ବଲିଉଡ ଦୁନିଆ ହେଉ ବା ସିରିଏଲ ଦୁନିଆ ଯିଏ ଯେତେ ଭଲ ଅଭିନୟ କରି ପାରିଲା ଆଉ ଯାହାକୁ ଦର୍ଶକ ପଶନ୍ଦ କରନ୍ତି ସେହି କଳାକାରଙ୍କୁ ଆହୁରି ଅଭିନୟ କରିବା ପାଇଁ ସୁଯୋଗ ମିଳିଥାଏ ଆଉ ଜୀବନରେ ଆଗକୁ ବଢିବା ପାଇଁ ପ୍ରଶଂସା ମଧ୍ୟ ମିଳିଥାଏ । ତେବେ ମୁଖ୍ୟ ଅଭିନେତା ଆଉ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରି ବହୁତ କଳାକାର ମାନେ ନିଜ ନାମ ପ୍ରସିଧ କରିଥାନ୍ତି କିନ୍ତୁ କଣ କେବେ ଆପଣ କେବେ ଏହା ଦେଖିଛନ୍ତି ଯେ ବାପା ଆଉ ମା ଭଳି ଅଭିନୟ କରି କେହି ପ୍ରସିଧ ହୋଇଛି ଯଦି ଦେଖି ନାହାଁନ୍ତି ତେବେ ଆଜି ଦେଖନ୍ତୁ ।
ଆପଣ ମାନେ ଉଡ଼ାନ ସିରିଏଲ ନିଶ୍ଚିନ୍ତ ଦେଖିଥିବେ ଏହି ସିରିଏଲ ବହୁତ ପ୍ରସିଧ ହୋଇଥିଲା ଆଉ ଏହାର କାହାଣୀ ଆଉ ସିରିଏଲ କାଷ୍ଟ ଲୋକଙ୍କୁ ବହୁତ ପଶନ୍ଦ ଆସିଥିଲା ଏହି ସିରିଏଲରେ ଆପଣଙ୍କୁ ଫ୍ୟାମିଲୀ ଡ୍ରାମା ସହ ରୋମାନ୍ସ ମଧ୍ୟ ଦେଖିବାକୁ ମିଳୁଥିବ ।
ଏହି ସିରିଏଲରେ ହିରୋଙ୍କ ବାପାଙ୍କ ଅଭିନୟ ସାଇ ଭଲବ୍ କରିଥିଲେ ଆଉ ତାଙ୍କ ଅଭିନୟ ନକାରାତ୍ମକ ଭାବରେ ଥିଲା ଯାହା ପରେ ଦର୍ଶକ ମାନଙ୍କୁ ତାଙ୍କ ଭିଲିଆଁ ରୂପ ବହୁତ ପଶନ୍ଦ ଆସିଥିଲା ଆଉ ସିରିଏଲକୁ ଏହା ଦ୍ୱାରା ବହୁତ ଲାଭ ମଧ୍ୟ ମିଳିଥିଲା କଣ ଆପଣ ଜାଣିଛନ୍ତି ଏହି ସିରିଏଲ କାହାଣୀ ଅନୁଯାଇ ଅଭିନେତା ଆଉ ଅଭିନେତ୍ରୀ ଦୁହିଁଙ୍କୁ ଅଲଗା କରିବାକୁ ସାଇ ମାନେ ପୁଅର ବାପା ଚେଷ୍ଟା କରିଛନ୍ତି ।
ତେବେ ଏହି ସିରିଏଲ ବହୁତ ଟିଆର ପୀ ପାଇଥିଲା ନିଜ କାହାଣୀ ଆଉ କଳାକାର ମାନଙ୍କ ପାଇଁ । ସାଇଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା ଯାହା ପରେ ତାଙ୍କ ସବୁ ପାଠ ପଢା ମୁମ୍ବାଇ ସ୍କୁଲ ଆଉ କଲେଜରେ ହୋଇଥିଲା ଏହା ପରେ ସେ ଅଭିନୟ ଦୁନିଆରେ ପ୍ରଥମ ଥର ପାଦ କୁଟୁମ୍ବ ସିରିଏଲରେ ରଖିଥିଲେ ଆଉ ଏହି ସିରିଏଲରେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପଶନ୍ଦ ଆସିଥିଲା ।
ଯାହା ପରେ ତାଙ୍କୁ ଗୋଟେ ପରେ ଗୋଟେ ଭଲ ସିରିଏଲ ମିଳିବାକୁ ଲାଗିଥିଲେ ଏହା ଛଡ଼ା ସେ ବହୁତ ଫିଲ୍ମରେ ମଧ୍ୟ କାମ କରିଛନ୍ତି ଯେଉଁଥିରୁ ଗବର ବହୁତ ପ୍ରସିଧ ହୋଇଥିଲା । ତାଙ୍କ ସ୍ତ୍ରୀଙ୍କ ନାମ ସମା ଦେଶ ପାଣ୍ଡେ ଅଟେ, ସମା ଆଉ ଶାଇଙ୍କ ଦେଖା କୁଟୁମ୍ବ ସିରିଏଲରେ ହୋଇଥିଲା ଯେଉଁଥିରେ ଦୁହେଁ ସ୍ଵାମୀ ସ୍ତ୍ରୀ ଅଭିନୟ କରିଥିଲେ ଆଉ ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହେଲା ଆଉ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କର ନିଜର କୌଣସି ସନ୍ତାନ ନାହାନ୍ତି । କିନ୍ତୁ ସେ ଉଡଣ ସିରିୟଲର ହେରୋଇନଙ୍କୁ ନିଜ ଝିଅ ଭଳି ମାନନ୍ତି ।
ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।