ଟିଭି ସିରିଏଲ “ହେ ପ୍ରଭୁ” ର କଳାକାର ମାନେ ରିୟଲ ଲାଇଫରେ ଦେଖିବାକୁ କେମିତି!

ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ଆଗ୍ରହ ହେଉଛନ୍ତି । ଟିଭି କଳାକାର ମାନେ ଅନସ୍କ୍ରିନ ଦେଖିବାକୁ ଯେମିତି ଲାଗନ୍ତି ରିୟଲ ଲାଇଫରେ ଦେଖିବାକୁ ଭିନ୍ନ ଲାଗନ୍ତି ।

କିଛି କଳାକାର ମାନେ ରିୟଲ ଲାଇଫରେ ନିଜକୁ ଏତେ ଭଲ ଭାବେ ମେଣ୍ଟେନ କରିଥାନ୍ତି ଯାହା ସେମାନେ ଅନ ସ୍କ୍ରିନରେ ନଜର ଆସି ନ ଥାନ୍ତି । ଆଜି ଆମେ ଆପଣ ମାନଙ୍କୁ “ହେ ପ୍ରଭୁ” ସିରିଏଲ ରେ ଅଭିନୟ କରୁଥିବା କଳାକାର ମାନେ ରିୟଲ ଲାଇଫରେ ଦେଖିବାକୁ କେମିତି ଲାଗନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସିରିଏଲ “ହେ ପ୍ରଭୁ” ନିଶ୍ଚୟ ଦେଖୁଥିବେ । ଏହି ସିରିଏଲ ରେ ଅଭିନୟ କରୁଥିବା ପ୍ରତେକଟି କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ଦେଉଛନ୍ତି ଯାହା ପାଇଁ ଦର୍ଶକ ମାନଙ୍କ ହୃଦୟ ଏମାନେ ଜିଣି ପାରିଛନ୍ତି । ତେବେ ଆସନ୍ତୁ ଜାଣିବା “ହେ ପ୍ରଭୁ” ସିରିଏଲରେ କଳାକାର ମାନେ ରିୟଲ ଲାଇଫରେ ଦେଖିବାକୁ କେମିତି ଲାଗନ୍ତି ।

୧- “ଝରଣା” : “ହେ ପ୍ରଭୁ” ସିରିଏଲରେ ଅଭିନେତ୍ରୀ ଝରଣା ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିତି ପାରିଛନ୍ତି । ସେ ରିୟଲ ଲାଇଫରେ ଦେଖିବାକୁ ବହୁତ ସୁନ୍ଦର ହେବା ସହ ତାଙ୍କର ଡ୍ରେସ ଓ ହେୟାର ଷ୍ଟାଇଲ ମଧ୍ୟ ଭିନ୍ନ ଅଟେ ।

୨- “ସ୍ଵାତି” : ଏହି ସିରିଏଲରେ ଅଭିନେତ୍ରୀ ସ୍ଵାତି ନିଜର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ପାରିଛନ୍ତି । ସେ ରିୟଲ ଲାଇଫରେ ଦେଖିବାକୁ ବହୁତ ଗରଜେସ ଓ ତାଙ୍କର ଡ୍ରେସ ମଧ୍ୟ ନିଆରା ଅଟେ ।

୩- “ଆଦର୍ଶ’ : ଏହି ସିରିଏଲରେ ଅଭିନେତା ଆଦର୍ଶ ନିଜର ଅଭିନୟ ଜାରି ରଖିଛନ୍ତି ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସୁଛି । ରିୟଲ ଲାଇଫରେ ସେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଓ ଷ୍ଟାଇଲିସ ଲାଗନ୍ତି ।

୪- “ବିକି” : ଏହି ସିରିଏଲରେ ଅଭିନେତା ବିକି ଏତେ ସୁନ୍ଦର ଅଭିନୟ ଅକରୁଛନ୍ତି ଯାହା ପାଇଁ ସିରିଏଲର କାହାଣୀ ମଧ୍ୟ ସେତିକି ସୁନ୍ଦର ଲାଗୁଛି । ରିୟଲ ଲାଇଫରେ ସେ ଦେଖିବାକୁ ଷ୍ଟାଇଲିସ ଓ ଚାର୍ମିଙ୍ଗ ଲାଗନ୍ତି ।

୫- “ଲେଖା” : ଏହି ସିରିଏଲରେ ଅଭିନେତ୍ରୀ ଲେଖା ନିଜର ପର୍ଫୋମାଂସ ପାଇଁ ବେଶ ଚର୍ଚ୍ଚାରେ ରହୁଛନ୍ତି । ରିୟଲ ଲାଇଫରେ ଦେଖିବାକୁ ସେ ବହୁତ ଚୁଲବୁଲି ଓ ଷ୍ଟାଇଲିସ ମଧ୍ୟ ।

୬- “କୁହୁ”- ଏହି ସିରିଲେରେ ଅଭିନେତ୍ରୀ କୁହୁ ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି । ରିୟଲ ଲାଇଫରେ ଦେଖିବାକୁ କୁହୁ ବହୁତ ଗ୍ଲାମରିୟସ ଲାଗିବା ସହ ଷ୍ଟାଇଲିସ ମଧ୍ୟ ଅଟନ୍ତି ।

୭- “ପ୍ରଭୁ” : ଏହି ସିରିଏଲରେ ମୁଖ୍ୟ ନାୟକ ଭାବେ ଅଭିନେତା ପ୍ରଭୁ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି । ରିୟଲ ଲାଇଫରେ ସେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଓ ତାଙ୍କର ହେୟାର ଷ୍ଟାଇଲ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *