ଟେଲି ଅଭିନେତ୍ରୀ Vaishaliଙ୍କ ଆତ୍ମହତ୍ୟାକୁ ନେଇ ଆସିଲା ବଡ ଖବର, ଶେଷ ଚିଠିରେ ଲେଖି ଥିଲେ ନିଜ ମୃତ୍ୟୁର କାରଣ… ଦେଖନ୍ତୁ କଣ ଲେଖା ଅଛି ସେହି ଚିଠିରେ

ବନ୍ଧୁଗଣ ପୁଣି ଥରେ ସୋସିଆଲ ମିଡିଆର ନଜରକୁ ଆସିଲା ଆଉ ଏକ ଦୁଖଦାୟକ ଘଟଣା । ତାହା ପୁଣି ଆତ୍ମହତ୍ୟାକୁ ନେଇ । ବୈଶାଳୀ ନାମକ ଯୁବତୀ ନିଜ ଜୀବନ ହାରିଛନ୍ତି ଆଉ ମାରିବା ପୂର୍ବରୁ ଲେଖି ଯାଇଛନ୍ତି ତାଙ୍କ ପ୍ରେମିକ ଙ୍କ ନାଁ ରେ କିଛି ଏମିତି କଥା ଯେଉଁଥି ରୁ ସ୍ପଷ୍ଟ ହେଉଛି ସେ କାହିଁକି ଜୀବନ ହାରିଛନ୍ତି । କେବଳ ରାହୁଲ ହିଁ ତାଙ୍କ ଜୀବନକୁ ନ ର୍କ କରି ଦେଇଛି ଯାହା ସେ ଚିଠି ରେ ଲେଖି ଯାଇଛନ୍ତି । ଆଉ ଚିଠି ଶେଷରେ କ୍ଵିକ ବୋଲି ମଧ୍ୟ ଲେଖିଛନ୍ତି ବୈଶାଳୀ । ଯାହାକୁ ନେଇ ଏବେ ଚାରି ଆଡେ ଲାଗି ରହିଛି ଚର୍ଚ୍ଚା ।

ମାତ୍ର ୩୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିବା ତେଲି ଅଭିନେତ୍ରୀ ବୈଶାଳୀ ଠକାନ ଙ୍କ ମୃ ତ୍ୟୁ କୁ କେହି ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଇନ୍ଦୋର ସ୍ଥିତ ନିଜ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଧାର କରିଛି ପୋଲିସ । ଖାଲି ଶବ ଜବତ କରିଛି ତାହା ନୁହେଁ ବରଂ ବୈଶାଳୀ ମୃତ ଦେହ ପାଖକୁ ପୋଲିସ କୁ ମିଳିଛି ତାଙ୍କ ହାତ ଲେଖା ଚିଠି । ଚିଠି ପାଇବା ପରେ ପୋ ଲି ସର ବଢିଲା ସନ୍ଦେହ । ବୈଶାଳୀ ଙ୍କୁ ହଇରାଣ କରୁଥିଲା କିଏ ? ରାହୁଲ କିଏ ? ତାଙ୍କ ସହ ବୈଶାଳୀ ଙ୍କ ସମ୍ପର୍କ କେବେ ଠାରୁ ହୋଇଥିଲା ?

ପୋଲିସ ହାତରେ ସୁସାଇଡ ନୋଟ ଲାଗିବା ପରେ ରାହୁଲ ଙ୍କ ନା କୁ ନେଇ ବଢିଲା ସନ୍ଦେହ । କାରଣ ବୈଶାଳୀ ମୃତ୍ୟୁ ପୂର୍ବରୁ କହିଛନ୍ତି ରାହୁଲ ହିଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ବୈଶାଳୀ ଚିଠିରେ ଲେଖିଛନ୍ତି ପ୍ରତି ମୂହୁର୍ତ୍ତରେ ରାହୁଲ ମୋର ଭାରି କଷ୍ଟ ଦେଉଛି ଏ ଜୀବନ ରଖି ଲାଭ କଣ ? ଆଉ ସହିପାରୁନି ମୁଁ ଯାଉଛି ମୋତେ କ୍ଷମା କରିଦେବ ମୁଁ ତୁମ କଥା ରଖିପାରିଲିନି କି ଭଲ ଝିଅ ହୋଇପାରିଲି ନାହି ।

କିନ୍ତୁ ରାହୁଲ ଓ ତା ପରିବାରକୁ କଠୋରରୁ କଠୋର ଦଣ୍ଡ ଦେବେ ନଚେତ ମୋ ଆତ୍ମା କେବେ ଶାନ୍ତି ପାଇବ ନାହି । ଏମିତିକି ତାଙ୍କୁ ଅନେକ ଦିନ ହେବ କିଛି କାମ ବି ମିଳୁ ନ ଥିଲା । ତେଣୁ ସେ ଅବସାଦ ରେ ଥିଲେ । ହୁଏ ତ ଏହି କାରଣ ପାଇଁ ସେ ଆତ୍ମହତ୍ୟା କରିଥିବା ବେଳେ ସନ୍ଦେହ କରୁଛି ପୋଲିସ । ସୂଚନା ଅନୁଯାୟୀ ରାହୁଲ ହେଉଛନ୍ତି ବୈଶାଳୀ ଙ୍କ ପଡୋଶୀ ଯିଏ କି ପେସା ରେ ଜଣେ ବ୍ୟବସାୟୀ ଅଟନ୍ତି । ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ଗଢି ଉଠିଲା ।

ବୈଶାଳୀ ରାହୁଲ ଙ୍କୁ ଜଲ୍ଦି ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ରାହୁଲ ରାଜି ହୋଇ ନ ଥିଲେ । ବୋଧ ହୁଏ ଏହି କାରଣ ପାଇଁ ବୈଶାଳୀ ନିଜ ଜୀବନ ହାରିବା କଥା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ପ୍ରକୃତ ତଦନ୍ତ ହେବା ପରେ ସତ କଣ ଜଣା ପଡିବ । କିନ୍ତୁ ତାଙ୍କ ମୃତ୍ୟୁ କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *