ଉଡାଜାହାଜରେ ଏମିତି ବି ହୁଏ ଥରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ଵାସ କରିବେନି, ଦେଖନ୍ତୁ Video

ଆମେ ପିଲା ବେଳେ ଆକାଶରେ ଉଡୁଥିବା ଉଡାଜାହାଜ କୁ ଦେଖିକି ଖୁବ ଖୁସି ହେଇ ଯାଉ । ଅଧିକ ଦୂର ଯାତ୍ରା କରିବା ପାଇଁ ଏହା ଏକ ଖୁବ ଭଲ ମାଧ୍ୟମ ଏହା ଦ୍ଵାରା ଆମେ ଖୁବ କମ ସମୟରେ ନିଜ ଜାଗାରେ ପହଞ୍ଚି ଯାଉ । କିନ୍ତୁ କ୍କିଛି ଏଭଳି ଘଟଣା ଅଛି ଯାହା ବିଷୟରେ ଆପଣ ଜାଣିଲେ ଡଋ ଯିବେ ।

ଏଭଳି କିଛି ଅନେକ ପ୍ରସ୍ନ ଅଛି ଯାହା ଆପଣଙ୍କ ମନରେ ଆସୁଥିବ । ଅନେକ ଲୋକମାନେ ନିଜର ମନର ପ୍ରଶ୍ନ କୁ ମନରେ ରାଖୀ ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି କିଭଳି ଏହି ଜାହାଜ ର ଛକରେ ଟାୟାର ନଥିଲେ ଭି ଏହା ଆରାମରେ ତଳକୁ ଆସିପାରେ । କିଭଳି ଏହାର ଇଞ୍ଜିନ ଖରାପ ହୋଇ ଯାଏ ଓ ଏହା ପରେ ଆପଣଙ୍କୁ କଣ କରିବା କୁ ପଡିବ ।

1903 ମଶିହାରେ ଯେତେବେଳେ ରାଇଟ ବ୍ରୋଦର ଏହାକୁ ଆବିଷ୍କାର କରିବା ବେଳେ ଏଭଳି କିଛି ଭାବି ନଥିଲେ କି ଯଦି ଅଧା ରାସ୍ତାରେ ଏହା ଖରାପ ହୋଇ ଯାଏ କିଭଳି ଜଣେ ନିଜ ଜୀବନ ବଞ୍ଚାଇବ । କିଛି ଦିନ ତଳେ ଏକ ଏୟାର ହୋଷ୍ଟ୍ରେସ ନିଜ ଜୀବନ ବଞ୍ଚାଇବା ପାଇଁ ଏକ ମୃତ ଶରୀର ସହ ୧୦୦୦୦ ଫୁଟ ଉପରୁ ଡେଇଁ ଥିଲେ ଆଜି ଯାଏ କେହି ଭି ଏଭଳି କାମ କରି ନାହାନ୍ତି ।

ଏହା ପ୍ରଥମ ମହିଳା ଯିଏ କି ଏତେ ଉପରୁ ନିଜ ଜୀବନ ବଞ୍ଚାଇବା ପାଇଁ ଡେଇଁ ଥିଲେ । ପ୍ଳେନ ରେ ମରିଥିବା ବ୍ୟକ୍ତି ଙ୍କୁ ରଖିବା ପାଇଁ ସେଭଳି କିଛି ବ୍ୟବସ୍ଥା ନାହି ଖାଲି ଥିବା ଜାଗାରେ ତାଙ୍କୁ ବସାଇ ଦିଆ ଯାଇ ଥାଏ । ଏହା ସହ କିଛି ପାଇଲଟ ମଧ୍ୟ ଉଡାଜାହାଜ ଚଳାଇବା ସମୟରେ ସୋଇ ପଡିଥାନ୍ତି ଏହା ଅନେକ ଥର ହି ଥାଏ । ଆପଣ ମାନେ ଜଣାଇକି ଆଶ୍ଚର୍ଯ୍ୟ ହେବେ କି କିଛି ଦିନ ତଳେ ହୋଇଥିବା ଏକ ସର୍ଭେ ରୂ ଜଣା ପଡିଛି କି ୪୩ ପ୍ରତିଶତ ପାଇଲଟ ଙ୍କର ଆଖି ଲାଗି ଯାଇଥାଏ ।

ଆପଣ ପ୍ଳେନ ରେ ଥିବା ବେଳେ ଏକ ବ୍ଲାକ ବାକ୍ସ ବିଷୟରେ ଜଣାଇଥିବେ ଏହା ସାଧାରଣତଃ FLIGHT DATA RECORDER ଥାଏ । ଏହି ଥିରେ ସବୁ ପ୍ରକାର ବିବରଣୀ ର ସୂଚନା ଥାଏ । କିଭଳି ଦୁର୍ଘଟଣା ହୋଇଥାଏ ତାହାର ସମ୍ପୂର୍ଣ ବିବରଣୀ ଥାଏ । ଏହା ଦେଖିବା ପାଇଁ କିନ୍ତୁ କମଳା ରଙ୍ଗର ଅଟେ । ଏହା କୁ ଦୁର୍ଘଟଣା ଜାଗାରେ ଖୋଜିକି ପାଇବା ଖୁବ ସହଜ ହୋଇଥାଏ । ମରୁଭୁମି ଠାରୁ ମଧ୍ୟ ପ୍ଳେନ ଭିତରେ ଥିବା ହାୱା ଖୁବ ଶୁଷ୍କ ଥାଏ ।

ଆଉ ଏକ ଘଟଣା ଏକକ ଅପରାଧୀ 1985 ରେ ନରଉଇଲିଙ୍ଗ ଜାହାଜ କୁ ହାଇଜାକ କରିନେଇଥିଲା ମାତ୍ର ଏକ ବନ୍ଧୁକ ମାଧ୍ୟମରେ । ଏକ ବୀଅର ପାଇଁ ସେ ପୁରା ପ୍ଳେନ କୁ ହାଇଜାକ କରି ନେଇଥିଲା ।

ପ୍ଳେନ ଥିବା ପାଣି ବୋତାଳରେ ଅଧିକ ବ୍ୟାକ୍ଟେରିଆ ମାନେ ଥାନ୍ତି କହିବା ପାଇ ଗଲେ ଆନ୍ତର୍ଜାତିକ ବିମାନ ରେ ଏହା ଅଧିକ ମାତ୍ରାରେ ଅଛି । ଦୁନିଆରା ସବୁ ଠାରୁ ବଡ୍ ଉଡାଜାହାଜ AIRBUS A380 ଏହି ଉଡାଜାହାଜ ନିଜର ପ୍ରଥମ ଉଡାଣ ୨୭ ଏପ୍ରିଲ ୨୦୦୫ ମଶିହାରେ କରିଥିଲା ।

Leave a Reply

Your email address will not be published. Required fields are marked *