ଉଠୁ ମାମୁଁ ଉଠୁ, ପ୍ଲିଜ୍ ମାମୁଁ ଉଠୁ, ଅରିନ୍ଦମ ଦାସଙ୍କ ଅକାଳବିୟୋଗ ପରେ ବାହୁନି ବାହୁନି କାନ୍ଦୁଛନ୍ତି ତାଙ୍କ ଭାଣିଜୀ…. Video ଦେଖି ଆଖିରେ ରହିବନି ଲୁହ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଏକ ଦୁଖଦ ଖବର ଆସି ପହଞ୍ଚିଛି । ସୂଚନା ଅନୁସାରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କର ପ-ର-ଲୋ-କ ଘଟିଛି । ଓଟିଭି ଚ୍ଯାନେଲର ସାମ୍ବାଦିକ ଅରିନ୍ଦମ ଦାସ ହାତୀ ମାନଙ୍କୁ ପାଣିରୁ ଉଦ୍ଧାର କରିବାକୁ ଯାଇ ନିଜର ଜୀବନ ହାରିଛନ୍ତି । ମୁଣ୍ଡଳୀ ରେ ହାତୀ ଏମାନେ ପାଣିରେ ଫସି ଯିବାର ଦେଖି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଯେଉଁଥିରେ ଅରିନ୍ଦମ ଦାସ ଯୋଗ ଦେଇଥିଲେ । ସେହି ସମୟରେ ହଟାତ ବୋଟଟି ଓଲଟି ପଡିଥିଲା ଯାହା ପାଇଁ ଅରିନ୍ଦମ ପାଣିରେ ବୁଡି ଯାଇଥିଲେ । ତାଙ୍କର ଅ-କା-ଳ ମୃ-ତ୍ୟୁ ପାଇଁ ପୁରା ଓଡିଶାରେ ଶୋ-କର ଛା-ୟା ଖେଳି ଯାଇଛି ।

ସେ ତାଙ୍କର ସାହସିକତା ଦେଖାଇ ନିଜର ଜୀବନ ହା-ରି-ଛ-ନ୍ତି । ଏହି ଭିଡିଓ ରେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ଅନେକ ଲୋକଙ୍କ ଭିଡ ଜମିଛି । ତାଙ୍କର ଭାଣିଜୀ ଅରିନ୍ଦମଙ୍କୁ ମାମୁଁ ଉଠୁ, ପ୍ଳିଜ ମାମୁଁ ଉଠୁ ବୋଲି କାନ୍ଦି କାନ୍ଦି କହୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଅରିନ୍ଦମଙ୍କୁ ତାଙ୍କ ପୁରା ପରିବାର ଝୁରୁଛି । ଅରିନ୍ଦମଙ୍କ ମା କହିଛନ୍ତି ତାଙ୍କ ପୁଅ ସାହସୀ ଥିଲା ସମସ୍ତଙ୍କୁ ନିଜର ଭାବୁଥିଲା ଯାହା ପାଇଁ ଆଜି ତାର ଜୀବନ ଚାଲି ଯାଇଛି । ଏହି ଭିଡିଓ ରେ ଅରିନ୍ଦମଙ୍କ ମା ଓ ତାଙ୍କ ଭାଣିଜୀ ବହୁତ ଜୋରରେ କାନ୍ଦୁଥିବାର ନଜର ଆସୁଛନ୍ତି ।

ତାଙ୍କ ଭାଣିଜୀ ତାଙ୍କୁ ମାନେ ପକାଇ ତାକୁ ଆଉ ଥରେ ଉଠିବାକୁ ଆକୁଳ ଭାବେ କହୁ ଥିବାର ଦୃଶ୍ୟ ଏହି ଭିଡିଓ ରେ ନଜର ଆସୁଛି । ଅରିନ୍ଦମଙ୍କ ଭାଣିଜୀ ନିଜ ମାମୁଁଙ୍କୁ କେତେ ଭଲ ପାଉଛନ୍ତି ତାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ଶେଷ ସମୟ ଯାଏଁ ମଧ୍ୟ ତାଙ୍କ ଭାଣିଜୀ ତାଙ୍କ ସହ ରହିଥିଲେ । ତେବେ ସାମ୍ବାଦିକ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ ପରେ ପୁରା ସାମାବ୍ଦିକ ଜଗତରେ ଶୋ-କର ଛା-ୟା ଖେଳି ଯାଇଛି ।

ତାଙ୍କୁ ତାଙ୍କର ଏହି ମହାନ କାମ ପାଇଁ ସାଲୁଟ କରୁଛନ୍ତି ପୁରା ଓଡିଶା ବାସୀ । ଓଟିଭି ଚ୍ୟାନେଲର ଏମଡି ମଧ୍ୟ ଅରିନ୍ଦମଙ୍କୁ ହ-ରା-ଇ ଶୋ-କ ପ୍ରକାଶ କରିଛନ୍ତି । ବର୍ତ୍ତମାନ ତାଙ୍କ ପୁରା ପରିବାର ଦାୟିତ୍ଵ ଓଟିଭି ଏମଡି ନେବେ ବୋଲି ଘୋଷଣା କରିଛନ୍ତି । ଅରିନ୍ଦମ ଦାସ ଯେଉଁ କାମ କରି ଯାଇଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ । ସତରେ ତାଙ୍କ ଭାଣିଜୀ ଯେପରି ଭାବେ ନିଜ ମାମୁଁଙ୍କୁ ଝୁରି ବାହୁନି ହେଉଛି ତାହା ଦେଖିଲେ ଆଖିରେ ଲୁହ ରହିବ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *