ବନ୍ଧୁଗଣ ଟିଭି ସିରିୟଲରେ କେତେ କଳାକାର ଆସିଥାନ୍ତି । ମାତ୍ର ସେମାନଙ୍କ ମଧ୍ୟରୁ କିଛି କଳାକାର ନିଜର ନଟଖଟ ଅଭିନୟ ଏବଂ କ୍ୟୁଟ ଅନ୍ଦାଜ ପାଇଁ ଦର୍ଶକଙ୍କ ସାମ୍ନାକୁ ସବୁବେଳେ ଆସିଥାନ୍ତି । ଯେଉଁ ମାନେ ସିରିୟଲ ରେ ଛୁଆ କଳାକାର ରୂପରେ ନିଜର ଉତ୍ତମରୁ ଉତ୍ତମ ଅଭିନୟ ଦେଖାଇ ସମସ୍ତ ଦର୍ଶକଙ୍କ ହୃଦୟ କୁ ଜିତି ନେଇଛନ୍ତି, ସେମାନେ ସିରିୟଲ ମାନଙ୍କରେ କାମ କରୁଥିବା ବହୁତ ନମିଦାମି ଆଟିଷ୍ଟ କୁ ମଧ୍ୟ ପଛରେ ଛାଡି ଦେଇଛନ୍ତି ।
ବନ୍ଧୁଗଣ ବର୍ତମାନ ସେହି କ୍ୟୁଟ କଳାକାର ମାନଙ୍କ ମଧ୍ୟରୁ ବହୁତ ଟିଭି ସିରିୟଲ ଲାଇନ ଛାଡି ଅଲଗା ହୋଇ ସାରିଲେଣି । ବନ୍ଧୁଗଣ ଆପଣ ଜାଣିନଥିବେ ଯେ ଟିଭି ସିରିୟଲ ରୁ ବାହାରି ସାରି ଏହି ଛାଇଲ୍ଡ ଆଟିଷ୍ଟ ବର୍ତ୍ତମାନ ବହୁତ ବଦଳି ସାରିଲେଣି । ଆପଣ ସେମାନଙ୍କୁ ଦେଖିଲେ ଚିହ୍ନି ପାରିବେ ନାହିଁ । ବନ୍ଧୁଗଣ ଆସନ୍ତୁ ଜାଣିବା କିଏ ସେହି ଛାଇଲ୍ଡ ଆଟିଷ୍ଟ?
୧- “ରୁହାନିକା ଧବନ”; ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଧାରାବାହିକ “ୟେ ହେ ମହୋବତେ” ରେ ବହୁତ ସୁନ୍ଦର ଅଭିନୟ ଦେଖାଇଥିବା ଛୋଟ ପିଲା କଳାକାର ରୁହାନିକ ଧବନ, ନିଜର କ୍ୟୁଟନେସ ପାଇଁ ଏହି ସିରିୟଲ କୁ ଅଧିକ ରୋମାଞ୍ଚକ ବନାଇ ଦେଇଥିଲେ । ବନ୍ଧୁଗଣ ବର୍ତମାନ ସେ ଆଉ ସିରିୟଲ ରେ ଦେଖିବାକୁ ମିଳୁନାହାନ୍ତି । ସେ ଟିଭି ଜଗତରୁ ବହୁତ ଦୂରରେ ଅଛନ୍ତି । ବର୍ତମାନ କହିବାକୁ ଗଲେ ସେ ବହୁତ ବଦଳି ସାରିଲେଣି ।
ବର୍ତମାନ ତାଙ୍କୁ ୧୩ ବର୍ଷ ବୟସ ହୋଇଛି । ସେ ସିରିୟଲ ଛାଡିବା ପରେ ବହୁତ ହେଲଦି ନଜର ଆସୁଛନ୍ତି । କିନ୍ତୁ ତାଙ୍କର ଆଗଭଳି ଲମ୍ବା କେଶ ଏବେ ମଧ୍ୟ ରହିଛି । କିନ୍ତୁ ସେ ଆଗ ଅପେକ୍ଷା ବର୍ତମାନ ବହୁତ ଷ୍ଟାଇଲିସ ହୋଇସାରିଛନ୍ତି । ବର୍ତ୍ତମାନ ସେ ଆକଟିଂ ଦୁନିଆରୁ ଦୂରରେ ରହି ନିଜର ଶିକ୍ଷା ଲାଭ କରୁଛନ୍ତି ।
୨- “ଜନ୍ନତ ଯୁବେର”, ଟିଭି ସିରିୟଲ ର ମୋଷ୍ଟ ପପୁଲାର ସୋ “ଫୁଲବା” ରେ ନଜର ଆସୁଥିବା ଯୁବେର ରେହମାନୀ ନିଜର ଦମଦାର ପ୍ରଦର୍ଶନରେ ସିରିୟଲ କୁ ବହୁତ ଆଗକୁ ନେଇଯାଇଥିଲେ । କିନ୍ତୁ ଏହି ସିରିୟଲଟି ବିତିବାର ପ୍ରାଏ ୯ ବର୍ଷ ହୋଇ ସାରିଲାଣି, ବର୍ତମାନ ଜନ୍ନତ ବହୁତ ବଦଳି ସାରିଲେଣି । ସେ ଆଗ ଅପେକ୍ଷା ବହୁତ ସୁନ୍ଦର ଏବଂ ଷ୍ଟାଇଲ୍ସ ମଧ୍ୟ ହୋଇ ସାରିଲେଣି । ତାଙ୍କର ରଙ୍ଗ ଆଗ ଅପେକ୍ଷା ବହୁତ ଗୋରା ମଧ୍ୟ ହୋଇ ଯାଇଛି । ବର୍ତମାନ ସେ ୨୧ ବର୍ଷର ଅଟନ୍ତି । ବର୍ତମାନ ସେ ଆକଟିଂ ଜଗତରୁ ଦୂରରେ ନାହାନ୍ତି । କିଛି ଦିନ ପୂର୍ବରୁ ତାଙ୍କର ଗୋଟିଏ ଆଲବମ ରିଲିଜ ହେଇଛି ।
୩- “ସ୍ପନ୍ଦନ ଚତୁର୍ବେଦି”, ବନ୍ଧୁଗଣ ଟିଭି ସିରିୟଲ ରେ ଚକୋର ର ଭୂମିକା ଗ୍ରହଣ କରି ଅଭିନୟ କରିଥିବା ଛୋଟ ପିଲା ଆଟିଷ୍ଟ, ସ୍ପନ୍ଦନ ଚତୁର୍ବେଦି ୭ ବର୍ଷ ବୟସରେ ଏହି ରୋଲ ପ୍ଲେ କରି ନିଜ ଦର୍ଶକ ମାନଙ୍କର ବହୁତ ପ୍ରେମ ପାଇ ଏହି ସିରିୟଲରେ ବହୁତ ପ୍ରସିଦ୍ଧ ହୋଇଛନ୍ତି । ବର୍ତମାନ ସେ ବହୁତ ବଦଳି ସାରିଲେଣି । ବର୍ତ୍ତମାନ ସେ ନିଜର ୧୩ ତ୍ତମ ଜନ୍ମ ଦିନ ପାଳନ କରି ସାରିଲେଣି ।
ସେ ଦେଖିବାକୁ ଆଗ ଅପେକ୍ଷା ବହୁତ ବଦଳି ସାରିଲେଣି । ଆଗ ଅପେକ୍ଷା ସେ ବହୁତ ଷ୍ଟାଇଲିସ ହୋଇ ସାରିଲେଣି । ସେ ନିଜର ଅଭିନୟକୁ ବର୍ତ୍ତମାନ କାୟମ ରଖିଛନ୍ତି । ବର୍ତମାନ ରିଲିଜ ହୋଇଥିବା ଫିଲ୍ମ ଶକୁନ୍ତଳା ଦେବୀ ରେ ତାଙ୍କୁ ଦେଖିବାକୁ ମିଳିଥିଲା । ବନ୍ଧୁଗଣ ଏହା ଥିଲା ସେହି ଛୋଟ ପିଲା କଳାକାର ମାନଙ୍କ ବିଷୟରେ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।