଡ ବର୍ତମାନରେ ନିଜ କୋଷ୍ଟାର ସୋଏବ ଇବ୍ରାହିମ ସହ ବିବାହ କରିଥିଲେ ଓ ଦୁହିଙ୍କ ଯୋଡି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି । ତେବେ ସୋଏବ ଭଉଣୀଙ୍କ ସହ ଦୀପିକାଙ୍କ ସମ୍ପର୍କ ବହୁତ ଭଲ ଅଟେ ଦୁହେଁ ବହୁତ ଫଟୋ ଶେୟର କରନ୍ତି ଓ ଦୀପିକା ଅଧିକ ସମୟ ସୋଏବ ପ୍ପରିବାର ସହ ରହିବା ପସନ୍ଦ କରନ୍ତି ଏହା ଦେଖା ଯାଇଛି ।

Image Courtesy: Google

୩. ଅନିତା ହସନଣନ୍ଦାନି :

ଅନିତାଙ୍କୁ ଆପଣ ମାନେ ପ୍ରସିଦ୍ଧ ସିରିଏଲ ନାଗିନ ରେ ବିଆଇଏସ ଅଭିନୟ କରୁଥିବାର ଦେଖିବେ ସେ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ଓ ସେ ବିଜନେସ ମେନ ରୋହିତ ରେଡି ସହ ବିବାହ କରିଛନ୍ତି । ଦୁହିଙ୍କ ଭଲ ପାଇବା ୧୦ ବର୍ଷ ହୋଇଯାଇଛି କିନ୍ତୁ ଆଜୀବ୍ୟ ଦୁହେଁ ଫ୍ରେସ କପଲ ଦେଖା ଦିଅନ୍ତି । ଅନିତାଙ୍କ ନଣନ୍ଦ ସହ ତାଙ୍କ ସମ୍ପର୍କ ବହୁତ ଭଲ ଦୁହେଁ ସପିଙ୍ଗ ଓ ଅନ୍ୟ କାମ ପାଇଁ ବା ବୁଲିବାକୁ ଏକାଠି ଯାନ୍ତି ଓ ବହୁତ ସୁନ୍ଦର ମଧ୍ୟ ଲାଗନ୍ତି ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *