ବହୁତ ହିଁ ଅଧିକ Educated ଅଟନ୍ତି Tvର ଏହି 5ଜଣ ଅଭିନେତ୍ରୀ

ଫିଲ୍ମ ଜଗତରେ ବହୁତ ସୁନ୍ଦର ଅଭିନେତ୍ରୀ ମାନେ ଅଛନ୍ତି ଯିଏ ଆମମାନଙ୍କର ମନୋରଞ୍ଜନ କରୁଛନ୍ତି । କିନ୍ତୁ ସେମାନଙ୍କୁ ଏଠାରେ ବହୁତ ଷ୍ଟ୍ରଗଲ କରିବାକୁ ପଡିଥାଏ । ଖାଲି ଟିଭି ଜଗତରେ କି ଫିଲ୍ମ ଜଗତରେ ଆସିବା ଏମାନଙ୍କର ଲକ୍ଷ ହୋଇନଥାଏ । ଏମାନେ ମଧ୍ୟ ବହୁତ ପାଠ ପଢିଛନ୍ତି , ଆଜି ଆମେ ଆପଣଙ୍କୁ କହିବୁ ଆପଣ ମାନଙ୍କର ଟିଭି ଅଭିନେତ୍ରୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ।

ଆସନ୍ତୁ ଆଲୋଚନା କରିବା ଟିଭି ଜଗତର ରିଧିମା ପଣ୍ଡିତଙ୍କ ବିଷୟରେ  ସେ ‘ଖତୋରୋ କି ଖିଲାଡ଼ି ‘ ବି ନଜର ଆସିଥିଲେ । କିନ୍ତୁ ସେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବହୁତ ଭଲ ଅଛି, ସେ ସୋସିଆଲ ସାଇନ୍ସ ଓ ପୋଷ୍ଟ ଗ୍ରାଜୁଏସନ କରିଥିଲେ ଇଭେନ୍ଟ ମ୍ୟାନେଜମେଣ୍ଟରେ । ସେ ଏଇ ଲାଇନରେ ମଧ୍ୟ କାମ କରିଥିଲେ କିନ୍ତୁ ସୌଭାଗ୍ୟ ବଶତଃ ବଲିଉଡ ଜଗତରେ କାମ ମିଳିଯାଇଥିଲା  ।

ଆପଣଙ୍କ ସବୁଠୁ ପ୍ରିୟ ବୋହୁ ଇସିମା ମାନେ ଦିବ୍ୟାଙ୍କ ତ୍ରିପାଠିଙ୍କର ଶିକ୍ଷାଗତ ଯୋଗ୍ୟତା ବହୁତ ଭଲ ଓ ସେ ଗୋଲ୍ଡ ମେଡଲିଷ୍ଟ ମଧ୍ୟ । ସେ ସିଭିଲ ସର୍ଭିଶେଷ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ, କିନ୍ତୁ ସେ ପହଞ୍ଚି ଯାଇଥିଲେ ଟିଭି ଜଗତରେ । ଆମ ମାନଙ୍କର ମନୋରଞ୍ଜନ କରିବା ପାଇଁ ।

ତେଜସ୍ଵୀ ପ୍ରକାଶ ବହୁତ ପ୍ରକାର ଅଭିନୟ କରିଛନ୍ତି, ଲଗାତର ତାଙ୍କର ବର୍ଷ ଭିତରେ ଗୋଟେ ପରେ ଗୋଟେ ସିରିଏଲ ଆସୁଛି । ଏବେ ସେ କାମ କରୁଛନ୍ତି ‘ସିଲସିଲା ବଦଲତି ରିସ୍ତୋକା’ ଯେଉଁଥିରେ ସେ ମିଷ୍ଟି ଖାନା ଚରିତ୍ରରେ ଅଭିନୟ କରୁଛନ୍ତି । ତେଜସ୍ଵୀ ମଧ୍ୟ ଅଧିକ ଶିକ୍ଷିତ ଅଟନ୍ତି ସେ ଡିଗ୍ରୀ ହାସଲ କରିଛନ୍ତି ଇଲୋକ୍ଟୃନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ ଇଞ୍ଜିନିୟର ଅଟନ୍ତି  ।

ଏହା ସହିତ ଟିଭି ଜଗତରେ ବହୁତ ନାମ କମଉଛନ୍ତି ଆପଣ ସମସ୍ତଙ୍କ ନାଗୀନ ମାନେ ସୁରଭି ଜ୍ୟୋତି । ସେ ବହୁତ ପ୍ରକାର ଅଭିନୟ ମଧ୍ୟ କରିଛନ୍ତି । ଯଦି ତାଙ୍କ ଡିଗ୍ରୀ କଥା ଆଲୋଚନା କରିବା ସେ ଇଂଗ୍ଲିଶ ଅନର୍ସ କରିଛନ୍ତି, ଓ ତାଙ୍କ କଥାରୁ ମଧ୍ୟ ପୁରା ଜଣା ପଡେ ।

ଏହି ଯେତେ ସବୁ ଅଭିନେତ୍ରୀ  ଅଛନ୍ତି ସେ ଖାଲି ତାଙ୍କ କାମରେ ନୁହେଁ ଶିକ୍ଷାଗତ ଯୋଗ୍ୟତାରେ ମଧ୍ୟ ବହୁତ ଭଲ । ତାଙ୍କର ଜ୍ଞାନ ମଧ୍ୟ ବହୁତ ଅଛି ଯେବେ ସେ କୌଣସି ଇନ୍ଟରଭିଉ ଦିଅନ୍ତି ସେଥିରେ ଜଣା ପଡେ । ତାଙ୍କ କଥାରୁ ଜଣା ପଡେ ସେ କେତେ ବୁଦ୍ଧିମାନ ।

Leave a Reply

Your email address will not be published. Required fields are marked *