UPSC, IAS, IPS ଇଣ୍ଟରଭିୟୁ ପ୍ରଶ୍ନ ଓ ଉତ୍ତର: ତାହା କେଉଁ ଜିନିଷ ଅଟେ, ଯାହା ସକାଳକୁ ଦେଖାଯାଏ ସବୁଜ, ଦ୍ଵିପହର କୁ ଦେଖାଯାଏ କଳା, ସନ୍ଧ୍ୟା ସମୟରେ ଦେଖାଯାଏ ନୀଳ ଓ ରାତିକୁ ଦେଖାଯାଏ ଧଳା ?

UPSC ଭାରତର ଏକ ଏମିତି ପରୀକ୍ଷା ଅଟେ ଯାହାକୁ ପାସ କରିବାକୁ ହେଲେ ଆପଣଙ୍କୁ ଦିନ ରାତି ପଢିବାକୁ ପଡିବ । ଏହା ଛଡା ଆପଣଙ୍କୁ କେବଳ ପାଠ ନୁହେଁ ସାଠରେ ବି ଆଗରେ ରହିବା ଦରକାର । ଅର୍ଥାତ ଏମିତି କେତେକ ସାଧାରଣ ଜ୍ଞାନ ବାଲା ପ୍ରଶ୍ନ ଅଛି ଯାହାକୁ ଆପଣ ନିଜର ବୁଦ୍ଧି ଦ୍ଵାରା ହିଁ ସମଧାନ କରି ପାରିବେ ଓ ତାହାର ଜବାବ ଦେଇ ପାରିବେ । ଆଜି ଆମେ ଆପଣଙ୍କ ପାଇଁ ସେହିଭଳି କିଛି ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ ।

ପ୍ରଶ୍ନ :- ଦୁନିଆର ସବୁଠୁ ଅଧିକ ପରିଶ୍ରମୀ ବ୍ୟକ୍ତି କିଏ ହୋଇଥାଏ ?

ଉତ୍ତର :- ଚାଷୀ

ପ୍ରଶ୍ନ :- କେତେ ପ୍ରଜାତିର ସିଂହ ଏହି ଦୁନିଆରେ ଅଛନ୍ତି ?

ଉତ୍ତର :- ୮ ପ୍ରଜାତିର

ପ୍ରଶ୍ନ :- କେଉଁ ଦେଶରେ ଚପଲ ପିନ୍ଧି ଗାଡି ଚାଲିବା ଉପରେ ଫାଇନ ଲାଗିଥାଏ ?

ଉତ୍ତର :- ଆମେରିକା

ପ୍ରଶ୍ନ :- ମହିଳା ଓ ପୁରୁଷ ମଧ୍ୟରେ ସବୁଠୁ ଅଧିକ ଆଖିର ପତା କାହାର ବନ୍ଦ ହୋଇଥାଏ ?

ଉତ୍ତର :- ମହିଳାଙ୍କର

ପ୍ରଶ୍ନ :- ଭାରତୀୟମାନଙ୍କର ସବୁଠୁ ପସନ୍ଦିତା ପରିବା କଣ ?

ଉତ୍ତର :- ଆଳୁ

ପ୍ରଶ୍ନ :- ଗୋଟିଏ ସ୍ପେସ ସୁଟର ମୂଲ୍ୟ କେତେ ହୋଇଥାଏ ?

ଉତ୍ତର :- ପାଖାପାଖି ୫ ରୁ ୬ କୋଟି

ପ୍ରଶ୍ନ :- ପୁରା ଦୁନିଆରେ ପାଖାପାଖି କେତେ ପ୍ରଜାତିର ସାପ ମିଳିଥାନ୍ତି ?

ଉତ୍ତର :- ୭୦୦ ପ୍ରକାରର

ପ୍ରଶ୍ନ :- ଦୁନିଆର ସବୁଠୁ ବଡ ମାଛର ନାଁ କଣ ?

ଉତ୍ତର :- ବ୍ଲୂ ୱେଲ

ପ୍ରଶ୍ନ :- ଶକ୍ତିମାନ ସିରିଏଲ ସର୍ବେ ପ୍ରଥମେ ଟିଭିରେ କେବେ ପ୍ରସାରିତ ହୋଇଥିଲା ?

ଉତ୍ତର :- ୧୯୯୭ରେ

ପ୍ରଶ୍ନ :- ଦୁନିଆର ସବୁଠୁ କମ ବୟସର ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉତ୍ତର :- ସନା ମାରିନ (ଫିନଲ୍ୟାଣ୍ଡ)

ପ୍ରଶ୍ନ :- ଭାରତର କେଉଁ ରାଜ୍ୟରେ ଗୋଟିଏ ହେଲେ ବି ଟ୍ରେନ ଚାଲେ ନାହିଁ ?

ଉତ୍ତର :- ମେଘାଳୟ

ପ୍ରଶ୍ନ :- କେଉଁ ବୟସରେ ଝିଅମାନେ ଅଧିକ ମେକଅପ ନିଅନ୍ତି ?

ଉତ୍ତର :- ୧୮ ରୁ ୨୫ ବର୍ଷର ଝିଅମାନେ

ପ୍ରଶ୍ନ :- ପୋଲିସ ରାତିରେ ମହିଳାଙ୍କୁ କାହିଁକି ଗିରଫ କରନ୍ତି ନାହିଁ ?

ଉତ୍ତର :- ମହିଳାଙ୍କୁ ବିଶେଷ ରୂପରେ ଅଧିକାର ମିଳିବା କାରଣରୁ

ପ୍ରଶ୍ନ :- ପୁରା ଦୁନିଆର ସବୁଠୁ ମୋଟା ବ୍ୟକ୍ତି କିଏ ?

ଉତ୍ତର :- ଜୁବନ ପେଡରୋ

ପ୍ରଶ୍ନ :- ଦୁନିଆର ସବୁଠୁ ଅଧିକ ଏଚଆଇଭି ପଜିଟିବ ଲୋକ କେଉଁ ସ୍ଥାନରେ ଅଛନ୍ତି ?

ଉତ୍ତର :- ସାଉଥ ଆଫ୍ରିକା

ପ୍ରଶ୍ନ :- ବିଦେଶରେ ଡର ଲାଗିବା ପରେ ଲୋକମାନେ କଣ କୁହନ୍ତି ?

ଉତ୍ତର :- God Help Me

ପ୍ରଶ୍ନ :- ନୀରଜ ଚୋପଡା କେଉଁ ରାଜ୍ୟରେ ବାସିନ୍ଦା ଅଟନ୍ତି ?

ଉତ୍ତର :- ହରିୟାନା

ପ୍ରଶ୍ନ :- ଦୁନିଆରେ ଏମିତି କେଉଁ ଜୀବ ଅଛି ଯାହାର ହାଡ ଅଙ୍କା ବଙ୍କା ହୋଇଥାଏ ?

ଉତ୍ତର :- ସାପ

ପ୍ରଶ୍ନ :- ତାହା କେଉଁ ଜିନିଷ ଅଟେ,

ଯାହା ସକାଳକୁ ଦେଖାଯାଏ – ସବୁଜ

ଦ୍ଵିପହର କୁ ଦେଖାଯାଏ – କଳା

ସନ୍ଧ୍ୟା ସମୟରେ ଦେଖାଯାଏ – ନୀଳ

ରାତିକୁ ଦେଖାଯାଏ – ଧଳା

ଉତ୍ତର :- ବିଲେଇର ଆଖି

Leave a Reply

Your email address will not be published. Required fields are marked *