Varsha-Anubhav ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

ବର୍ଷା ଓ ଅନୁଭବଙ୍କ ବିବାଦ ପାଖାପାଖି ବର୍ଷେରୁ ବି ଅଧିକ ହେବ ଚାଲିଛି । ସବୁଦିନ ବର୍ଷା ଓ ଅନୁଭବଙ୍କୁ ନେଇ କୌଣସି ନା କୌଣସି ଖବର ସାମ୍ନାକୁ ଆସିଥାଏ । ବର୍ତ୍ତମାନ ତ ଦୁଇ ଜଣ କୋର୍ଟର ମଧ୍ୟ ଦ୍ଵାରସ୍ଥ ହୋଇଛନ୍ତି । ଯେଉଁଠି ସେମାନେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ଏମିତିରେ ସମସ୍ତେ କୋର୍ଟର ଶୁଣାଣୀ ଉପରେ ନଜର ରଖିଛନ୍ତି । କିନ୍ତୁ ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ।

ତାହା ଏହା ଅଟେ କି ଅନୁଭବ ମହାନ୍ତି ନିଜ କେସର ତ୍ଵରିତ ଶୁଣାଣୀ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଜଜ ଏହି ଆବେଦନର ଅନ୍ତ କରିଛନ୍ତି । କହିଦେଉଛୁ କି ପାରିବାରିକ କୋର୍ଟରେ ବିଚାର ଆରମ୍ଭ ହୋଇଥିବା କାରଣରୁ ଅନୁଭବ ମହାନ୍ତିଙ୍କ ଆବେଦନର ଅନ୍ତ ଘଟିଛି ।

କହିଦେଉଛୁ କି ଅନୁଭବ ଓ ବର୍ଷାଙ୍କ ଏହି ପାରିବାରିକ ବିବାଦ ଦିଲ୍ଲୀର ପଟିଆଲା ହାଉସରେ ଆରମ୍ଭ ହୋଇଥିଲା । କିନ୍ତୁ ବର୍ଷାଙ୍କ ଅନୁରୋଧ କ୍ରମେ ଓ ସୁପ୍ରିମକୋର୍ଟ ନିର୍ଦେଶରେ କଟକର ପାରିବାରିକ ଅଦାଲତକୁ ବର୍ଷା ଓ ଅନୁଭବଙ୍କ ପାରିବାରିକ ମାମଲା ଆସିଥିଲା । କହିବାକୁ ଗଲେ ପାରିବାରିକ ଆଇନ ଅନୁସାରେ ଯେଉଁ ସମସ୍ତ ବ୍ୟବସ୍ଥା ରହିଛି ଉଭୟଙ୍କ ମଧ୍ୟରେ ବୁଝାମଣା କରି ସମଧାନ କରାଯାଇ ପାରିବ ସେଥିପାଇଁ କୋର୍ଟରେ ସେମାନଙ୍କର କାଉନ୍ସଲିଙ୍ଗ କରାଯାଉଥିଲା ।

ଏହା ପରେ କାଉନ୍ସିଲର ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ ସେଥିରେ ସେ କହିଥିଲେ କି ଉଭୟଙ୍କ ମଧ୍ୟରେ କୌଣସି ବି ପ୍ରକାରର ସମଧାନ ହୋଇ ନାହିଁ । କିନ୍ତୁ ଯଦି ଅଧିକ ସମୟ ଦିଆଯିବ ତେବେ ଅବଶ୍ୟ ସେମାନଙ୍କ ମଧ୍ୟରେ ସମଧାନ ବାହାରିଯିବ । କିନ୍ତୁ ଅନୁଭବଙ୍କ ତରଫରୁ ଏହାକୁ ବିରୋଧ କରାଯାଇଥିଲା । ଏହା ସହିତ ଯଦି ସମଧାନ ପାଇଁ ଏତେ ସମୟ ଲାଗୁଛି ଓ ଏହା ପରେ ବିଚାର ପାଇଁ ବି ସମୟ ଲାଗିବ ।

ଏମିତିରେ ଅନୁଅଭାବ ଚାହୁଁ ଥିଲେ କି ଏହି ମାମଲାକୁ ତ୍ଵରିତ ରୂପରେ ବିଚାର କରାଯାଉ । ଏହି ମାମଲାର ଅନ୍ତ ହେଉ । ଏଥିପାଇଁ ସେ ହାଇକୋର୍ଟରେ ଆବେଦନ ମଧ୍ୟ କରିଥିଲେ । ଏହା ପରେ ହାଇକରୋଟ ନିର୍ଦେଶ ଦେଇଥିଲେ କି ପାରିବାରିକ କୋର୍ଟରେ ତ୍ଵରିତ ମାମଲାର ଶୁଣାଣୀ ପାଇଁ ତଳ କୋର୍ଟକୁ ନିର୍ଦେଶ ଦିଆଯାଉ ।

କହିଦେଉଛୁ କି ଏହା ମଧ୍ୟରେ ପାରିବାରିକ କୋର୍ଟରେ ଏହି କେ-ସର ବିଚାର ବହୁତ ଅରଗତି କରିଛି । କାଉନ୍ସିଲିଙ୍ଗ ସମାପ୍ତ ହୋଚି ଓ ନିମ୍ନ ଅଦାଲତ କହିଛନ୍ତି ଦୁଇ ଜଣଙ୍କ ସମଧାନ ଅସମ୍ଭବ । ଏହା ପାରେ ଆସନ୍ତା ସପ୍ତାହରେ ଏହି ମାମଲାକୁ ନେଇ ବିଚାର କରାଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *