ଆପଣ ମାନେ ସମସ୍ତେ ଏବେ ଏହି ଜିନିଷ ଦେଖିବାକୁ ପାଉଥିବେ ଯେ ଭ୍ୟାକ୍ସିନ ପାଇଁ ଲୋକ ଲମ୍ବା ଲମ୍ବା ଲାଇନରେ ଠିଆ ରହୁଛନ୍ତି ତଥାପି ତାଙ୍କୁ ଭ୍ୟାକ୍ସିନ ମିଳିବା କଷ୍ଟକର ହେଉଛି ।
ତେବେ ବର୍ତମାନ ସମୟରେ ଯେତେ ପ୍ରକାର ସମସ୍ଯା କ-ରୋ-ନା ଦ୍ଵାରା ଆରମ୍ଭ ହୋଇଛି ତାହା ପାଇଁ ସମସ୍ତେ ବହୁତ ଅସୁବିଧାରେ ଅଛନ୍ତି ଲୋକଙ୍କ ପାଖରେ ବହୁତ ପ୍ରକାର ଜିନିଷ ନାହିନ କିନ୍ତୁ ଲକଡାଉନ ପାଇଁ ସେ କିଛି କରି ପାରୁ ନାହାନ୍ତି ସଂ-କ୍ର-ମ-ଣ ବଢି ଜୀବ ବୋଲି ଘରୁ ମଧ୍ୟ ବାହାରିବା ବନ୍ଦ ଅଛି ଏହା ଛଡା ବର୍ତମାନ ଲୋକଙ୍କ ପାଖରେ ଚାକିରି ନାହିଁ ଯାହା ଦ୍ଵାରା ଆର୍ଥିକ ସମସ୍ଯା ବହୁତ ଅଧିକ ବଢି ଯାଇଛି ଆଉ ଲୋକ ବହୁତ ଅସୁବିଧାରେ ଅଛନ୍ତି ।
ତେବେ ଭ୍ୟାକ୍ସିନ ଆସାର କିରଣ ଭଳି ଆସିଛି ତେବେ ଭ୍ୟାକ୍ସିନ ନେଲା ପରେ ଲୋକ ଏମିତି କିଛି ଭୁଲ କରୁଛନ୍ତି ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ । ତେବେ ଆଜି ଆମେ ଆପଣଙ୍କୁ ସେହି ଭୁଲ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଭୁଲରେ ବି କରନ୍ତୁ ନାହିଁ । ଡକ୍ଟର ମାନଙ୍କ କହିବା ଅନୁଯାଇ ଯେଉଁ ବ୍ୟକ୍ତିଙ୍କୁ ଭ୍ୟାକ୍ସିନ ନବା ପରେ ହାଲ୍କା ଜର ଆସୁଛି ଆଉ ଦେହ ହାତ ବିନ୍ଧା ବିନ୍ଧି ହେଉଛି ତାହା ବହୁତ ଭଲ ଅଟେ ।
ଯଦି ଆପଣଙ୍କୁ ଏହି ଭଳି ସମସ୍ୟା ହେଉଛି ତେବେ ଭଲ କଥା କାହିଁକିନା ଏହା ଲକ୍ଷଣ ଯେ ଭ୍ୟାକ୍ସିନ ଆପଣଙ୍କ ଶରୀରରେ ଭଲ କାମ କରୁଛି । ତେବେ ଏହି ବିନ୍ଧା ବିନ୍ଧି ଆଉ ଜର ପାଇଁ ଆପଣଙ୍କୁ ଔଷଧ ଖାଇବା ଆବଶ୍ୟକ ନୁହଁ କିନ୍ତୁ ଯଦି ବି ଖାଉଛନ୍ତି ତେବେ କେବଳ ପାରାସିଟାମୋଲ ଖାଆନ୍ତୁ ଏହା ଛଡା କୌଣସି ଔଷଧ ଖାଆନ୍ତୁ ନାହିଁ କାହିଁକିନା ଅନ୍ୟ ପେନ କିଲର ଆପଣଙ୍କ ଭ୍ୟାକ୍ସିନ ଉପରେ ଖ-ରା-ପ ପ୍ରଭାବ ପକାଇଥାଏ ଯାହା ଦ୍ଵାରା ଭ୍ୟାକ୍ସିନ ତା କାମ ଭଲ ଭାବରେ କରି ପ[ଆଋ ନଥାଏ ।
ଆପଣଙ୍କୁ ଯଦି ଭ୍ୟାକ୍ସିନ ନବା ପରେ କୌଣସି ପ୍ରକାର ଅସୁବିଧା ହେଉଛି ତେବେ ଆପଣଙ୍କୁ ପାରାସିଟାମୋଲ ଖାଇବା ଉଚିତ ଏହା ଆପଣଙ୍କ ଜର କମ କରିଥାଏ ଆଉ ଭ୍ୟାକ୍ସିନ ଉପରେ ଖ-ରା-ପ ପ୍ରଭାବ ମଧ୍ୟ ପକାଇ ନଥାଏ । ବହୁତ ଲୋକ ଏହା ଜାଣି ନାହାନ୍ତି କିନ୍ତୁ ଆପଣ ଜାଣି ରଖନ୍ତୁ ଯେ ଡକ୍ଟର ମାନଙ୍କ କହିବା ଅନୁଯାଇ ଭ୍ୟାକ୍ସିନ ପ୍ରଥମ ଡୋଜ ନେଲା ପରେ ଆପମନଙ୍କୁ ଅଧିକ ସାବଧାନ ହୋଇ ରହିବା ଉଚିତ କାହିଁକିନା ଏହି ସମୟରେ ସଂ-କ୍ର-ମ-ଣ ହବାର ବହୁତ ଚାନସ ହୋଇଥାଏ ତେବେ ଦ୍ଵିତୀୟ ଡୋଜ ପାଇଲା ପରେ କୌଣସି ବାହାର ଜାଗାକୁ ଯିବା ପାଇଁ ଚେଷ୍ଟା କରନ୍ତୁ ।
ଏହା ଛଡା ଭ୍ୟାକ୍ସିନ ନବା ପରେ କିଛି ଦିନ ପାଇଁ ଆରାମ କରନ୍ତୁ ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖ-ରା-ପ ହୋଇ ପାରେ । ଆପଣଙ୍କୁ ବହୁତ ଅଧିକ ପାନିଆ ଜିନିଷ ଖାଇବା ଉଚିତ ସମୟ ସମୟ ଅନୁଯାଇ ପାଣି ସେବନ କରନ୍ତୁ ଶରୀରକୁ ମଜବୁତ କରିବା ଖାଦ୍ୟ ସେବନ କରନ୍ତୁ ଏହା ଛଡା ଭୁଲରେ ବି ପ୍ରଥମ ଆଉ ଦ୍ଵିତୀୟ ଡୋଜ ପରେ ମଦ ପାନ କରନ୍ତୁ ନହିଁ କାହିଁକିନା ମଦ ଆପଣଙ୍କ ରୋ-ଗ ପ୍ରତି ରୋଧକ କ୍ଷମତାକୁ କମ କରିଥାଏ ଯାହା ଦ୍ଵାରା ଆପଣଙ୍କୁ ସଂ-କ୍ର-ମ-ଣ ହବାର ବହୁତ ଚାନ୍ସ ରହିଥାଏ ।
ତେବେ ଭ୍ୟାକ୍ସିନ ନବା ପରେ ମଧ୍ୟ ସାମାଜିକ ଦୂରତା ରଖନ୍ତୁ, ମାସ୍କ ପିନ୍ଧାନ୍ତୁ ଔ ଭିଡ ଜାଗାରୁ ବଞ୍ଚିକି ରୁହନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଆଉ ଆପଣଙ୍କ ପରିବନାର ସୁରକ୍ଷା ପାଇଁ ଅତି ବଶ୍ୟକ ଅଟେ ।