ଥରେ ପପୁ ନିଜ ଗର୍ଲଫ୍ରେଣ୍ଡ ସହ ସଂଭୋଗ କରୁଥିଲା, ସଂଭୋଗ କରିବା ସମୟରେ ହଟାତ ପପୁ ଗର୍ଲଫ୍ରେଣ୍ଡ ଡରିଯାଇ କହିଲା “ ମତେ…

ସ୍ୱାସ୍ଥ୍ୟ ପାଇଁ ହସିବ ନିହାତି ଜରୁରୀ, ଯେମିତି ହସିବ ଦ୍ଵାରା ମାସିକ ଓ ଶାରୀରିକ ଥକାନ ଦୂର ହେବ ସହିତ ମନ ହଲକା ଲାଗିଥାଏ । ଖୁସି ରହିବା ଜୀବନରେ ବହୁତ ଗୁରୁତ୍ଵପୂର୍ଣ ଭୂମିକା ନେଭେଇ ଥାଏ । ଏଥିରେ ଆପଣଙ୍କ ସ୍ୱାସ୍ଥ୍ୟବି ଭଲ ରହିଥାଏ, ଯଦି ଆପଣ ସକଳ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିଥାନ୍ତିତ କୌଣସି ପ୍ରକାର ବିମାରି ହୋଇନଥାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକସ ନେଇକରି ଆସିଛୁ ଯାହାକୁ ପଢି ଆପଣ ହସି ହସି ଗଡିଯିବେ । ଆସନ୍ତୁ ଆରମ୍ଭ କରିବା ହସର ପସରା

Image Courtesy: Google

୧. ଥରେ ଜଣେ ପୋଲିସୱାଲା ଦୁଇଟି ପୁଅ ଓ ଗୋଟେ ଝିଅକୁ ପାର୍କରେ ଧରିଲେ ।

ପୋଲିସୱାଲା : ତମେ ଏଠି କଣ କରୁଛ ଓ ତମ ନା କଣ?

ପ୍ରଥମ ପୁଅ : ମୋ ନା କିଶନ ଅଟେ ଆଉ ମୁଁ ବାସୁରୀ ବଜଉଥିଲି ।

ପୋଲିସୱାଲା : ଆଛା ହଉ ତମେ ଜାଓ ।

ଏହା ପରେ ପୋଲିସୱାଲା ଦ୍ଵିତୀୟ ପୁଅକୁ ପ୍ପଚାରିଲେ ତମେ ଏଠି କଣ କରୁଥିଲ ?

ଦ୍ଵିତୀୟ ପୁଅ : ସର ମୋ ନା କାହ୍ନା ଅଟେ ଆଉ ମୁଁ ବାଂସୁରୀ ବଜଉଥିଲି ।

ପୋଲିସୱାଲା ହଉ ତମେ ବି ଜାଓ ।

ଏହା ପରେ ପୋଲିସୱାଲା ଝିଅକୁ ଦେଖିଲା ଓ କହିଲା କଣ ତମେ ବି ବାଂସୁରୀ ବଜାଉଥିଲ ?

ଝିଅ : ନାହିଁ ସର ମୋ ନା ବାଂସୁରୀ ଅଟେ ।

Image Courtesy: Google

୨. ସନ୍ତାର ନୂଆ ନୂଆ ବାହାଘର ହୋଇଥିଲା, ଚତୁର୍ଥୀ ରାତି ଦିନ ସନ୍ତା କବାଟ ଖୋଲି ଭିତରକୁ ଗଲା ଓ ନିଜ ସ୍ତ୍ରୀକୁ କହିଲା ।

ସନ୍ତା : କଣ କେବେ ତମର କୌଣସି ବୟଫ୍ରେଣ୍ଡଥିଲା ?

ସନ୍ତା ପ୍ରଶ୍ନ ଶୁଣି ସ୍ତ୍ରୀ ଲାଜେଇ ଗଲା ।

ସନ୍ତା ଫୁଣୀ ପଚାରିଲା : ହଉ ସତ ସତ କହ କେବେ କାହା ସହ କରିଛୁ ?

ସ୍ତ୍ରୀ : ନାହିଁ ଜାନୁ, ସବୁବେଳେ କରେଇଛି ।

Image Courtesy: Google

୩. ଥରେ ପପୁ ନିଜ ଗର୍ଲଫ୍ରେଣ୍ଡ ସହ ସଂଭୋଗ କରୁଥିଲା ।

ସଂଭୋଗ କରିବା ସମୟରେ ହଟାତ ପପୁ ଗର୍ଲଫ୍ରେଣ୍ଡ କହିଲା “ ମତେ କଥା ଦିଅ ତମେ ମୋ ହୃଦୟ କେବେ ଭାଙ୍ଗିବ ନାହିଁ ?”

ପପୁ ହସି ଦେଇ କହିଲା “ ଆରେ ନାହିଁ ପାଗଳ ଏତେ ଲମ୍ବା ନାହିଁ ହୃଦୟ ପର୍ଯ୍ୟନ୍ତ ପହଞ୍ଚିବ ନାହିଁ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *