ଲିମ୍ବ ପତ୍ରରେ ଏହାକୁ ମିଶାଇ ଲଗାଇଲେ ସବୁଦିନ ପାଇଁ ଦୂର ହୋଇଥାଏ ତ୍ଵଚା ସମ୍ବନ୍ଧୀୟ ସମସ୍ତ ସମସ୍ଯା- Pigmentation Tips

ଆଜି ଆମେ ଆଲୋଚନା କରିବା କେମିତି ଆପଣ ବ୍ରଣକୁ ଦୂର କରିପାରିବେ । କେତେବି ପୁରୁଣା ଝାଇଆ ହେଉ ତାକୁ ଦୂର କରାଯାଇ ପାରିବ । ଆମ ଚେହେରାରେ ଯେଉଁଠିବି କଳା କଳା ଚ୍ନିହ ହୋଇଥାଏ ତାକୁ ଦେଖିକି ଆମେ ବହୁତ ଚିନ୍ତିତ ହୋଇଥାଉ । ଆମେ ଭାବିଥାଉ କଣ ଏମିତି ଦୂର କରିବା ଯାହା କଳା କଳା ଦାଗରୁ ଆମେ ବଞ୍ଚିପାରିବା । କୌଣସି ପ୍ରକାର କେମିଲକୁ ଚେହେରାରେ ଲଗାଇବାକୁ ଆମେ ବହୁତ ଡରିଥାଉ ଓ ବହୁତ ପ୍ରକାର ପ୍ରଡ଼କ୍ଟ ଥାଇ ମଧ୍ୟ ଆମେ ତାକୁ ବ୍ୟବହାର କରିପାରି ନଥାଉ ।

ଆଜି ଆମେ ଆଲୋଚନା କରିବା ଲିମ୍ବ ଦ୍ଵାରା ବନଯାଇଥିବା ପ୍ୟାକର କେମିତି ବ୍ୟବହାର କରିବେ । ଆପଣଙ୍କୁ ନେବାର ଅଛି ଗୋଟେ ସ୍ପୁନ ଲିମ୍ବ ପତ୍ର, ଧ୍ୟାନ ରଖିବେ ଆପଣଙ୍କୁ ତାଜା ଲିମ୍ବ ପତ୍ର ପେଷ୍ଟ ନେବେ ।

ଗୋଟିଏ ଚାମଚ ଆଲୋଭେରା ଜେଲ ମଧ୍ୟ ଆପଣଙ୍କୁ ତାଜା ନେବାର ଅଛି ଓ ଗୋଟେ ଚାମଚ ଲେମ୍ବୁ ରସ ନେବାର ଅଛି । ତିନୋଟି ଜାକକୁ ଭଲରେ ମିକ୍ସ କରି ତାକୁ ଚେହେରାରେ ଲଗାଇ ପାରିବେ । ଏହା ଆପଣଙ୍କ ସ୍କିନକୁ କୌଣସିବି କ୍ଷତି ହେବନି । ଏହି ପ୍ୟାକକୁ ସେତେ ପର୍ଯ୍ୟନ୍ତ ଲଗାଇକି ରଖିବେ ଯେତେ ପର୍ଯ୍ୟନ୍ତ ଏହା ପୁରା ଶୁଖିନଯାଇଛି । ଯେବେ ଶୁଖିଯିବ ଏହାକୁ ନର୍ମାଲ ପାଣିରେ ଧୋଇଦେବେ ।

ଏହି ଲିମ୍ବ ପ୍ୟାକକୁ ସପ୍ତାହରେ ଦୁଇଥର ଲଗାଇବେ । କିଛି ଦିନ ରେଗୁଲାର ବ୍ୟବହାର କରିବା ଦ୍ଵାରା ଦେଖିବେ ଆପଣଙ୍କ ଚେହେରାର ଥିବା କଳାଦାଗ ଧୀରେ ଧୀରେ ଦୂର ହୋଇଯିବ । ଏହି ପ୍ୟାକକୁ ବ୍ୟବହାର କରିବା ଦ୍ଵାରା ସବୁ କଳା ଦାଗ ଦୂର ହୋଇଯିବ ଆଉ ଆପଣଙ୍କୁ ମିଳିବ ବେଦାଗ ଓ ଚମକୁ ଥିବା ଚେହେରା । ଯଦି ଆପଣଙ୍କର ମଧ୍ୟ ଏହିଭଳି କିଛି ସମସ୍ଯା ଅଛି ତେବେ ଏହି ଉପାୟ ନିଶ୍ଚିନ୍ତ କରନ୍ତୁ ଦେଖିବେ ଆପଣଙ୍କ ଚେହେରା ଚାନ୍ଦ ଭଳି ଚମକିବ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆମର ଏହି ଲେଖା ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ।

Leave a Reply

Your email address will not be published. Required fields are marked *