ଉଦ୍ଧାର ହେଲା ପରେ ମେଡ଼ିକାଲ ରେ Arindam ଙ୍କ ଶେଷ ଦୃଶ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଏକ ଦୁଖ ଖବର ଆସି ପହଞ୍ଚିଛି । ସୂଚନା ଅନୁସାରେ ଓଟିଭି ଚ୍ଯାନେଲର ସାମ୍ବାଦିକ ଅରିନ୍ଦମ ଦାସ ହାତୀ କୁ ଉଦ୍ଧାର କରିବାକୁ ଯାଇ ତାଙ୍କର ପ-ର-ଲୋ-କ ଘଟିଛି । ଅରିନ୍ଦମ ଦାସ ମହାନଦୀ ରେ ପାଣି ର ସ୍ରୋତ ଏତେ ମାତ୍ରା ରେ ତୀବ୍ର ଥିଲା ଯେ ତାଙ୍କର ମୃ-ତ୍ୟୁ ଘଟିଛି । ଅରିନ୍ଦମ ନିଜକୁ ପାଣି ରୁ ରକ୍ଷା କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ପାଣି ର ସ୍ରୋତ ଏତେ ଜୋରରେ ରହିଥିଲା କି ସେ ନିଜକୁ ବଞ୍ଚାଇ ପାରି ନାହାନ୍ତି । ସେ ସବୁ ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି । ତେବେ ଯେଉଁ ସମୟରେ ଅରିନ୍ଦମ ଙ୍କୁ ପାଣି ରୁ ଉଦ୍ଧାର କରାଯାଇ ମେଡିକାଲ ଅଣାଗଲା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ।

ଅରିନ୍ଦମ ପାଣିରେ ବୁଡି ଯାଇ ଥିବାରୁ ତାଙ୍କର ଅବସ୍ଥା ବହୁତ ଶୋଚନୀୟ ହୋଇ ପଡିଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ଅରିନ୍ଦମଙ୍କ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ମେଡିକାଲ ନିଆ ଯାଇଥିଲା । କିନ୍ତୁ ତାଙ୍କୁ ମେଡିକାଲ ନେବା ବେଳକୁ ବହୁତ ଡେରି ହୋଇ ଯାଇଥିଲା । ପାଣି ରେ ଅଧିକ ସମୟ ବୁଡି ରହିଥିବାରୁ ଡାକ୍ତର ମାନେ ତାଙ୍କୁ ବଞ୍ଚାଇ ପାରି ନାହାନ୍ତି । ଏହି ଭିଡିଓ ରେ ଅରିନ୍ଦମ ମେଡିକାଲରେ ଅଚେତ ଅବସ୍ଥାରେ ଥିବାର ଦୃଶ୍ୟ ହେଉଛି । ତାଙ୍କର ଚିକିତ୍ସା ମଧ୍ୟ କରା ଯାଇଥିଲା କିନ୍ତୁ ସବୁ କିଛି ବିଫଳ ହୋଇଥିଲା ।

ଏହି ଭିଡିଓ ରେ ମେଡିକାଲରେ ଡାକ୍ତର ଙ୍କ ଠାରୁ ଆରମ୍ଭ କରି ଲୋକ ମାନଙ୍କର ଭିଡ ଜମିଛି ବୋଲି ଜଣା ପଡୁଛି । ତେବେ ସାମାବ୍ଦିକ ଅରିନ୍ଦମ ଦାସ ଯେଉଁ ସାହସିକତାର କାମ କରି ଯାଇଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । ସେ ନିଜ ଜୀବନକୁ ବାଜି ଲଗାଇ ହାତୀର ଜୀବନ ରକ୍ଷା କରିଛନ୍ତି । ତାଙ୍କର ସାହସିକତା ପାଇଁ ପୁରା ଓଡିଶା ବାସୀ ତାଙ୍କୁ ସାଲୁଟ କରିଛନ୍ତି । ଓଟିଭି ଚ୍ଯାନେଲର ଏମଡି ମଧ୍ୟ ସାମ୍ବାଦିକ ଅରିନ୍ଦମଙ୍କ ଭଳି ସାହସୀ କେବେ ଦେଖି ନାହାନ୍ତି ବୋଲି ନିଜେ ସ୍ଵୀକାର କରିଛନ୍ତି । ତେବେ ସାମାବ୍ଦିକ ଅରିନ୍ଦମଙ୍କ ଆ-ତ୍ମା ଶାନ୍ତି ପାଇଁ ଆମେ ମାନେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସାହସିକତାକୁ ନେଇ କଣ ମତାମତ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *