ଟିଭି ସୋ “Jodha Akbar”ର ଏହି ଅଭିନେତ୍ରୀ ଦୁନିଆକୁ କହିଲେ ଅଲବିଦା

ଛୋଟ ପରଦାର ଫ୍ୟାମାସ ଟିଭି ସିରିଏଲ “ଯୋଦ୍ଧା ଅକବର” ରେ ସଲିମା ବେଗମ ଚରିତ୍ରରେ ଅଭିନୟ କରୁଥିବା ଜଣାଶୁଣା ଅଭିନେତ୍ରୀ ମନୀଷା ୟାଦବଙ୍କର ପ-ର-ଲୋ-କ ଘଟିଛି । ଅକ୍ଟୋବର ମାସରେ ଅଭିନେତ୍ରୀ ମନୀଷା ଯାଦନ ନିଜର ଶେଷ ନି-ଶ୍ଵା-ସ ତ୍ୟା-ଗ କରିଛନ୍ତି । ତାଙ୍କର ମୃ-ତ୍ୟୁ ପଛରେ କଣ କାରଣ ରହିଛି ତାହା ଏ ଯାଏଁ ସଠିକ ଭାବେ ଜଣାପଡି ନାହି । କିନ୍ତୁ ସୂତ୍ର ଅନୁଯାୟୀ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ମନୀଷା ଯାଦବଙ୍କର ବ୍ରେନ ହ୍ୟାମ୍ରେଜ ଯୋଗୁ ମୃ-ତ୍ୟୁ ଘଟିଛି । ଏହି ଖବର ର ଖୁଲାସା ତାଙ୍କର କୋ-ଷ୍ଟାର ଓ ଟିଭି ଅଦାକାର ପରିଧି ଶର୍ମା କରିଛନ୍ତି ।

ଯିଏ ମନୀଷା ଯାଦବଙ୍କ ସହ ଯୋଦ୍ଧା ଭୂମିକାରେ ଅଭିନୟ କରିବାର ନଜର ଆସିଥିଲେ । ଅଭିନେତ୍ରୀ ପରିଧି ଶର୍ମା ନିଜର ଇଂଷ୍ଟାଗ୍ରାମ ରେ ମନୀଷା ୟାଦବଙ୍କର ଏକ ଫୋଟୋ ଶେୟାର କରିଛନ୍ତି । ଫୋଟୋ ଶେୟାର କରିବା ସହ ଅଭିନେତ୍ରୀ ପରିଧି ଶର୍ମା ଲେଖିଛନ୍ତି ଯେ “ଏହି ଖବର ବହୁତ ଦୁଖ ଦାୟକ ଅଟେ ମନୀଷା ମନ” । ଅଭିନେତ୍ରୀ ମନୀଷା ଯାଦବ ଙ୍କୁ ଟିଭି ସିରିଏଲ “ଯୋଦ୍ଧା ଅକବର” ଯୋଗୁ ଦର୍ଶକ ମାନେ ଜାଣିଛନ୍ତି । ଅଭିନେତ୍ରୀ ପରିଧି ଶର୍ମା ଙ୍କ କହିବା ଅନୁଯାୟୀ “ଯୋଦ୍ଧା ଅକବର” ସୋ ସାରିବା ପରେ ସେ ମନୀଷା ଯାଦବ ଙ୍କ ସହ ସମ୍ପର୍କ ରେ ନ ଥିଲେ । କିନ୍ତୁ ତାଙ୍କର ଏକ ୱ୍ହାଟସାପ ଗୃପ ରହିଛି ଯାହାର ନାଁ ରହିଛି ମୁଗଲ ।

ଏହି ମୁଗଲ ଗୃପ ରେ ଯେଉଁ ଅଭିନ୍ତେରି ମାନେ ବେଗମ ଭୂମିକାରେ ଅଭିନୟ କରୁଥିଲେ ସେମାନେ ସବୁ ସମ୍ପର୍କ ରେ ରହିଛନ୍ତି । ଏହି ଗ୍ରୁପ ରେ ଯଦି କୌଣସି ଜରୁରୀ ସୂଚନା ଦେବାର ଥାଏ ତେବେ ସେମାନେ ଏହି ଗ୍ରୁପ ଜରିଆରେ ଶେୟାର କରିଥାନ୍ତି । ପରିଧି ଶର୍ମା ଲେଖିଛନ୍ତି ଯେ ଗତ କାଲି ସେ ମନୀଷା ୟାଦବଙ୍କ ପରଲୋକ ବିଷୟରେ ଗ୍ରୁପ ଜାରିଆରେ ଜାଣିବାକୁ ପାଇଲେ ଯାହା ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ।

ପରିଧି କହିଛନ୍ତି ଯେ ମନୀଷାଙ୍କ ସହ କାମ କରି ସେ ବହୁତ ଖୁସି ହୋଇଥାନ୍ତି । ମନୀଷାଙ୍କ ଏନର୍ଜି ଲେବଲ ସର୍ବଦା ହାଇ ରହିଥାଏ । ପରିଧି ମନୀଷାଙ୍କ ସହ ଶୁଟିଙ୍ଗ ସମୟରେ ଅନେକ ସମୟ ସ୍ପେନ୍ଡ କରିଥାନ୍ତି । ସବୁଠାରୁ ଦୁଖର ବିଷୟ ହେଉଛି ମନୀଷାଙ୍କର ଗୋଟେ ବର୍ଷର ପୁଅଟି ଅଛି । “ମୋର ସାନ୍ତ୍ଵନା ତାଙ୍କ ପରିବାର ସହ ଅଛି” ବୋଲି ପରିଧି କହିଛନ୍ତି ।

ନିଜ ପଛରେ ଛାଡି ଚାଲିଗଲେ ଗୋଟେ ବର୍ଷର ପୁଅକୁ : ଅଭିନେତ୍ରୀ ମନୀଷାଙ୍କର ଗତ ଗୁଲାଇ ମାସରେ ଗୋଟେ ପୁଅ ସନ୍ତାନ ହୋଇଥିଲା । ସେ ତାଙ୍କର ପୁଅର ଜନ୍ମଦିନରେ ପୋଷ୍ଟ କରି ଲେଖିଥିଲେ ଯେ “ପ୍ରଥମ ଜନ୍ମଦିନର ଶୁଭେଚ୍ଛା ମୋର ଅନମୋଲ ପୁଅ” । “ମୁଁ ତୋ ମାମା ହୋଇ ନିଜକୁ ଧନୁ ମାନେ କରୁଛି ଓ ତତେ ବହୁତ ଭଲ ପାଉଛି ଏହିଭଳି ମନୀଷା ପୋଷ୍ଟ କରି ନିଜ ପୁଅ ପାଇଁ ଲେଖିଥିଲେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆମ ଆର୍ଟିକଲଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *