ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଗରିବ ଲୋକ ମାନଙ୍କୁ ଅନେକ ପ୍ରକାରର ଯୋଜନା ପ୍ରଦାନ କରିଛନ୍ତି । ଯାହାର ଲାଭ ଉଠାଇଥାନ୍ତି ଚାଷୀ ଓ ଗରିବ ଶ୍ରେଣୀର ଲୋକ ମାନେ । ତେବେ ବିଭିନ୍ନ ପ୍ରକାରର ଯୋଜନା ରାଜ୍ୟ ରେ ଲାଗୁ ହୋଇଛି ଯାହାକୁ କାର୍ଯ୍ୟ କରି କରିଛନ୍ତି ନବୀନ ପଟ୍ଟନାୟକ । ଆଉ ଏହି ସବୁ ଯୋଜନାର ଲାଭ ଉଠାଇ ଅନେକ ଉପକୃତ ମଧ୍ୟ ହେଉଛନ୍ତି ଚାଷୀ ଓ ଗରିବ ଶ୍ରେଣୀ ର ଲୋକ ମାନେ ।
ତେବେ ଗତ କିଛି ସମୟ ହେବ ଏଭଳି ଏକ ଯୋଜନାକୁ ନେଇ ବଡ ଖବର ଆସିଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ଆଜି ହେଉଛି ଏପ୍ରିଲ 1 ତାରିଖ ଉତ୍କଳ ଦିବସ । ଆଜି ମିଳିବ ଚାଷୀ ଙ୍କୁ ରାଜ୍ୟ ସରକାରଙ୍କର ଭେଟି ମିଳିବାକୁ ଯାଉଛି । ଆଜି ମିଳିବ କାଳିଆ ଯୋଜନାର ଟଙ୍କା ।
କ୍ଷୁଦ୍ର ନାମ ମାତ୍ର ଏବଂ ଭୂମି ହୀନ ପରିବାରକୁ କାଳିଆ ସହାୟତା ଦିଆଯିବ । 43 ଲକ୍ଷ ଚାଷୀ ପରିବାର ରୁ ଅଧିକ ପରିବାରକୁ ମିଳିବ ଏହି ସହାୟତା । ଏଥିପାଇଁ 877 କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଉପ ନିର୍ବାଚନ ପାଇଁ ରାଜ୍ୟକରଣ ବିଧି ଲାଗୁ ଓଇ ଥିବାରୁ ଝାରସୁଗୁଡା ଜିଲ୍ଲାରେ ଏବେ କାଳିଆ ସହାୟତା ମିଳିବ ନାହି ।
ଚାଷୀ ଭାଇ ମାନଙ୍କ ପାଇଁ ଯେଉଁ କାଳିଆ ଯୋଜନା ସହାୟତା ରହିଛି ତାହା ଆଜି ରାଜ୍ୟ ସରକାର ଙ୍କ ତରଫରୁ ଅର୍ଥ କୁ ବ୍ଯାଙ୍କ ଆକାଉଣ୍ଟ କୁ ପଠାଯିବ । ଏହାର ଶୁଭାରମ୍ଭ କରିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସହାୟତା ପାଇଁ ରାଜ୍ୟ ସରକାର ସମୁଦାୟ 877 କୋଟି ତାଙ୍କ ବହନ କରିବେ । ଆଉ ବର୍ଷ କୁ 2 ଥର କାଳିଆ ସହାୟତା ପ୍ରଦାନ କରନ୍ତି ରାଜ୍ୟ ସରକାର । ସବୁ ଜିଲ୍ଲା ମାନଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ କିନ୍ତୁ ଝାରସୁଗୁଡା ଜିଲ୍ଲା ଏଥିରୁ ବାଦ ପଡିଛି । କାରଣ ଝାରସୁଗୁଡା ରେ ନିର୍ବାଚନ ହେବାକୁ ଯାଉଛି ।
କିନ୍ତୁ ପରବର୍ତ୍ତୀ ସମୟରେ ଏହି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ଆଜି ମିଳିବ କାଳିଆ ଟଙ୍କା କ୍ଷୁଦ୍ର ଓ ଭୂମି ହୀନ ପରିବାର କୁ । ଝାରସୁଗୁଡା ରେ ଆଦର୍ଶ ବିଧି ଲାଗୁ ହୋଇ ଥିବାରୁ ସେଠାରେ କାଳିଆ ସହାୟତା ମିଳିବ ନାହି ଚାଷୀ ମାନଙ୍କୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।